ଓଡ଼ିଶାରେ ଗଣେଶଙ୍କୁ ଲାଗି ହୁଏ ଏହି ଭୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଜାନନଙ୍କୁ ଧରାପୃଷ୍ଠରେ ଅବତରଣ କରିବା ପାଇଁ ସମସ୍ତେ ଅନେଇ ବସିଛନ୍ତି। ଲଡ଼ୁ ପ୍ରିୟ ଗଣେଶ ଭିନ୍ନ ଭିନ୍ନ ଢଙ୍ଗରେ ତାଙ୍କର ସ୍ୱାଗତ ପାଇଁ ଆରମ୍ଭ ହୋଇଗଲାଣି ଆୟୋଜନ। ଗଣେଶଙ୍କୁ ଭୋଗ ଲାଗି...
ଲଡ଼ୁ ପ୍ରିୟ ଲମ୍ବୋଦର
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଗ୍ରପୂଜ୍ୟ ଦେବତା ଭାବେ ଘରେ ଘରେ ପୂଜା ପାଆନ୍ତି ଶ୍ରୀଗଣେଶ। ଭାଦ୍ରବ ମାସ ଶୁକ୍ଲ ପକ୍ଷ ଚତୁର୍ଥୀ ତିଥିରେ ହୋଇଥିଲା ଶ୍ରୀ ଗଜାନନଙ୍କ ଜନ୍ମ। ତେଣୁ ଏହାକୁ ଗଣେଶ ଚଉଠୀ ବୋଲି...
ଡିଜିଟାଲ୍ ମିଡିଆରେ ରବି ଭାଇଙ୍କ ବରାର ବାସ୍ନା, ଦଶ ଦିନରେ ଭିଡିଓ ଟପିଲା ୧୦ ଲକ୍ଷ ଭିଉ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=V6mADRNMTRY
ଭୁବନେଶ୍ୱରର ଜଳଖିଆ ଦୋକାନୀ ରବି ଭାଇଙ୍କ ବରା ଉପରେ ଓଡ଼ିଶାଲାଇଭ୍ କରିଥିବା ଭିଡିଓ ୟୁଟ୍ୟୁବ୍ ଓ ଫେସ୍ବୁକ୍ରେ ହେଲା ଲୋକପ୍ରିୟ।
ଓଡ଼ିଶାର ଖାନା। ଥରେ ପାଟିରେ ଲାଗିଲେ ଛାଡ଼ିବନି! ଏମିତି ଏକ ଜିନିଷ...
ଆସ ଖାଇବା ରବି ଭାଇନାଙ୍କ ସୁଆଦିଆ ବରା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=V6mADRNMTRY]
"୧୩ ବର୍ଷ ବୟସରୁ ଭୁବନେଶ୍ୱର ଆସି ବୁଲି ବୁଲି ବରା, ଆଳୁଚପ୍ ଘୁଗୁନି ବିକ୍ରି କରୁଥିଲି। ତା’ ପରେ ଲୋକଙ୍କ ସାହାଯ୍ୟରେ ଗୋଟେ ଚାଳ ଦୋକାନ କରି ନୂଆ କରି...
‘ଖାଦ୍ୟର କୌଣସି ଧର୍ମ ନାହିଁ’ – ମନ ଜିଣିଲା ଜୋମୋଟୋ ପ୍ରତିଷ୍ଠାତାଙ୍କ ଏହି ଟୁଇଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
‘ଖାଦ୍ୟର କୌଣସି ଧର୍ମ ନାହିଁ’ – ଜୋମାଟୋ ପ୍ରତିଷ୍ଠାତା ଦୀପିନ୍ଦର ଗୋଏଲଙ୍କ ଏହି ଧାଡ଼ିଏ କଥା ପ୍ରତ୍ୟେକ ଭାରତୀୟଙ୍କ ମନକୁ ଛୁଇଁଛି। ସୋସିଆଲ ମିଡିଆରେ ଗତ ଦୁଇ ଦିନ ହେଲା ଏହି...
ଜିଆଇ ଟ୍ୟାଗ୍ – ରସଗୋଲା ପରେ ଏବେ ଆରିସା, ଛେନାପୋଡ଼ ଓ ରସାବଳି ପାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
‘ଓଡ଼ିଶା ରସଗୋଲା’କୁ ଜିଆଇ ଟ୍ୟାଗ୍ ମିଳିବା ପରେ ଏବେ ଆରିସା, ଛେନାପୋଡ଼ ଏବଂ ରସାବଳି ପାଇଁ ଜିଆଇ ଟ୍ୟାଗ୍ ଆବେଦନ କରାଯିବ। ଏହା କହିଛନ୍ତି ଏମ୍ଏସ୍ଏମ୍ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।
‘‘ଓଡ଼ିଶା ରସଗୋଲାକୁ...
ସୋସିଆଲ ମିଡିଆରେ ଛାଇଗଲା ‘ଓଡ଼ିଶା ରସଗୋଲା’
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜନେତାଙ୍କଠାରୁ ସାଧାରଣ ଜନତା। ସମସ୍ତେ ସୋସିଆଲ ମିଡିଆରେ ‘ଓଡ଼ିଶା ରସଗୋଲା’କୁ ନେଇ କରିଛନ୍ତି ଚର୍ଚ୍ଚା।
ରସଗୋଲା ଲଢ଼େଇରେ ଓଡ଼ିଶାର ବଡ଼ ବିଜୟ ହୋଇଛି। ‘ଓଡ଼ିଶା ରସଗୋଲା’କୁ ଜିଆଇ ଟ୍ୟାଗ୍ ମିଳିଛି। ରସଗୋଲାର ଉତ୍ପତ୍ତି...
ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ – ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ ବ୍ୟୁରୋ
ଦୀର୍ଘ ଦିନର ଲଢ଼େଇ ପରେ ଓଡ଼ିଶା ରସଗୋଲାକୁ ମିଳିଛି ଜିଆଇ ଟ୍ୟାଗ। ଜିଆଇ ଟ୍ୟାଗ ମିଳିବା ପରେ ଓଡ଼ିଶା ରସଗୋଲାକୁ ଏକ ନୂଆ ପରିଚୟ ମିଳିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
କେମିତି ତିଆରି ହୁଏ ‘ଓଡ଼ିଶା ରସଗୋଲା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ସ୍ମଲ ସ୍କେଲ୍ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ (ଓଏସ୍ଆଇସି) ରେକର୍ଡ ଅନୁଯାୟୀ ଜାଣନ୍ତୁ କେମିତି ପ୍ରସ୍ତୁତ ହୁଏ ଓଡ଼ିଶା ସ୍ୱତନ୍ତ୍ର ରସଗୋଲା।
କୁହାଯାଏ ମିଠାମାନଙ୍କ ରାଜା ହେଉଛି ରସଗୋଲା। ଏହି ରସଗୋଲାର ପରମ୍ପରା ଶ୍ରୀଜଗନ୍ନାଥ...
ଏବେ ବୁଝିଲ ତ – ରସଗୋଲା ଓଡ଼ିଶାର
ନୀଳାମ୍ବର ରଥ
https://www.youtube.com/watch?v=b4pO8b87cCo
ଆଜି ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ପରେ ଜଣେ ଓଡ଼ିଆ ହିସାବରେ ମତେ ଖୁସି ଲାଗୁଛି। ଭାବୁଛି ଆପଣମାନେ ମଧ୍ୟ ମୋ ଭଳି ଗର୍ବ ଅନୁଭବ କରୁଥିବେ।
ରସଗୋଲା ଯୁଦ୍ଧ ସରିଲା।...