ଆଜି ମକର ସଂକ୍ରାନ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ମକର ସଂକ୍ରାନ୍ତି। ଭାରତର ସବୁ ପ୍ରାନ୍ତରେ ଏହାକୁ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ। ଖାସ୍‌ କରି ଏହା ଦକ୍ଷିଣ ଭାରତର ସବୁଠାରୁ ବଡ଼ ପର୍ବ। ଦକ୍ଷିଣଭାରତରେ ଏହାକୁ ପୋଙ୍ଗଲ...

ଅନ୍ତର୍ଜାତୀୟ ଧଉଳି କଳା ମହୋତ୍ସବ ଉଦ୍‌ଯାପିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶାନ୍ତିସ୍ତୁପ ଧଉଳିଠାରେ ଚାଲିଥିବା ଅନ୍ତର୍ଜାତୀୟ ଧଉଳି କଳା ମହୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସଦସ୍ୟ ପ୍ରଶାନ୍ତ ନନ୍ଦ ମୁଖ୍ୟ ଅତିଥି ଭାବେ...

ଯାଆରେ ଉଡ଼ି, ଏ ମୋର ଗୁଡ଼ି…

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରିପୋର୍ଟ - ଜୟ ମହାନ୍ତି, ଫଟୋ - ରଶ୍ମୀରଞ୍ଜନ ମହାପାତ୍ର) କଟକ ଆକାଶରେ ଉଡୁଛି ରଙ୍ଗ ବେରଙ୍ଗର ଗୁଡ଼ି। ‘‘ଉଡ଼ି ଉଡ଼ି ଉଡ଼ି... ଯାଆରେ ଉଡ଼ି… ଏ ମୋର ଗୁଡ଼ି... ଖାଆନା ଖାଆନା ତୁ...

କେମିତି ପ୍ରସ୍ତୁତ କରିବେ ମକର ଚାଉଳ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ହିନ୍ଦୁ ଧର୍ମରେ ବହୁ ଧୁମ୍‌ଧାମ୍‌ରେ ପାଳନ କରାଯାଏ ମକର ସଂକ୍ରାନ୍ତି। ଏହି ପର୍ବର ମୁଖ୍ୟ ଆକର୍ଷଣ ହେଉଛି ମକର ଚାଉଳ। ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ସଠିକ ପ୍ରଣାଳୀ। ସାମଗ୍ରୀ: ନୂଆ ଅରୁଆ...

ବୁଧବାର ପୋଙ୍ଗଲ ଉତ୍ସବ – ଚଳଚଞ୍ଚଳ ଦକ୍ଷିଣ ଓଡ଼ିଶା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାରି ଦିନ ଧରି ପାଳିତ ହୁଏ ପୋଙ୍ଗଲ ଉତ୍ସବ। ତେଲୁଗୁ ସମ୍ପ୍ରଦାୟର ଗଣପର୍ବ ହେଉଛି ପୋଙ୍ଗଲ। ଏଥିପାଇଁ ଚଳଚଞ୍ଚଳ ଦକ୍ଷିଣ ଓଡ଼ିଶା। ପିତୃ ପୁରୁଷମାନଙ୍କୁ ସ୍ମରଣ କରି ତେଲୁଗୁ ସମ୍ପ୍ରଦାୟର ଲୋକମାନେ ଏହି...

ଇନଷ୍ଟାଗ୍ରାମରେ ଫଟୋ ସେୟାର କରନ୍ତୁ, ମାଗଣାରେ ରେସ୍ତୋରାଁରେ ଖାଇବା ଖାଆନ୍ତୁ

ଓଡ଼ିଶାଲାଇଭ୍ ବ୍ୟୁରୋ ରେସ୍ତୋରାଁରେ କିଛି ସମୟ କାମ କରିବା ପରେ ସେଠାରେ ମାଗଣାରେ ଖାଇବାକୁ ମିଳିପାରିବ। ଏପରି ଖବର ଆପଣ କେବେ ନା କେବେ ଶୁଣିଥିବେ। କିନ୍ତୁ ଇନଷ୍ଟାଗ୍ରାମରେ ରେସ୍ତୋରାଁର ଫଟୋ ଅପଲୋଡ କଲେ...

ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ପିଠା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରସ୍ତୁତ କରନ୍ତୁ ସୁଆଦିଆ ପିଠା। ପ୍ରଥମେ ୨୫୦ଗ୍ରାମ୍‌ ଅଟାରେ ୩ଟି କଦଳୀ, ପାନ ମଧୁରୀ ଗୋଟେ ଚାମଚ, ୧୫୦ଗ୍ରାମ୍‌ ଚିନି ପକାଇ ଚକଟିବା। ଏହାକୁ ୩ କପ୍‌ କ୍ଷୀର ଦେଇ ଚକଟିବେ। ମିଶ୍ରଣକୁ...

ପୁରୀରେ କଂସ ମହାରାଜା – ମହୋଦଧିରେ ସ୍ନାନ କରି ମହାପ୍ରଭୁଙ୍କୁ କଲେ ଦର୍ଶନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼ରେ ଦୀର୍ଘ ୧୧ ଦିନର କଂସରାଜ ସମାପ୍ତ ହୋଇଛି। ଭଣଜା ହାତରେ କଂସ ନିଧନ ସହ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶେଷ ହୋଇଛି। ବରଗଡ଼ ଧନୁଯାତ୍ରା ପରେ କଂସ ମହରାଜା...

ବରଗଡ଼ ଧନୁଯାତ୍ରାର ଅନ୍ୟତମ ଆକର୍ଷଣ ହାତୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼: ଧନୁଯାତ୍ରାରେ ନାୟକ କଂସଙ୍କ ରାଜଦରବାରକୁ ରାଜମହଲରୁ ଆସିବା ଓ ଶାସନ ପାଇଁ ନଗର ଭ୍ରମଣ କରିବା ଏକ ପ୍ରମୁଖ ଦୃଶ୍ୟ। ପୌରାଣିକ ଘଟଣାକ୍ରମରେ ଧନୁଯାତ୍ରା ଅଭିନୟ କରାଯାଉଥିବାରୁ ଏଥିପାଇଁ ବହୁ...

ଧନୁଯାତ୍ରା ଓ କଳାକୁଞ୍ଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼: ଧନୁଯାତ୍ରା ଆସିଲେ ବରଗଡ଼ ସହରର ବରିଷ୍ଠ ଲୋକମାନେ ସବୁବେଳେ କଳାକୁଞ୍ଜକୁ ମନେପକାନ୍ତି। କାରଣ ପଚାଶ ଦଶକରୁ ନବେ ଦଶକ ପର୍ଯ୍ୟନ୍ତ ଦୀର୍ଘ ୩୫ ବର୍ଷ ଧରି ଧନୁଯାତ୍ରାର ସବୁଠାରୁ ଆକର୍ଷଣ...