ଆସନ୍ତାକାଲି ହେରାପଞ୍ଚମୀ – ଅଭିମାନରେ ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ବନକଲାଗି ନୀତି ଶେଷ ହେବା ପରେ ଆସନ୍ତାକାଲି ହେରାପଞ୍ଚମୀ ନୀତି ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁଣ୍ଡିଚା ମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପତିମହାପାତ୍ର ଏବଂ...
ବ୍ୟାୟାମ କରୁଛନ୍ତି କି? ଜାଣନ୍ତୁ ଡାଏଟରେ ସାମିଲ୍ କରିବେ କେଉଁ ସବୁ ଖାଦ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବାକୁ ହେଲେ ବ୍ୟାୟାମ ସହ ଖାଦ୍ୟପେୟର ମଧ୍ୟ ସଠିକ୍ ଧ୍ୟାନ ରଖିବାକୁ ହୁଏ। ବର୍ତ୍ତମାନ ବଡିର ଫିଟନେସ ପାଇଁ ଅନେକ ଲୋକ ଜିମ୍ ଯାଉଛନ୍ତି ବା...
ଗୁଣ୍ଡିଚା ମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ହେବ ବନକଲାଗି ନୀତି। ମଧ୍ୟାହ୍ନ ଧୂପ ସରିବା ପରେ ପଛ ଭୋଗ ମଣ୍ଡପରେ ଏହି ଗୁପ୍ତନୀତି କରାଯିବ। ୪ ଘଣ୍ଟା ଧରି ଶ୍ରୀଜୀଉଙ୍କ ଶ୍ରୀମୁଖ ଶିଙ୍ଗାର...
ଘରେ ତିଆରି କରନ୍ତୁ ଫ୍ରେଞ୍ଚ୍ ପଟାଟୋ ଅମଲେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଣ୍ଡା ଖାଇବାକୁ ପ୍ରାୟ ସମସ୍ତେ ଭଲପାଆନ୍ତି। ତେଣୁ ଝଟପଟ ପ୍ରସ୍ତୁତ ହେଉଥିବା ଅଣ୍ଡା ଅମଲେଟ୍ ତିଆରି କରିବା ପାଇଁ ଯେତିକି ସହଜ ସେତିକି ସ୍ୱାଦିଷ୍ଟ ମଧ୍ୟ। ହେଲେ ଆଜି ଆମେ ଆପଣଙ୍କୁ...
କରୋନା କଟକଣା ଭିତରେ ବାହାରିନରେ ରଥଯାତ୍ରା ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତବର୍ଷ କରୋନା କଟକଣା ମଧ୍ୟରେ ବାହାରିନରେ ଓଡ଼ିଆ ସମାଜ ପକ୍ଷରୁ ରଥଯାତ୍ରା ପାଳିତ ହୋଇଛି। ପ୍ରତିବର୍ଷ ମାନାମାସ୍ଥିତ ଶ୍ରୀକୃଷ୍ଣ ମନ୍ଦିର ପରିସରରେ ୫୦୦୦ରୁ ଅଧିକ ଭକ୍ତ ପବିତ୍ର ରଥ ଦଉଡ଼ି ଟାଣି...
ପୁରୀରେ ଭକ୍ତ ଶୂନ୍ୟ ରଥଯାତ୍ରା ପାଇଁ ଶ୍ରେୟ କାହାର? ବିଜେପି ଜପୁଛି ମୋଦୀ, ଶାହଙ୍କ ନାଁ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ସୋସିଆଲ ମିଡିଆରେ ରଥଯାତ୍ରାକୁ ନେଇ ବିଜେପି କରୁଛି କ୍ୟାମ୍ପେନ। ମୋଦୀ, ଶାହଙ୍କୁ ପ୍ରଶଂସା। ରାଜ୍ୟ ସରକାରଙ୍କୁ ସମାଲୋଚନା।
ପବିତ୍ର ଶ୍ରୀଗୁଣ୍ଡିଚାରେ ନୂଆ ଇତିହାସ ସୃଷ୍ଟି କରିଛି ଓଡ଼ିଶା। ଭକ୍ତ ଶୂନ୍ୟ ବଡ଼ଦାଣ୍ଡରେ...
ଆଡ଼ପ ମଣ୍ଡପ ବିଜେ ଆରମ୍ଭ – ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆରମ୍ଭ ହେଲା ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ। ଗୋଟି ପହଣ୍ଡି କରି ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କ ଗୋଟି ପହଣ୍ଡି ଆରମ୍ଭ ହୋଇଛି। ପରେ ୩ ଠାକୁର...
ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଗି ସ୍ପ୍ରିଙ୍ଗ୍ ରୋଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପିଲାମାନଙ୍କୁ ସବୁବେଳେ ବାହାରର ଭଳିକି ଭଳି ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଭଲ ଲାଗେ। ତେବେ ଲକଡାଉନରେ ଯଦି ପିଲାମାନେ ବାହାର ଜିନିଷ ଖାଇବାକୁ ଜିଦ୍ ଧରି ବସନ୍ତି ତେବେ ଆପଣ ଘରେ...
ଖାଦ୍ୟରେ ସାମିଲ୍ କରନ୍ତୁ ବତକ ଅଣ୍ଡା, ଜାଣନ୍ତୁ କେତେ ଲାଭଦାୟୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଣ୍ଡା ହେଉଛି ଏକ ଖାଦ୍ୟ ଯାହାକୁ ଅଧିକାଂଶ ଲୋକ ଖାଇବାକୁ ଭଲ ପାଇଥାନ୍ତି। ସ୍ୱାଦ ସହ ଝଟପଟ ପ୍ରସ୍ତୁତ ହେଇପାରୁଥିବାରୁ ପ୍ରାୟ ସମସ୍ତଙ୍କର ପ୍ରିୟ ଅଣ୍ଡା। ଏଥିରେ ପୋଷଣ ମଧ୍ୟ ଅଧିକ...
ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ଗଡ଼ିଲାନି ବ୍ରହ୍ମ ତାଳଧ୍ୱଜ ରଥ, ବିଧି ରକ୍ଷା ପାଇଁ ପ୍ରତୀକ ରଥଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ୩୦୦ ବର୍ଷର ପରମ୍ପରା ଭାଙ୍ଗିଛି। କରୋନା କଟକଣା ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଟକିଗଲା ବ୍ରହ୍ମ ତାଳଧ୍ୱଜ ରଥ। କେବଳ ବିଧି ରକ୍ଷା ପାଇଁ ମନ୍ଦିର ପରିସରରେ ପ୍ରତୀକାତ୍ମକ...





















