ଡିସେମ୍ବର ୧ରୁ କୋଣାର୍କ ଉତ୍ସବ ୨୦୧୯ : ଯୋଗଦେବେ ୬ଟି ଦେଶର ବାଲୁକାଶିଳ୍ପୀ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଣାର୍କ ମୁକ୍ତାକାଶ ମଞ୍ଚରେ ୫ ଦିନ ଧରି ଚାଲିବ ଏହି ଉତ୍ସବ ଅଂଶଗ୍ରହଣ କରିବେ ୫ ଦେଶର ବାଲୁକାଶିଳ୍ପୀ ପରିବେଷଣ ହେବ ଓଡ଼ିଶୀ, କଥକ, କୁଚିପୁଡ଼ି ଓ ଭାରତନାଟ୍ୟମ ଡିସେମ୍ବର ୧ରୁ...

ଆଜି ଅପରାହ୍ଣ ୪ରୁ ରାତି ୮ ଯାଏଁ ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ପଇତା ଲାଗି ସେବା ଅନୁଷ୍ଠିତ ହେବ। ଏହି ଗୁପ୍ତ ସେବା ଲାଗି ମହାପ୍ରଭୁଙ୍କ ଦର୍ଶନ ୪ ଘଣ୍ଟା ଧରି ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅପରାହ୍‌ଣ...

ବାଲିଯାତ୍ରା ଲାଗି କଟକରେ ଖଚାଖଚ୍‌ ଭିଡ଼, ରାସ୍ତାରେ ଫସି ରହିଲେ ଲୋକେ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ : ବାଲିଯାତ୍ରା ଲାଗି କଟକରେ ଖଚାଖଚ୍ ଭିଡ଼। ସକାଳୁ ବିଳମ୍ବିତ ରାତି ଯାଏଁ ଜୋରଦାର ଗହଳିଚହଳି। ସମ୍ପ୍ରସାରିତ ହୋଇଥିବା ପଡ଼ିଆ ବି ପୂରିଉଠୁଥିଲା। ଗତ ଦୁଇଦିନ ଧରି ହାତ ବାନ୍ଧି...

ଏଣିକି ଦେବୋତ୍ତର ବିଭାଗ ଅଧିନରେ ରହିବ ନାହିଁ ପୁରୀ ଗୋବର୍ଦ୍ଧନ ମଠ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାର ବିଧାନସଭାରେ ଓଡ଼ିଶା ହିନ୍ଦୁ ଦେବୋତ୍ତର ସଂଶୋଧନ ବିଲ୍‌-୨୦୧୯ ପାରିତ କରିଛନ୍ତି। ଏହି ବିଲ୍‌ ପାସ୍‌ ହେବା ଫଳରେ ପୁରୀ ଗୋବର୍ଦ୍ଧନ ମଠ ଦେବୋତ୍ତର ବିଭାଗର ନିୟନ୍ତ୍ରଣରୁ ମୁକ୍ତ ହୋଇଛି।...

ଜାଣନ୍ତୁ, କେମିତି ପ୍ରସ୍ତୁତ କରିବେ ବାଇଗଣ ମସଲା

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତି ଘରେ ବାଇଗଣ ମସଲା କରାଯାଇଥାଏ। କିନ୍ତୁ ପ୍ରାୟ ଲୋକ ଜାଣି ନଥିବେ, ଏହାକୁ କପରି ଅଧିକ ସ୍ୱାଦିଷ୍ଟ କରିହେବ। ତେବେ ଜାଣନ୍ତୁ, କେମିତି ପ୍ରସ୍ତୁତ କରିବେ ବାଇଗଣ ମସଲା। ଆବଶ୍ୟକୀୟ ସାମଗ୍ରୀ ...

କବି ହେବାର ବାସନା

ଜଗନ୍ନାଥ ପ୍ରସାଦ ଦାସ ରାଧାମୋହନ ଗଡ଼ନାୟକଙ୍କର ଗୋଟିଏ କବିତାର ଆରମ୍ଭ ହେଲା, କବି ହେବା ପାଇଁ ବାସନା ମୋର, ପ୍ରବଳ ଭାରିରେ ପ୍ରବଳ ଭାରି। କବି ହେବାର ଇଚ୍ଛା କେବଳ ସାଧାରଣ ଲୋକଙ୍କ ଭିତରେ...

ଲୋକକଳା ମାଧ୍ୟମରେ ଦାଦନ ଶ୍ରମିକଙ୍କୁ କରାଯିବ ସଚେତନ – ମନରେଗା ଯୋଜନାରେ ମିଳିବ କାମ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲାଙ୍ଗିର, ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଥିବା ଦାଦନ ଶ୍ରମିକଙ୍କୁ ସଚେତନ କରାଇବା ପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ଦାଦନ ଶ୍ରମିକମାନଙ୍କୁ ମନରେଗା...

ଜାଣନ୍ତୁ କେଉଁ ଦେଶରୁ ଜିଲାପିର ଉତ୍ପତ୍ତି?

ଓଡ଼ିଶାଲାଇଭ୍ ବ୍ୟୁରୋ ମିଠା ଖାଉଥିବା ଲୋକମାନଙ୍କ ପାଇଁ ଜିଲାପି ଗୋଟିଏ ସ୍ୱାଦିଷ୍ଟ ମିଷ୍ଠାନ। ଭାରତର ଅଧିକାଂଶ ରାଜ୍ୟରେ ଜିଲାପି ବିକ୍ରି ହେଉଥିବା ଦେଖିବାକୁ ମିଳିଥାଏ। ଜିଲାପି ଖାଇବାକୁ ମଧ୍ୟ ଭାରତୀୟମାନଙ୍କ ପାଖରେ ପ୍ରବଳ ଆଗ୍ରହ...

ବାଲିଯାତ୍ରାରେ ‘ବିଟେକ୍ ବିରିୟାନି’ ଷ୍ଟଲ୍‌ରେ ପ୍ରବଳ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଇଞ୍ଜିନିୟରିଂ ଛାତ୍ରଙ୍କ ନିଆରା ପ୍ରୟାସ - ‘ବିଟେକ୍‌ ବିରିୟାନି’ ଷ୍ଟଲ। ଖାଇବାକୁ ଯେତିକି ଭିଡ଼, ଦେଖିବାକୁ ସେତିକି ଭିଡ଼। କଟକ ବାଲିଯାତ୍ରାରେ ‘ବିଟେକ୍‌ ବିରିୟାନି’ ଲୋକଙ୍କ ପସନ୍ଦ ପାଲଟିଛି। ଏ ସମ୍ପର୍କରେ ପ୍ରୋପାଇଟରଙ୍କୁ...

ଘରେ ପ୍ରସ୍ତୁତ କରନ୍ତୁ ରେସ୍ତୋରାଁ ଷ୍ଟାଇଲ୍‌ ଚିଲି ଚିକେନ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଚିଲି ଚିକେନ୍‌ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ତେବେ, ଘରେ ହିଁ ପ୍ରସ୍ତୁତ କରନ୍ତୁ ଚିଲି ଚିକେନ୍‌। ଆବଶ୍ୟକୀୟ ସାମଗ୍ରୀ ୨୫୦ ଗ୍ରାମ୍‌ ବୋନ୍‌ଲେସ୍‌ ଚିକେନ୍‌ ଦେଢ଼ ଚାମଚ ଚିଲି ସସ୍‌ ...