ଆଜି ପବିତ୍ର ଶ୍ରୀରାମ ନବମୀ, ଉତ୍ସବମୁଖର ଗାଁରୁ ସହର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ଶ୍ରୀରାମ ନବମୀ। ଉତ୍ସବମୁଖର ହୋଇଛି ଗାଁରୁ ସହର। ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳିତ ହେଉଛି ଏହି ପର୍ବ। ରାମ ଧ୍ୱନୀରେ କମ୍ପୁଛି ସବୁ ପୀଠ ଓ ମନ୍ଦିର। ଅଯୋଧ୍ୟା...

ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ଉତ୍ସବମୁଖର ଏକାମ୍ରକ୍ଷେତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ଅଶୋକାଷ୍ଟମୀ ଅବସରରେ ଅନୁଷ୍ଠିତ ହେଉଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିଲାଗି ଉତ୍ସବମୁଖର ଏକାମ୍ରକ୍ଷେତ୍ର ଭୁବନେଶ୍ଵର। ରଥ ପ୍ରସ୍ତୁତ, ରଥ ପଥ ବି ପ୍ରସ୍ତୁତ ଏବଂ ରୁକୁଣା ରଥ ଟାଣିବାକୁ...

ନୟାଗଡ଼ ଜିଲ୍ଲାର ପୁରପଲ୍ଲୀରେ ପାଳିତ ହେଲା ପବିତ୍ର ଦଣ୍ଡ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ):  ନିଷ୍ଠା, ଭକ୍ତି ଓ ବିଶ୍ୱାସର ସହିତ ନୟାଗଡ଼ ଜିଲ୍ଲାର ପୁରପଲ୍ଲୀରେ ପାଳିତ ହୋଇଯାଇଛି ପବିତ୍ର ଦଣ୍ଡ ଯାତ୍ରା। ହଜାର ହଜାର ସଂଖ୍ୟାରେ ଦଣ୍ଡ ଉପାସକ ଏହି ପବିତ୍ର ବ୍ରତ ପାଳନ...

ଆଜି ପଣା ସଂକ୍ରାନ୍ତି, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ନବ ବର୍ଷ ଭାବରେ ପାଳନ କରାଯାଏ। ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ। ଓଡ଼ିଶା ତଥା ଦେଶ...

ଜାଣନ୍ତୁ ଭୁବନେଶ୍ୱର ସହର ଓ ଏଠାରେ ଖାଦ୍ୟ ସଂସ୍କୃତିର ବିକାଶର କିଛି ରୋଚକ କଥା   

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=qP1Mi0uK388&t=366s ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ପାଳନ କରୁଛି ନିଜର ୭୬ତମ ପ୍ରତିଷ୍ଠା ଦିବସ। ଏହି ସମୟ ମଧ୍ୟରେ ସହରର ରୂପ ଆଜି ସମ୍ପୂର୍ଣ୍ଣ ବଦଳି ଯାଇଛି। ଐତିହ୍ୟ, କୀର୍ତ୍ତିରାଜି, ମନ୍ଦିର, ସ୍ଥାପତ୍ୟରେ ଭରପୂର...

ଆଃ..କି ସୁଆଦ ଆମ ଛେନାପୋଡ଼!

ନିଶିକାନ୍ତ ରଥ https://www.youtube.com/watch?v=YPPjfO_KcXw ଆଜି ବିଶ୍ଵ ଛେନାପୋଡ଼ ଦିବସ। ବିଶ୍ଵକୁ ଓଡ଼ିଶାର ସଂସ୍କୃତି ଏବଂ ଖାଦ୍ୟ ପରମ୍ପରାର ବାର୍ତ୍ତା ଦେଉଛି ନୟାଗଡ଼ର ଏହି ପ୍ରସିଦ୍ଧ ମିଠା।  ଦଶପଲ୍ଲାର ସାତପଟଣାରେ ନୟାଗଡ଼ ଛେନାପୋଡ଼ର ଜନ୍ମ  ଆକସ୍ମିକ ଭାବେ ତିଆରି ହୋଇଥିଲା ଏହି ସୁଆଦିଆ ମିଠା ଏବେ ବି ରାଜ୍ୟ ବାହାରକୁ ନୟାଗଡ଼ରୁ ରପ୍ତାନି ହେଉଛି ଛେନାପୋଡ଼ ଜିଆଇ ଟ୍ୟାଗ୍‌ ପାଇଁ ହୋଇଛି ଆବେଦନ “ଆସ କିଏ ଖାଇବ ହୋ ଆମ ରାଜା...

ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି, ବୁଧବାର ଦିନ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ...

ଆମେରିକାର ଫ୍ଲୋରିଡ଼ାରେ ପାଳନ ହେଲା ‘ଉତ୍କଳ ଉତ୍ସବ’

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ଫ୍ଲୋରିଡ଼ା ରାଜ୍ୟରେ ପାଳନ ହେଲା ‘ଉତ୍କଳ ଉତ୍ସବ’। ବିଦେଶ ମାଟିରେ ଶୁଭିଲା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ। ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ‘ଫ୍ଲୋରିଆ’ ତରଫରୁ ଫ୍ଲୋରିଡ଼ା ରାଜ୍ୟର ଟାମ୍ପା ସହରରେ ପାଳନ...

କାହିଁକି ହୁଏ ମହିଳାଙ୍କର ହ୍ୱାଇଟ୍‌ ଡିସ୍‌ଚାର୍ଜ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=spwkKoZBMmg ଆଜି ହେଉଛି ବିଶ୍ଵ ସ୍ଵାସ୍ଥ୍ୟ ଦିବସ- ୨୦୨୪। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍‌, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ...

ନୟାଗଡ଼: କଣ୍ଟିଲୋରେ ଶ୍ରୀନୀଳମାଧବ ଜୀଉଙ୍କ ମହାବାରୁଣୀ ସ୍ନାନ ଯାତ୍ରା, ବୁଡ଼ ପକାଇଲେ ଲକ୍ଷାଧିକ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲାର କଣ୍ଟିଲୋରେ ଶ୍ରୀଜଗନ୍ନାଥ ସଂସ୍କୃତିର ଆଦି ଦେବତା ଶ୍ରୀନୀଳମାଧବ ଜୀଉଙ୍କ ମହାବାରୁଣୀ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଛି। ଶନିବାର ସକାଳ ୯ଟା ୩୦ରେ ଏଠାରେ ଶ୍ରୀନୀଳମାଧବଙ୍କ ମହାବାରୁଣୀ ସ୍ନାନ ନୀତି...