ଓସା ପକ୍ଷରୁ ଯୁକ୍ତରାଷ୍ଟ୍ର ଆମେରିକାରେ ପାଳନ ହେଲା ଉତ୍କଳ ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁଦୂର ଆମେରିକାରେ ପାଳନ ହେଲା ଉତ୍କଳ ଦିବସ। ଓଡ଼ିଶା ସୋସାଇଟି ଅଫ ଆମେରିକା (ଓସା) ପକ୍ଷରୁ ଡିଜିଟାଲ୍ ମାଧ୍ୟମରେ ଉତ୍କଳ ଦିବସକୁ ବେଶ୍ ଆଡମ୍ବର ସହକାରେ ପାଳନ କରାଯାଇଛି।
ଓଡ଼ିଆ ସୋସାଇଟ୍ ଅଫ୍...
ଓଡ଼ିଆ ଭାଷା – “ବାକଶକ୍ତି ଓ ଭାଷା”
ବିଜୟମୋହନ ମିଶ୍ର
‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର...
‘ମା’ ମା’ ବୋଲି କେତେ ମୁଁ ଡାକିଲି’ – ଡିଜିଟାଲ୍ ମିଡିଆରେ ଓଡ଼ିଆଙ୍କ ମନ ଭିଜାଉଛି ମଧୁବାବୁଙ୍କ କବିତା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=Jq66SMtS8qk]
ଆଜି ଉତ୍କଳ ଦିବସ। ମନେପଡ଼ନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ।
ମାଆ ମାଆ ବୋଲି କେତେ ମୁଁ ଖୋଜିଲି, ମାଆକୁ ପାଇଲି ନାହିଁ
ଭାଇ ଭାଇ ବୋଲି କେତେ ମୁଁ ଡାକିଲି, ନଦେଲେ ଉତ୍ତର କେହି...
ମଧୁବାବୁଙ୍କ...
ଓଡ଼ିଆ ଜାତିପ୍ରାଣର ସ୍ପନ୍ଦନ ମଧୁବାବୁଙ୍କ ଜୀବନାଦର୍ଶ ଆମର ପରବର୍ତ୍ତୀ ପିଢ଼ି ପାଇଁ ଏକ ବଡ଼ ପ୍ରେରଣା
ନୀଳାମ୍ବର ରଥ
ଆଜି ଉତ୍କଳ ଦିବସ। ମନେପଡ଼ନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ।
“ବୀର ପ୍ରସବିନୀ କୋଟି ସୁତମାତା/ପାଇବ କି ଦରଶନ/ମୋ ଭଳି ନିର୍ଗୁଣ ଧନ ମାନହୀନ/ସନ୍ତାନ କଲେ ରୋଦନ”। କେବଳ ସନ୍ତାନ ରୋଦନ କଲେ...
କରୋନା କଟକଣାରେ ଫିକା ପଡ଼ିଲାଣି ବିବାହ ଉତ୍ସବ – ଚିନ୍ତାରେ ଟେଣ୍ଟ ହାଉସ ବ୍ୟବସାୟୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା କଟକଣା ପାଇଁ ପୁଣି ମାନ୍ଦାରେ ପଡ଼ିଥିବା ବିବାହ ଉତ୍ସବକୁ ନେଇ ଏବେ ଆୟୋଜକମାନେ ଚିନ୍ତାରେ ପଡ଼ିଯାଇଛନ୍ତି।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣିଥରେ ଉପରମୁହାଁ ହୋଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର...
ଧର୍ମର ନଗରୀ କାଶୀ – ଏଠି ଅବିର ନୁହେଁ ଚିତା ଭସ୍ମରେ ଖେଳାଯାଏ ହୋଲି
ଓଡ଼ିଶାଲାଇଭ୍ ବ୍ୟୁରୋ
ରଙ୍ଗର ପସରା ନେଇ ଆସିଛି ହୋଲି। ପବିତ୍ର ପରମ୍ପରା ହୋଲିକୁ ନେଇ ପ୍ରତିବର୍ଷ ଉତ୍ସବ ମୁଖର ହୋଇଥାଏ ସାରା ଦେଶ। କିନ୍ତୁ ଧର୍ମର ନଗରୀ କାଶୀରେ ଏହି ହୋଲିର ପର୍ବକୁ ଭିନ୍ନ...
ଆଜି ପଖାଳ ଦିବସ – ପଖାଳର ମଜାନେଲେ ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଖାଳ ସହିତ ଓଡ଼ିଶା ଏବଂ ଓଡ଼ିଆଙ୍କ ସମ୍ପର୍କ ଅତି ନିବିଡ଼। ଓଡ଼ିଆ ପରମ୍ପରା ସହ ପଖାଳ ଯୋଡ଼ି ହୋଇ ରହିଛି।
ଓଡ଼ିଆ ଲୋକଙ୍କ ଜୀବନଶୈଳୀରେ ପଖାଳ କେବଳ ନିତିଦିନିଆ ଖାଦ୍ୟ ନୁହେଁ, ଏହା ଓଡ଼ିଆଙ୍କ ପରିଚୟ। ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି...
ଭୁବନେଶ୍ୱରରେ ମାର୍ଚ୍ଚ ୧୫ରୁ ‘କୃଷି ଓଡ଼ିଶା-୨୦୨୧’, ଏଥରର ମାସ୍କଟ୍ ‘ପାଳଛତୁ’
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=UlkfGlKbo7w]
ମାର୍ଚ୍ଚ ୧୫ରୁ ୧୯ ପର୍ଯ୍ୟନ୍ତ ଚାଲିବ ‘କୃଷି ଓଡ଼ିଶା ୨୦୨୧’
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଉଦଘାଟନ
ମାସ୍କଟ 'ପାଳଛତୁ' ଉଦଘାଟିତ
ଏ ବର୍ଷର ଥିମ୍ ‘ସମନ୍ୱିତ ଚାଷ : ଚାଷୀଙ୍କ ବିକାଶ ’
କୃଷି ଓଡ଼ିଶାରେ...
ବଜାରକୁ ଆସିଲା ‘ଏହା’ ବ୍ରାଣ୍ଡର ଆପଲ୍ ଡ୍ରିଙ୍କ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବଜାରରେ ପ୍ରବେଶ କରିଛି ‘ଏହା’ ବ୍ରାଣ୍ଡର ନୂଆ ପ୍ରଡକ୍ଟ ‘ଆପଲ୍ ଡ୍ରିଙ୍କ୍’। ରାଜ୍ୟର ଅଗ୍ରଣୀ ମୃଦୁ ପାନୀୟ କମ୍ପାନି 'ଆଗ୍ରି ଲିଙ୍କ୍ ଫୁଡ୍ ପ୍ରୋସେସିଂ ପ୍ରାଇଭେଟ୍ ଲିମିଟେଡ୍' ପକ୍ଷରୁ ଏହା...
ଏକାମ୍ର କ୍ଷେତ୍ରରେ ବାଇ-ଲ’ ପ୍ରତ୍ୟାହାର ଓ ‘ନିଖୋଜ ପୋଷ୍ଟର’କୁ ନେଇ ମୁହଁ ଖୋଲିଲେ ସାଂସଦ ଅପରାଜିତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏକାମ୍ର କ୍ଷେତ୍ରରେ ବାଇ-ଲ’ ପ୍ରତ୍ୟାହାର ଦାବି ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖା ଦେବାପରେ ଶେଷରେ ମୁହଁ ଖୋଲିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସାଂସଦ ଭୁବନେଶ୍ୱରରେ ପହଞ୍ଚିବାପରେ ଏକ ସାମ୍ବାଦିକ...