ଭୁବନେଶ୍ଵରରେ ଅନୁଷ୍ଠିତ ହେଲା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଆରମ୍ଭ ହୋଇଛି। ଗୁରୁବାର ଦିନ ଏହି ବୈଠକରେ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଥିଲା। ଏଥିରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ପ୍ରାଥମିକତା ପ୍ରସଙ୍ଗ ଉପରେ ଅଲୋଚନା...
ଓଡ଼ିଶାରେ ପିଜି ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷାର ବାହାରିଲା ବିଜ୍ଞପ୍ତି, ମେ’ ୧ରୁ ଆବେଦନ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ପିଜି ପାଠପଢ଼ାକୁ ନେଇ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ଏଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକକ ପ୍ରବେଶିକା ପରୀକ୍ଷା (ସିପେଟ୍)...
ଖରା ଛୁଟି: ଜୁନ୍ ୧୬ ଯାଏଁ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସରକାର ଶୁକ୍ରବାରଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି। ଏହି ସମୟରେ ସବୁ ସ୍କୁଲରେ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ପାଠପଢ଼ା ବନ୍ଦ...
ସରିଲା ମାଟ୍ରିକ୍ ପରୀକ୍ଷା ଖାତାଦେଖା, ମେ’ ଶେଷ ସୁଦ୍ଧା ବାହାରିବ ରେଜଲ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୩ ବର୍ଷ ପାଇଁ ମାଟ୍ରିକ୍ ପରୀକ୍ଷା ଖାତାଦେଖା ଶେଷ ହୋଇଛି। ଏବେ ମେ’ ମାସ ଶେଷ ଭାଗକୁ ରେଜଲ୍ଟ ପ୍ରକାଶ ପାଇବାର ସମ୍ଭାବନା ରହିଛି। ଏନେଇ ସୋମବାର ସୂଚନା ଦେଇଛନ୍ତି ଓଡ଼ିଶା...
ରାଜ୍ୟରେ ୫ ଦିନ ଛୁଟି ପରେ ଆଜିଠୁ ପୁଣି ଆରମ୍ଭ ହେଲା ସକାଳୁଆ ସ୍କୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ସୋମବାରଠାରୁ ପୁଣିଥରେ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୫ ଦିନ ବନ୍ଦ ରହିବାପରେ ସ୍କୁଲଗୁଡ଼ିକରେ ପାଠପଢ଼ା ଆରମ୍ଭ ହୋଇଛି। ଏବେ ସ୍କୁଲଗୁଡ଼ିକ ସକାଳ ୬ଟା...
ଏସସିଇଆରଟି ପକ୍ଷରୁ ପ୍ରାଥମିକ ଶିକ୍ଷାରେ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ସୁଯୋଗ, ଆବେଦନର ଶେଷ ତାରିଖ ଏପ୍ରିଲ ୩୦
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସସିଇଆରଟି) ପକ୍ଷରୁ ପ୍ରାଥମିକ ଶିକ୍ଷାରେ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଡିପ୍ଲୋମା ଦ୍ଵାରା ପ୍ରାର୍ଥୀମାନେ ଓଡ଼ିଶାରେ ପ୍ରାଥମିକ...
‘ଇତିହାସ’କୁ ନେଇ ରାଜନୀତି: ସରକାର ବଦଳିଲେ ବଦଳେ ବହି!
ଓଡ଼ିଶାଲାଇଭ୍ ବ୍ୟୁରୋ
ଇତିହାସ ବଦଳେ ନି, କିନ୍ତୁ ରାଜନୀତି ପାଇଁ ବଦଳିଯାଏ ଇତିହାସ ବହି।
ପାଠକୁ ନେଇ ବି ଆରମ୍ଭ ହୁଏ ରାଜନୀତି। ଖାସ କରି ଇତିହାସକୁ ନେଇ। ଇତିହାସ ବଦଳେ ନି, କିନ୍ତୁ ରାଜନୀତି...
ଓଡ଼ିଆ ସାହିତ୍ୟ ଟୁଙ୍ଗି ପକ୍ଷରୁ ‘ଓଡ଼ିଆ ପିଲାଙ୍କ ସାହିତ୍ୟ ଓ ଶିଶୁବୋଧ’ ଉପରେ ସ୍ୱତନ୍ତ୍ର ୱେବିନାର୍
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୈଜୟନ୍ତୀ ମାଳା ମହାପାତ୍ର): ଓଡ଼ିଆ ସାହିତ୍ୟ ଟୁଙ୍ଗି ପକ୍ଷରୁ ରବିବାର ଦିନ ଏକ ସ୍ୱତନ୍ତ୍ର ୱେବିନାର୍ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ‘ଓଡ଼ିଆ ପିଲାଙ୍କ ସାହିତ୍ୟ ଓ ଶିଶୁବୋଧ’ ଶୀର୍ଷକ ଉପରେ...
ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ। ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଆଜି ସକାଳୁ ସ୍କୁଲ ଯାଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ...
ମଙ୍ଗଳବାରରୁ ଓଡ଼ିଶାର ସବୁ ସ୍କୁଲରେ ସକାଳୁଆ ପାଠପଢ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାରଠାରୁ ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ସକାଳୁଆ ପାଠପଢ଼ା ଆରମ୍ଭ ହେବ। ଏନେଇ ରାଜ୍ୟ...





















