ସ୍କୁଲ ରୂପାନ୍ତରଣର ଦ୍ଵିତୀୟ ପର୍ଯ୍ୟାୟର ଦ୍ଵିତୀୟ ଦିନରେ ୫ଟି ଜିଲ୍ଲାର ୫୩୧ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ତା’ ସହିତ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇଛି। ପାଠ ସହ ଖେଳ ଆଦି କ୍ରିଏଟିଭ୍ ଟାଲେଣ୍ଟର...

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର କାର୍ତ୍ତିକ ପାଣିଗ୍ରାହୀ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ଦ୍ଵାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ୨୦୨୧ର ଫଳାଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଓଡ଼ିଆ ପୁଅ କାର୍ତ୍ତିକ ପାଣିଗ୍ରାହୀ ସଫଳତା ହାସଲ କରିଛନ୍ତି। ଚଳିତ ଥର...

ଜୁନ ୨ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଜୁନ ୨ ତାରିଖରୁ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ। ରାଜ୍ୟର ମୋଟ ୬୪ଟି କେନ୍ଦ୍ରରେ ଅଫଲାଇନ ଏବଂ ୩୭ଟି କେନ୍ଦ୍ରରେ ଅନଲାଇନ ମୂଲ୍ୟାୟନ କରାଯିବ ବୋଲି...

ଏବେ ସ୍କୁଲରେ ଦିଆଯିବ ଅଲିମ୍ପିକ୍ସ ଶିକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍କୁଲ ସ୍ତରରୁ ଆରମ୍ଭ ହେବ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି। ଛାତ୍ରଛାତ୍ରୀଙ୍କୁ ମାନସିକ ଭାବେ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ଅଲିମ୍ପିକ୍ସ ସମ୍ପର୍କିତ ଶିକ୍ଷା କାର୍ଯ୍ୟକ୍ରମ। ମଙ୍ଗଳବାର ଏହି ଯୋଜନାର...

ଆରମ୍ଭ ହେଲା ମାଟ୍ରିକ ଖାତା ମୂଲ୍ୟାୟନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ଖାତା ମୂଲ୍ୟାୟନ। ମାଟ୍ରିକ ସହିତ ଏସଓଏସ ଏବଂ ମଧ୍ୟମା ପରୀକ୍ଷାର ଖାତା ମଧ୍ୟ ମୂଲ୍ୟାୟନ ହେବ। ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା...

ଘୁଞ୍ଚିଲା ଦ୍ଵାଦଶ ବୋର୍ଡ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୩୧ ତାରିଖରେ ହେବାକୁ ଥିବା ଦ୍ଵାଦଶ ବୋର୍ଡର ଶେଷ ପରୀକ୍ଷା ଘୁଞ୍ଚିଛି। ମେ’ ୩୧ ତାରିଖରେ ହେବାକୁ...

ଏଆଇପିଏଚ୍ ବିଶ୍ଵବିଦ୍ୟାଳୟରେ ଫିନଲାଣ୍ଡ ଦୂତାବାସ ପକ୍ଷରୁ ଟ୍ୟାଲେଣ୍ଟ ବୁଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରସ୍ଥିତ ଏଆଇପିଏଚ୍ ବିଶ୍ଵବିଦ୍ୟାଳୟଠାରେ ଶୁକ୍ରବାର ଦିନ ନୂଆଦିଲ୍ଲୀସ୍ଥିତ ଫିନଲାଣ୍ଡ ଦୂତାବାସ ପକ୍ଷରୁ ଏକ ଟ୍ୟାଲେଣ୍ଟ ବୁଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଫିନଲାଣ୍ଡରେ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଚ୍ଚଶିକ୍ଷା, ଗବେଷଣା ଏବଂ ନିଯୁକ୍ତି...

ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ବିଜ୍ଞାନ ମେଳା

ଓଡ଼ିଶାଲାଇଭ୍ ବ୍ୟୁରୋ ସିଏସ୍ଆଇଆର୍-ଆଇଏମ୍ଏମ୍‌ଟିରେ ମେ’ ୧୧ ତାରିଖରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ପ୍ରତିଯୋଗିତା ‘ବିଜ୍ଞାନ ମେଳା’ ଆୟୋଜିତ ହୋଇଥିଲା। ସିଏସ୍ଆଇଆର୍-ଆଇଏମ୍ଏମ୍‌ଟିର ନିର୍ଦ୍ଦେଶକ ପ୍ରଫେସର...

ସୁନ୍ଦରଗଡ଼: ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଓ ତାଲିମ

ଓଡ଼ିଶାଲାଇଭ୍ ବ୍ୟୁରୋ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକର ସବୁ ବର୍ଗର ପ୍ରାର୍ଥୀଙ୍କୁ ଅଗ୍ରାଧିକାର ସମସ୍ତ ୧୭ଟି ବ୍ଲକର ଏସସି/ଏସଟି ପ୍ରାର୍ଥୀଙ୍କୁ ମଧ୍ୟ ସୁଯୋଗ ଜିଲ୍ଲା ଖଣିଜ ପ୍ରତିଷ୍ଠାନର...

ଓଡ଼ିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ଵବିଦ୍ୟାଳୟର ନବକଳେବର ହେବ

ଓଡ଼ିଶାଲାଇଭ୍ ବ୍ୟୁରୋ ବୈଷୟିକ ଶିକ୍ଷା କ୍ଷେତ୍ରର ହେବ ରୂପାନ୍ତର ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ୩ ବର୍ଷରେ ଖର୍ଚ୍ଚ ହେବ ୧,୫୦୦ କୋଟି ଟଙ୍କା ଆଗାମୀ ୫ ବର୍ଷରେ ୧୦ ହଜାର ବିଦ୍ୟାର୍ଥୀଙ୍କୁ...