ରାଜ୍ୟରେ ଜୁନ୍ ପହିଲାରୁ କଲେଜ, ବିଶ୍ଵବିଦ୍ୟାଳୟରେ ଆରମ୍ଭ ହେବ ଅନଲାଇନ୍ ପାଠପଢ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁନ୍ ପହିଲାରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ଵବିଦ୍ୟାଳୟ ଓ ସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜଗୁଡ଼ିକରେ ଅନଲାଇନ୍ କ୍ଲାସ୍ ଆରମ୍ଭ ହେବ। ଏନେଇ ଶନିବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ...
ପ୍ରଥମ ବିଫଳତାରୁ ପାଇଥିଲି ସଫଳ ଷ୍ଟାର୍ଟଅପ୍ର ସୂତ୍ର – ଅମୀୟ ସାମନ୍ତରାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=UdPfYdDq6Ts]
ଯୁବ ଓଡ଼ିଆ ଉଦ୍ୟୋଗୀ ଅମୀୟ ସାମନ୍ତରାୟ। ଓଡ଼ିଶାର ଜଣେ ସଫଳ ଷ୍ଟାର୍ଟଅପ୍ ତାରକା। ନୟାଗଡ଼ର ଏକ ଛୋଟ ଗାଁ ବାସୁଦିଆରୁ ଏବେ ସେ ଷ୍ଟାର୍ଟଅପ୍ କମ୍ପାନି ‘ଫିନିକ୍ସ ରୋବୋଟିକ୍ସ’ର ପ୍ରତିଷ୍ଠାତା...
ଅକ୍ଟୋବର ୧୦କୁ ଘୁଞ୍ଚିଲା ସିଭିଲ୍ ସର୍ଭିସ ପ୍ରିଲିମ୍ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅକ୍ଟୋବର ୧୦କୁ ଘୁଞ୍ଚିଲା ସିଭିଲ୍ ସର୍ଭିସ୍ ପ୍ରିଲିମ୍ ପରୀକ୍ଷା। ଦେଶରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିସନ (ୟୁପିଏସ୍ସି) ପକ୍ଷରୁ ଏହି ନିଷ୍ପତ୍ତି...
ରେଡିଓ ଚକଲେଟ୍ରେ ‘ଷ୍ଟାର୍ଟଅପ୍ ଷ୍ଟୋରି’ – ମେ’ ୯ରେ ଶୁଣନ୍ତୁ ଯୁବ ଓଡ଼ିଆ ଉଦ୍ୟୋଗୀ ଅମୀୟ ସାମନ୍ତରାୟଙ୍କ କାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=O4M_3e7lvEQ]‘ଓଡ଼ିଶାଲାଇଭ’ ଦ୍ୱାରା ପ୍ରସ୍ତୁତ ମାସିକ ଓ୍ୱେବ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ ରେଡିଓ ଚକଲେଟ୍ ୧୦୪ ଏଫଏମ୍ରେ ପ୍ରାସାରିତ ହେବ। ମେ' ୯, ରବିବାର ଦିନ ୧ଟାରେ ଶ୍ରୋତାବନ୍ଧୁ ଶୁଣିବାକୁ ପାଇବେ...
ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ ଖାରଜ କଲେ ଓଡ଼ିଶା ହାଇକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ ଏକ ବଡ଼ ଧକ୍କା ପହଞ୍ଚିଛି। ଓଡ଼ିଶା ହାଇକୋର୍ଟରେ ଏହି ନିଷ୍ପତ୍ତି ଖାରଜ ହୋଇଯାଇଛି। ରାଜ୍ୟର ଯେଉଁ ସବୁ ପ୍ରାଥମିକ ବିଦ୍ୟାଳୟରେ ୨୦ରୁ କମ୍ ପିଲା ଅଛନ୍ତି...
“ଯୁକ୍ତ ଦୁଇ ପରୀକ୍ଷା ବାତିଲ ହେଲେ ପିଲାଙ୍କ କ୍ୟାରିଅର ପ୍ରଭାବିତ ହେବ”
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସରକାରଙ୍କ ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରାଯିବା ପରେ ଯୁକ୍ତ ଦୁଇ ପରୀକ୍ଷା ମଧ୍ୟ ବାତିଲ କରିବା ପାଇଁ ଗୋଟିଏ ଗୋଷ୍ଠୀର ଛାତ୍ରଛାତ୍ରୀ ଦାବି କରୁଛନ୍ତି। କରୋନା ସଂକ୍ରମଣ...
ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟରେ ପରିଣତ ହେଲା ମଧୁସୂଦନ ଲ’ କଲେଜ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକରେ ଥିବା ମର୍ଯ୍ୟାଦାଜନକ ମଧୁସୂଦନ ଆଇନ ମହାବିଦ୍ୟାଳୟ ଏବେ ଏକ ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଛି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୩ତମ ଜନ୍ମ ଜୟନ୍ତୀରେ ଏହି ସ୍ୱପ୍ନ ସାକାର ହୋଇଛି।...
ମାଟ୍ରିକ ପରୀକ୍ଷା ବାତିଲ – ‘‘ଅସୁବିଧାରେ ପଡ଼ିବେ ମେଧାବୀ’’
ଶୁଭଶ୍ରୀ ନାୟକ[youtube https://www.youtube.com/watch?v=yAOCryxaaUo]
ମାଟ୍ରିକ ପରିକ୍ଷା ବାତିଲକୁ ବହୁ ପିଲା ସ୍ୱାଗତଯୋଗ୍ୟ ନିଷ୍ପତ୍ତି କହୁଥିଲା ବେଳେ ଅନେକ ଏହି ନିଷ୍ପତ୍ତିରେ ମର୍ମାହତ ହୋଇଛନ୍ତି।
ମାଟ୍ରିକ ପରୀକ୍ଷାକୁ ନେଇ ବର୍ଷବ୍ୟାପୀ ଲାଗି ରହିଥିବା ଅନିଶ୍ଚିତତାରେ ପୂର୍ଣ୍ଣଚ୍ଛେଦ ପକାଇ...
ବାତିଲ ହେଲା ମାଟ୍ରିକ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତିଲ ହେଲା ମାଟ୍ରିକ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଓ ଓଡ଼ିଶା ମାଦ୍ରାସା ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ପରୀକ୍ଷା ବାତିଲ ନେଇ ବୁଧବାର ଘୋଷଣା...
କରୋନା ପାଇଁ ସ୍ଥଗିତ ରହିଲା ୟୁଜିସ ନେଟ୍ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ ଦେଶରେ କରୋନା ସ୍ଥିତି ସାଂଘାତିକ ହେଉଛି। ଏହାକୁ ଦୃଷ୍ଟିରେ ୟୁଜିସି ନେଟ୍ ପରୀକ୍ଷାକୁ ସ୍ଥଗିତ କରିଦିଆଯାଇଛି। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ ଟୁଇଟ କରି ସୂଚନା...





















