ଓଡ଼ିଶାର ୨ ଶିକ୍ଷକଙ୍କୁ ମିଳିଲା ରାଷ୍ଟ୍ରପତି ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ଦୁଇ ଶିକ୍ଷକ। ଗୁରୁଦିବସ ଅବସରରେ ଶିକ୍ଷକ ବସନ୍ତ କୁମାର ସାହୁ ଏବଂ ତାପସ କୁମାର ମହାନ୍ତିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ମିଳିଛି। ଏଥିସହ ଦେଶର...

ପ୍ରକାଶ ପାଇଲା +୨ କଳା ରେଜଲ୍ଟ, ପୁଅଙ୍କୁ ପଛରେ ପକାଇ ଆଗରେ ଝିଅ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷର ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ ଚଳିତ ବର୍ଷର ପରୀକ୍ଷା...

ଅନ୍‍ଲାଇନ ଶିକ୍ଷା, ଅଫ୍‍ଲାଇନ ଶିକ୍ଷାର୍ଥୀ

ସୌମ୍ୟ ରଞ୍ଜନ ବିହାରା କୋଭିଡ୍ ପରିସ୍ଥିତିରେ ଅନଲାଇନ୍ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ଏହା କେତେ ଉପଯୋଗୀ? ବର୍ତ୍ତମାନର କୋଭିଡ୍‍-୧୯ ପରିସ୍ଥିତିରେ ଶିକ୍ଷାକୁ ନେଇ ସବୁଠି ଚର୍ଚ୍ଚା। ସ୍କୁଲ, କଲେଜ ବନ୍ଦ; ପାଠପଢ଼ା କେମିତି ହେବ?...

ଆଜି ପ୍ରକାଶ ପାଇବ ଯୁକ୍ତ୨ କଳା ପରୀକ୍ଷାଫଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ରେଜଲ୍ଟ। ସିଏଚ୍‌ଏସଇ କାର୍ଯ୍ୟାଳୟରେ ଅପରାହ୍‌ଣ ୪ଟାରେ ରେଜଲ୍ଟ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ସିଏଚସିଇର ଓ୍ୱେବସାଇଟରେ ରେଜଲ୍ଟ ଦେଖିପାରିବେ। ଏଥର କଳାରେ ୨ ଲକ୍ଷ ୨୦...

ସେପ୍ଟେମ୍ବର ୮ରୁ ଯୁକ୍ତ ତିନି ନାମଲେଖା ପାଇଁ ଆବେଦନ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଯୁକ୍ତ ତିନି ନାମଲେଖା ପାଇଁ ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ଇ-ଆଡମିସନ ପକ୍ରିୟା। ପିଲାମାନେ ଅନଲାଇନ୍ ଜରିଆରେ ଏଥିପାଇଁ ଆବେଦନ କରିପାରିବେ। ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି...

ଟାଇମ୍ସ ସର୍ବେକ୍ଷଣରେ ଦିତ୍ଵୀୟ ସ୍ଥାନ ହାସଲ କଲା କିଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ସଫଳତା ପରେ ସଫଳତା ସାଉଁଟି ଚାଲିଛି କିଟ୍। ଟାଇମ୍ସ ବିବିଏ ଏଜୁକେସନ ରାକିଂ ସର୍ବେକ୍ଷଣ-୨୦୨୦ରେ ଦିତ୍ଵୀୟ ସ୍ଥାନ ଅଧିକାର କରିଛି କିଟ୍‌ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ। ଟାଇମ୍ସ ସର୍ଭେ ପକ୍ଷରୁ ଭାରତର ପୂର୍ଣ୍ଣକାଳୀନ...

ଟାଇମ୍ସ ଓ୍ଵାର୍ଲ୍‌ଡ ରାଙ୍କିଙ୍ଗ୍‌ରେ ପୁଣି ସ୍ଥାନ ପାଇଲା ସୋଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଟାଇମ୍ସ ହାୟର ଏଜୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ୍ -୨୦୨୧ରେ ସୋଆ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଲଗାତାର ଦ୍ୱିତୀୟ ଥର ପାଇଁ ୧୦୦୧ ପ୍ଲସ୍ କାଟେଗୋରୀରେ ସ୍ଥାନ ପାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ୫ଟି ବିସ୍ତୃତ...

ସେପ୍ଟେମ୍ବର ୫ରେ ପ୍ରକାଶ ପାଇବ ଯୁକ୍ତ ୨ କଳା ରେଜଲ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶନିବାର ପ୍ରକାଶ ପାଇବ ଯୁକ୍ତ ୨ କଳା ରେଜଲ୍ଟ। ସିଏଚ୍‌ଏସଇ କାର୍ଯ୍ୟାଳୟରେ ଅପରାହ୍‌ଣ ୪ଟାରେ ରେଜଲ୍ଟ ପ୍ରକାଶ ପାଇବ। ଛାତ୍ରଛାତ୍ରୀ ସିଏଚସିଇର ଓ୍ୱେବସାଇଟରେ ରେଜଲ୍ଟ ଦେଖିପାରିବେ। ଏନେଇ ସ୍କୁଲ ଓ ଗଣଶିକ୍ଷା...

କୁଳପତିମାନଙ୍କର କାର୍ଯ୍ୟକାଳ ୪ ବର୍ଷକୁ ବୃଦ୍ଧି, ହଟିଲା ୨୦୦୫ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ଏଣିକି ଗୋଟିଏ ଆଇନ୍ ଦ୍ୱାରା ପରିଚାଳିତ ହେବେ ୨୦୦୫ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନକୁ ଉଚ୍ଛେଦ କରାଗଲା କୁଳପତିମାନଙ୍କର କାର୍ଯ୍ୟକାଳ ୪ ବର୍ଷକୁ ବୃଦ୍ଧି ବିଶ୍ୱବିଦ୍ୟାଳୟରେ ଶିକ୍ଷକ...
UG-PG last semester

ୟୁଜି, ପିଜି ପରୀକ୍ଷା ଘୁଞ୍ଚାଇବାକୁ ୟୁଜିସିକୁ ରାଜ୍ୟ ସରକାରଙ୍କ ଅନୁରୋଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଣ୍ଡର ଗ୍ରାଜୁଏଟ୍(ୟୁଜି) ଏବଂ ପୋଷ୍ଟ ଗ୍ରାଜୁଏଟ୍‌(ପିଜି)ର ଫାଇନାଲ ପରୀକ୍ଷା ପାଇଁ ଥିବା ଡେଡଲାଇନ ଅକ୍ଟୋବର ୧୦ କରାଯାଉ। ବୁଧବାର ରାଜ୍ୟ ସରକାର ୟୁଜିସିକୁ ଏହି ଅନୁରୋଧ କରିଛନ୍ତି।  ଏନେଇ ଉଚ୍ଚ ଶିକ୍ଷା...