ପଚାଶ ଜଣଙ୍କ ଟିକେଟ କାଟିଛନ୍ତି ନବୀନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଶାସକ ବିଜେଡିର ପ୍ରାର୍ଥୀ ଚୟନ ପ୍ରାୟତଃ ଶେଷ ହୋଇଥିବା ବେଳେ ବିଜେଡି ସୁପ୍ରିମୋ ଏଥର ୫୦ ଜଣଙ୍କୁ ଟିକେଟ ଦେଇନଥିବା ଜଣାପଡ଼ିଛି।...
ମୁଁ ବ୍ରହ୍ମଗିରିର ଝିଅ – ଉପାସନା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
[youtube https://www.youtube.com/watch?v=Gd0DUlgMJP0]
‘‘ମୁଁ ଲୁଲୁ ମହାପାତ୍ରଙ୍କ ଝିଅ। ମୁଁ ହେଉଛି ବ୍ରହ୍ମଗିରିର ଝିଅ। ଏହା ହିଁ ହେଉଛି ମୋର ପରିଚୟ’’, କହିଛନ୍ତି ଉପାସନା ମହାପାତ୍ରା
ବ୍ରହ୍ମଗିରି ବିଧାନସଭା ଆସନ ପାଇଁ ବୁଧବାର ଦିନ...
ଚାରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ରଘୁନାଥ ମହାନ୍ତିଙ୍କୁ ଟିକେଟ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେପି ଆଜି ଚାରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛିା ଚମ୍ପୁଆ, ନିଆଳି, ଭୋଗରାଇ, ବସ୍ତା ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା କରିଛି ବିଜେପିା ଏସବୁ ଭିତରେ...
ଟଙ୍କା ଦିଆ ନିଆ ରାଜନୀତିକୁ ମୁଁ ଘୃଣା କରେ – ଅପରାଜିତା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
https://www.youtube.com/watch?v=MVO8LzxQTKs
ଭୁବନେଶ୍ୱର ଲୋକସଭା ଆସନରେ ପ୍ରଚାରକୁ ଜୋରଦାର କରିଛନ୍ତି ଅପରାଜିତା।
ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ହୋଇଥିବା ଅପରାଜିତା ଷଡ଼ଙ୍ଗୀ ଜୋରଦାର କରିଛନ୍ତି ପ୍ରଚାରା ପ୍ରାଥିପତ୍ର ଦାଖଲ କରିବା ପରେ...
କଂଗ୍ରେସ ଦଉଛି ଟିକେଟ, ନବାକୁ ନେତା ନାହାନ୍ତି ରାଜି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଜଣକ ପରେ ଜଣେ ନେତା କଂଗ୍ରେସକୁ ଦେଉଛନ୍ତି ଝଟକା।
୨୦୧୯ ନିର୍ବାଚନ ପାଇଁ ବିଜେଡି ଏବଂ ବିଜେପି ଟିକେଟ ତାଲିକା ଘୋଷଣା କରୁଥିବା ବେଳେ କଂଗ୍ରେସରେ କିନ୍ତୁ ଝାମେଲା ତୁଟୁନିା କଂଗ୍ରେସ...
କଂଗ୍ରେସ ଛାଡ଼ିଲେ ବିଭୁପ୍ରସାଦ ତରାଇ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ପଖେଇ ଆସୁଥିବା ବେଳେ ଓଡ଼ିଶା ପ୍ରଦେଶ କଂଗ୍ରେସକୁ ଲାଗିଛି ଗୋଟିଏ ପରେ ଗୋଟିଏ ଝଟକା। ବୁଧବାର ପିପିଲି ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ନିର୍ବାଚନ ଲଢ଼ିବାକୁ ମନା କରିଥିବା ବେଳେ...
ହାଇଟେକ ବସରେ ହାଇଟେକ ପ୍ରଚାର, ୬୦ କିଲୋମିଟର ରୋଡ ସୋ’ କଲେ ନବୀନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଗଞ୍ଜାମରେ ମାରାଥନ ପ୍ରଚାର
ପ୍ରଥମ ଥର ପାଇଁ ହାଇଟେକ ବସରେ ପ୍ରଚାର
୬୦ କିଲୋମିଟର ରୋଡ ସୋ’
ରୋଡ ସୋ’ରେ ସାମିଲ ହେଲେ ହଜାର ହଜାର ସମର୍ଥକ
ବିଜେଡି...
ନିର୍ବାଚନ ଲଢ଼ିବେନି ଯୁଧିଷ୍ଠିର ସାମନ୍ତରାୟ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ଲଢ଼ିବେନି ପୂର୍ବତନ ପିପିଲି ବିଧାୟକ ଯୁଧିଷ୍ଠିର ସାମନ୍ତରାୟ। ଆଗାମୀ ନିର୍ବାଚନ ପାଇଁ ପିପିଲି ଆସନରୁ କଂଗ୍ରେସ ଯୁଧିଷ୍ଠିର ସାମନ୍ତରାୟଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ସେ ନିର୍ବାଚନ...
ପ୍ରଚାର ମଇଦାନରୁ ମୋଦିଙ୍କୁ ପ୍ରଶ୍ନ କଲେ ନବୀନ – ‘‘କୁଆଡ଼େ ଗଲା ପ୍ରତିଶ୍ରୁତି?’’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବ୍ରହ୍ମପୁର କନିଷିରୁ ପ୍ରଚାର ଆରମ୍ଭ କଲେ ନବୀନ
କେନ୍ଦ୍ରକୁ ସିଧାସଳଖ ଆକ୍ରମଣ
ବ୍ରହ୍ମପୁରରେ ରୋଡ ସୋ’ କଲେ ବିଜେଡି ସୁପ୍ରିମୋ
ଓଡ଼ିଶାବାସୀ ମୋ’ ପରିବାର - ନବୀନ
‘‘୨୦୧୪ ନିର୍ବାଚନ...
ଆସିଲା କଂଗ୍ରେସର ୧ ଲୋକସଭା ୯ ବିଧାନସଭା ଲାଗି ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁ ଆସନରୁ କିଏ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଘୋଷଣା ହେଲା କଂଗ୍ରେସର ୧ ଲୋକସଭା ୯ ବିଧାନସଭା ଲାଗି ପ୍ରାର୍ଥୀ ତାଲିକା। ପୁଣି ରାତି ଅଧରେ କଂଗ୍ରେସ ତା'ର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜାଣନ୍ତୁ କାହାକୁ ମିଳିଛି...





















