ଭାରତୀୟ ଡାକରେ ନିଯୁକ୍ତି, ଓଡ଼ିଶାରେ ୩୦ ପଦବୀ ପାଇଁ କରିପାରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଡାକରେ ଓଡ଼ିଶା ସର୍କଲ ପାଇଁ ୩୦ଟି ପଦବୀରେ ଚାକିରି ସୁଯୋଗ। ୨୦୨୦ଜାନୁଆରି ୬ ତାରିଖ ଯାଏଁ କରିପାରିବେ ଆବେଦନ।
ଭାରତୀୟ ଡାକରେ ଓଡ଼ିଶା ସର୍କଲ ପାଇଁ ୩୦ଟି ପଦବୀରେ ନିଯୁକ୍ତି ଦିଆଯିବ।...
CBSEରେ ୩୫୭ ପଦବୀ ପାଇଁ ନିଯୁକ୍ତି, ଆସନ୍ତାକାଲି ଆବେଦନର ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ସିବିଏସ୍ଇରେ ୩୫୭ ପଦରେ ଚାକିରି ସୁଯୋଗ। ଆବେଦନ କରିବାର ଶେଷ ତାରିଖ ଡିସେମ୍ଵର ୧୬।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍ଇ)ରେ ଚାକିରି କରିବାର ବଡ଼ ସୁଯୋଗ। ସିବିଏସ୍ଇର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ...
ଗୋପ୍ କଲେଜରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି, ଆବେଦନର ଶେଷ ତାରିଖ ଡିସେମ୍ଵର ୨୧
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଜିଲ୍ଲା ଗୋପ କଲେଜରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଖାଲି ପଡ଼ିଥିବା ୫ଟି ପଦବୀ ପାଇଁ ଏହି ଦରଖାସ୍ତ ଆହ୍ଵାନ କରାଯାଉଛି। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ...
DRDOରେ ମଲ୍ଟି ଟ୍ୟାସ୍କିଂ ପୋଷ୍ଟରେ ନିଯୁକ୍ତି ସୁଯୋଗ, ଦଶମ ପାସ୍ କରିଥିଲେ କରିପାରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (DRDO)ର ୧୮୧୭ଟି ମଲ୍ଟି ଟ୍ୟାସ୍କିଂ ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଅନଲାଇନ୍ ଆବେଦନ ଆରମ୍ଭ –୨୩ ଡିସେମ୍ବର ୨୦୧୯ (ସକାଳ ୧୦ଟାରୁ)
ଅନଲାଇନ୍ ଆବେଦନ...
ବିର୍ଲା ଗ୍ଲୋବାଲ ୟୁନିଭରସିଟିରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିର୍ଲା ଗ୍ଲୋବାଲ ୟୁନିଭରସିଟିରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି, ଆବେଦନ କରିବାର ଶେଷ ତାରିଖ ଡିସେମ୍ଵର ୨୦।
ଭୁବନେଶ୍ଵରସ୍ଥିତ ବିର୍ଲା ଗ୍ଲୋବାଲ ୟୁନିଭରସିଟିରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।...
ଏଲ୍ଆଇସିରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦ ପାଇଁ ନିଯୁକ୍ତି, ଡିସେମ୍ବର ୧୬ ସୁଦ୍ଧା କରିପାରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ ରାଜ୍ୟରେ ଏଲ୍ଆଇସି ଆସିଷ୍ଟାଣ୍ଟ ମ୍ୟାନେଜର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏଲ୍ଆଇସି ହାଉସିଂ ଫାଇନାନ୍ସ ଲିମିଟେଡ୍ (ଏଲ୍ଆଇସି ଏଚ୍ଏଫ୍ଏଲ୍)ରେ ୩୫ଟି ଆସିଷ୍ଟାଣ୍ଟ ମ୍ୟାନେଜର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।...
ଭାରତୀୟ କ୍ରୀଡ଼ା ପ୍ରାଧିକରଣରେ ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ କ୍ରୀଡ଼ା ପ୍ରାଧିକରଣରେ ୟଙ୍ଗ ପ୍ରଫେସନାଲ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୩୦ ୟଙ୍ଗ ପ୍ରଫେସନାଲ୍ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ଵାନ କରାଯାଉଛି। ଇଚ୍ଛୁକ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ।...
Railway Job: ଓଡ଼ିଶାରେ ୨୧ ପଦବୀ ପାଇଁ ନିଯୁକ୍ତି, ଜାନୁଆରି ୩ ଯାଏଁ କରିପାରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରେଲଓ୍ଵେରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବତଟ ରେଳ ପାଇଁ ଏହି ନିଯୁକ୍ତି ଦିଆଯିବ। ଖାଲି ପଡ଼ିଥିବା ୨୧ଟି ସ୍ପୋର୍ଟସ କୋଟା ପାଇଁ ଏହି ଦରଖାସ୍ତ ଆହ୍ଵାନ କରାଯିବ।...
ଜେକେବିକେ କଲେଜରେ ଡାଟା ଏଣ୍ଟ୍ରି ଅପରେଟର ପାଇଁ ନିଯୁକ୍ତି, ଡିସେମ୍ଵର ୧୭ରେ ଓ୍ଵାକ୍-ଇନ୍-ଇଣ୍ଟରଭ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକସ୍ଥିତ ଜାତୀୟ କବି ବୀରକିଶୋର ମହାବିଦ୍ୟାଳୟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କଲେଜର ସାମ୍ସ ଲାବ୍ରୋଟେରୀରେ ଖାଲି ପଡ଼ିଥିବା ଡାଟା ଏଣ୍ଟ୍ରି ଅପରେଟର ପଦବୀ ପାଇଁ ଏହି ନିଯୁକ୍ତି ଦିଆଯିବ।...
ବାହାରିଲା OSSC ଫଳ, ଜାନୁଆରି ୧୮ରେ ଫିଜିକାଲ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୭ରେ ହୋଇଥିବା ଓଏସ୍ଏସ୍ସି ପରୀକ୍ଷା ଫଳ ପ୍ରକାଶ ପାଇଛି। ସବ୍-ଇନ୍ସପେକ୍ଟର, ଡଗ୍ ସ୍କ୍ଵାର୍ଡ ପଦବୀ ପ୍ରିଲିମ୍ ପରୀକ୍ଷା ହୋଇଥିଲା। ଏଥିରେ ଉତ୍ତୀନ୍ନ ହୋଇଥିବା ପ୍ରାର୍ଥୀମାନେ ଜାନୁଆରୀ ୧୮ରେ ଫିଜିକାଲ ପରୀକ୍ଷା ଦେବେ।
ପ୍ରିଲିମ...





















