ଆଜିର ଦିନରେ ଦୁନିଆକୁ ଅଲବିଦା କହିଥିଲେ ପ୍ରଖ୍ୟାତ ଅଭିନେତ୍ରୀ ରିମା
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡରେ ମା’ ରୋଲ କରି ଦର୍ଶକଙ୍କ ହୃଦୟରେ ଚିର ସ୍ମରଣୀୟ ବଲିଉଡ ଅଭିନେତ୍ରୀ ରିମା ଲାଗୁ।
୨୦୧୭, ମେ’ ୧୮ରେ ଦୁନିଆକୁ ଅଲବିଦା କହିଥିଲେ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ରିମା ଲାଗୁ। ହୃଦରୋଗରେ...
ଲକ୍ଡାଉନରେ ନିଜ ଘରେ ନୂଆ ହେୟାର ଷ୍ଟାଇଲ କଲେ ଆଲିଆ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
କରୋନା ଭାଇରସ ପାଇଁ ଦେଶରେ ଲକ୍ଡାଉନ ଜାରି ରହିଛି। ଏଭଳି ପରିସ୍ଥିତିରେ ବଲିଉଡ ଷ୍ଟାରମାନେ ଘରେ ସମୟ ବିତାଉଛନ୍ତି। ଘରେ ରହି ବିଭିନ୍ନ ଫଟୋ ଏବଂ ଭିଡିଓ ସେ ତାଙ୍କ...
ଦର୍ଶକଙ୍କ ପାଇଁ ଦୁଃଖ – ଏ ବର୍ଷ ଆଉ ରିଲିଜ୍ ହେବନି ‘କେଜିଏଫ୍ ୨’
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
୨୦୨୦ରେ ବହୁ ପ୍ରତୀକ୍ଷିତ ଫିଲ୍ମ କେଜିଏଫ୍ ୨କୁ ରିଲିଜ କରିବା ଆଉ ସମ୍ଭବ ନୁହେଁ। ତେଣୁ ଏହା ୨୦୨୧ରେ ରିଲିଜ ହେବ ବୋଲି ଜଣାପଡ଼ିଛି।
ବହୁ ଚର୍ଚ୍ଚିତ ଫିଲ୍ମର କେଜିଏଫ୍ ପ୍ରଶଂସକଙ୍କ...
ସାଉଥ ଫିଲ୍ମରେ ଏହି ହିରୋଇନ୍ମାନେ ନିଅନ୍ତି ଅଧିକ ପାରିଶ୍ରମିକ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଦକ୍ଷିଣ ଭାରତୀୟ ଫିଲ୍ମର ଅଭିନେତ୍ରୀମାନେ ଦେଖିବାକୁ ଯେତିକି ସୁନ୍ଦର, ସେମାନଙ୍କ ଅଭିନୟ ମଧ୍ୟ ସେତିକି ଦମ୍ଦାର। ଯେଉଁଥି ପାଇଁ ସେମାନେ ନେଇଥାନ୍ତି କୋଟି କୋଟି ଟଙ୍କାର ପାରିଶ୍ରମିକ। ଆସନ୍ତୁ ଜାଣିବା...
Birthday special: ଲଗାତର ଫ୍ଲପ୍ ଫିଲ୍ମ ଦେଇ ହାର୍ ମାନି ନଥିଲେ ନୁସରତ୍
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡ ଅଭିନେତ୍ରୀ ନୁସରତ ଭରୁଚାଙ୍କର ଆଜି ଜନ୍ମଦିନ। ୧୯୮୫, ମେ’ ୧୭ରେ ସେ ମୁମ୍ବାଇରେ ଜନ୍ମ ହୋଇଥିଲେ। ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କ କ୍ୟାରିୟର ସହ ଜଡ଼ିତ...
ଶ୍ରୀକୃଷ୍ଣଙ୍କ ଚରିତ୍ରରେ ଅଭିନୟ କରି ସବୁଠୁ ଅଧିକ ଲୋକପ୍ରିୟତା ପାଇଛନ୍ତି ଏହି କଳାକାର
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଟିଭିରେ ସବୁବେଳେ ପୌରାଣିକ ସିରିଏଲଗୁଡ଼ିକର ବେଶ୍ ଲୋକପ୍ରିୟତା ରହିଛି। ଭଗବାନ ଶ୍ରୀରାମଚନ୍ଦ୍ର, ହନୁମାନ, ମହାଦେବ, ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିବା କଳାକାରଙ୍କୁ ଦିନେ ଲୋକେ ପୂଜା କରିବାକୁ ଲାଗିଥିଲେ। ହେଲେ...
ସିରିଏଲ ‘ବିଷ୍ଣୁ ପୁରାଣ’ରେ ମା’ ଲକ୍ଷ୍ମୀଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ କିଏ?
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଦୂରଦର୍ଶନରେ ଏବେ ପ୍ରସାରିତ ହେଉଛି ବିଷ୍ଣୁ ପୁରାଣ। ଅଭିନେତା ନୀତିଶ ଭରଦ୍ୱାଜ ଏଥିରେ ଭଗବାନ ବିଷ୍ଣୁଙ୍କ ଭୂମିକାରେ କରିଥିଲେ। କିନ୍ତୁ ଆପଣ ଜାଣନ୍ତି କି ତାଙ୍କ ସହିତ ଶେଷନାଗ ଉପରେ...
ଅଭିନୟ ପାଇଁ ଭିକିଙ୍କ ନିଶା – ଇଞ୍ଜିନିୟରରୁ ହେଲେ ବଲିଉଡ ଷ୍ଟାର
ଓଡ଼ିଶାଲାଇଭ୍ ଏଣ୍ଟଟେନମେଣ୍ଟ ବ୍ୟୁରୋ
ଅଳ୍ପ ସମୟ ମଧ୍ୟରେ ଭିକି କୌଶଲ ବଲିଉଡରେ ଶ୍ରେଷ୍ଠ ଅଭିନେତା ତାଲିକାରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଫିଲ୍ମ 'ମସାନ'ରୁ ପରିଚୟ ପାଇବା ପରେ ଭିକି ଯେଉଁ ଫିଲ୍ମରେ କାମ କରିଥିଲେ,...
ଦବଙ୍ଗ୍ ଖାନଙ୍କ ‘ନୋ କିସିଙ୍ଗ୍ ପଲିସି’ କାହିଁକି?
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡର ଫିଲ୍ମମାନଙ୍କରେ ରୋମାନ୍ସ ଓ କିସ୍ ସିନ୍ ଟ୍ରେଣ୍ଡ ବନିଥିବା ବେଳେ ଏମିତି ବି ଜଣେ ନାୟକ ଅଛନ୍ତି, ଯିଏ ଆଜି ପର୍ଯ୍ୟନ୍ତ କୌଣସି ଫିଲ୍ମରେ କିସ୍ ସିନ୍ କରିନାହାନ୍ତି।...
ବଲିଉଡକୁ ଆସିବ ଆଗରୁ କଲ୍ ସେଣ୍ଟରରେ କାମ କରି ପରିବାର ଚଳାଉଥିଲେ ଜରୀନ ଖାନ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡ ହିରୋଇନ ଜରୀନ ଖାନଙ୍କୁ ସମସ୍ତେ ଜାଣନ୍ତି। କେହି କେହି ତାଙ୍କୁ କାଟ୍ରିନାଙ୍କ ଡୁପ୍ଲିକେଟ ବୋଲି ମଧ୍ୟ କହନ୍ତି। ଜାଣନ୍ତି କି ବଲିଉଡରେ ଆସିବା ପୂର୍ବରୁ ତାଙ୍କ ଲାଇଫ୍ କେମିତି...





















