ବାରବାଟୀ ଜମି କେଳେଙ୍କାରୀ: ଆଶୀର୍ବାଦଙ୍କ ଜ୍ୱାଇଁଙ୍କୁ ୩ ଘଣ୍ଟା ଘାଣ୍ଟିଲା ଇଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରବାଟୀ ଜମି ଦୁର୍ନୀତି ମାମଲାରେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜ୍ୱାଇଁ ସଞ୍ଜିତ ସାମଲଙ୍କୁ ଇଡି ଅଧିକାରୀ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛନ୍ତି। ବାରବାଟୀ ଜମି ଦୁର୍ନୀତିର ଖୋଳତାଡ଼ କରିଛି ପ୍ରବର୍ତ୍ତନ...

ଗେରୁଆ କୁର୍ତ୍ତା ଛାଡ଼ି ପ୍ରଥମଥର ପାଇଁ ଟି-ସାର୍ଟ ପିନ୍ଧିଲେ ଯୋଗୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭିନ୍ନ ରୂପ। ଗେରୁଆ କୁର୍ତ୍ତା ଛାଡ଼ି ପ୍ରଥମଥର ପାଇଁ ଟି-ସାର୍ଟ ପିନ୍ଧିଲେ ଯୋଗୀ। ଗୁରୁବାରଦିନ ସାରା ଦେଶ ଯୋଗ ଦିବସ ମନାଉଛି। ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତା-ଅଭିନେତ୍ରୀଙ୍କ...

୪୪ବର୍ଷରେ ବି ମଲାଇକା ସୁପରଫିଟ୍: ଜାଣନ୍ତୁ ଏହାପଛର ରାଜ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡର ମୁନ୍ନି ମଲାଇକା ଆରୋରା ଖାନ୍ ଯଦିଓ ବର୍ତ୍ତମାନ ଫିଲ୍ମଠାରୁ ଦୂରେଇ ଅଛନ୍ତି ତଥାପି ଫିଟନେସ୍ ପାଇଁ ସେ ସର୍ବଦା ଚର୍ଚ୍ଚାରେ ଥାଆନ୍ତି। ୪୪ବର୍ଷ ବୟସରେ ମଲାଇକା ଆରୋରା ଖାନ୍ ଆଜି ବି...

ନରେନ୍ଦ୍ର ମୋଦି ମୋ ସ୍ଵାମୀ, ସେ ମୋ ପାଇଁ ଭଗବାନ ରାମଙ୍କ ସଦୃଶ: ଯଶୋଦାବେନ

ଓଡ଼ିଶାଲାଇଭ୍‌ ବ୍ୟୁରୋ “ନରେନ୍ଦ୍ର ମୋଦି ମୋ ସ୍ଵାମୀ, ସେ ମୋ ପାଇଁ ଭଗବାନ ରାମଙ୍କ ସଦୃଶ”- ମଧ୍ୟପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ୍‌ ନରେନ୍ଦ୍ର ମୋଦିଙ୍କୁ ଅବିବାହିତ କହିବା ପରେ ଏପରି କହିଛନ୍ତି ମୋଦିଙ୍କ ପତ୍ନୀ...

ବାରବାଟୀ ଜମି ଦୁର୍ନୀତି ମାମଲା: ଇଡିରେ ହାଜର ହେଲେ ଆଶୀର୍ବାଦ ବେହେରାଙ୍କ ଜ୍ୱାଇଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରବାଟୀ ଜମି ଦୁର୍ନୀତି ମାମଲାରେ ବେଆଇନ ଅର୍ଥ କାରବାର ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜ୍ୱାଇଁ ସଞ୍ଜିତ ସାମଲ। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ...

ଆସୁଛି ଘୂର୍ଣ୍ଣିଝଡ଼: ୧୬ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାତିରୁ ମିଳିବ ତ୍ରାହି। ଗତ କିଛିଦିନ ହେବ ରାଜ୍ୟରେ ଲାଗିରହିଥିବା ଅସହ୍ୟ ଗରମରୁ ମିଳିପାରେ ଆଶ୍ଵସ୍ତି। ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ ବଜ୍ରପାତ ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ...

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ: ପ୍ରଧାନମନ୍ତ୍ରୀଙ୍କଠାରୁ ଯୋଗଗୁରୁ ରାମଦେବଙ୍କ ପର୍ଯ୍ୟନ୍ତ କଲେ ଯୋଗାସନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନ୍ତର୍ଜାତୀୟ ଯୋଗଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେରାଡୁନ୍‌ଠାରେ ୫୦ହଜାର ଯୋଗ ସାଧକଙ୍କ ସହ ମିଶି ଯୋଗ କରିଛନ୍ତି। ଡେରାଡୁନଠାରେ ଗୁରୁବାରଦିନ ପାଳନ ହୋଇଛି ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ। ଡେରାଡୁନ୍‌ର ଫରେଷ୍ଟ୍‍...

ଇତିହାସ ରଚିଲେ ଋଷି: ଫୁଟବଲ ବିଶ୍ୱକପରେ ପ୍ରଥମ ଭାରତୀୟ ବଲ୍ ବୟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ଫିଫା ବିଶ୍ୱକପ୍‌ରେ ଭାରତୀୟ ଫୁଟ୍‌ବଲ୍‌ ଦଳର ସମ୍ପୃକ୍ତି ନଥିଲେ ମଧ୍ୟ ଜଣେ ଭାରତୀୟ ବଲ୍‌ ବୟ ଭାବେ ଋଷି ତେଜ୍‌ ରୁଷିଆରେ ଇତିହାସ ରଚିଛନ୍ତି। ଋଷିଆରେ ଫିଫା ବିଶ୍ୱକପ୍‌ ଫୁଟବଲ୍‌ ଅନୁଷ୍ଠିତ...

ରିଆଲିଟି ସୋ’ରେ ଜଜ୍ ହେବାକୁ କେତେ କୋଟି ଟଙ୍କା ନିଅନ୍ତି ବଲିଉଡ୍ ଷ୍ଟାର

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ ଷ୍ଟାରମାନଙ୍କୁ ଆଜିକାଲି ଅଧିକାଂଶ ରିଆଲିଟି ସୋ’ରେ ଜଜ୍ ଭାବେ ଦେଖିବାକୁ ମିଳୁଛି। ସେମାନଙ୍କର ପାରିଶ୍ରମିକ କଥା ଜାଣିଲେ ଆପଣ ବି ଚମକି ପଡ଼ିବେ। ଆସନ୍ତୁ ଜାଣିବା କାହାର ଫିସ୍...

୨୪ ଘଣ୍ଟାର ଟପ୍‌ ଟେନ୍ ନ୍ୟୁଜ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶ ତଥା ରାଜ୍ୟର ୨୪ ଘଣ୍ଟାର ପ୍ରମୁଖ ୧୦ଟି ଖବରକୁ ନେଇ ଓଡ଼ିଶାଲାଇଭ୍‌ ପ୍ରସ୍ତୁତ କରିଛି 'ଟପ୍‌ ଟେନ୍‌ ନ୍ୟୁଜ୍'। ୧. ତିନି ହଜାର ଟଙ୍କାର ଜାଲ ଋଣ ଘଟଣାରେ ବ୍ୟାଙ୍କ ଅଫ...