ହିପ୍‌ ହିପ୍‌ ହୁର୍‌ରେ: ମେସିଙ୍କ ସମକକ୍ଷ ହେଲେ ଭାରତୀୟ ଫୁଟବଲର ସୁନୀଲ ଛେତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆର୍ଜେଣ୍ଟିନାର ମହାନ ଫୁଟବଲ ଖେଳାଳି ଲିଓନେଲ୍ ମେସିଙ୍କ ସମକକ୍ଷ ହୋ‌ଇ ଏକ ନୂଆ ଇତିହାସ ରଚିଛନ୍ତି ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ। ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀଙ୍କ...

ଏଥର ରଜବଜାରରେ ଓଡ଼ିଆ ସିନେପ୍ରେମୀମାନେ କେଉଁ ହିରୋଙ୍କୁ ଦେଖିବେ, ଆଉ କାହାକୁ ମିସ୍ କରିବେ?

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ରଜବଜାରରେ ଓଡ଼ିଆ ସିନେମା ଦେଖିବାକୁ ଭିଡ଼ ଜମେ ସିନେମା ହଲ୍‌ରେ। ସିନେପ୍ରେମୀମାନେ ଚାହିଁ ବସିଥା’ନ୍ତି ସେମାନଙ୍କ ପସନ୍ଦର ଷ୍ଟାରମାନଙ୍କୁ ପରଦା ଉପରେ ଦେଖିବା ପାଇଁ। ଆସନ୍ତୁ ଜାଣିବା ଏଥର ରଜରେ...
Sea Food Festival

ସ୍ୱସ୍ତି ଚିଲିକା ରିସର୍ଟରେ ‘ସି ଫୁଡ୍ ଫେଷ୍ଟିଭାଲ’, ସ୍ପେଶାଲ ଫୁଡ୍ ସହ ବୋଟିଂ, ସ୍ପାର ମଜା

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=hTixTwe9sCQ] ଚିଲିକା କୂଳରେ ଅବସ୍ଥିତ ସ୍ୱସ୍ତି ଚିଲିକା ରିସର୍ଟର ରଜଭେଟି ଜୁନ୍‌ ୮ରୁ ୨୨ ପର୍ଯ୍ୟନ୍ତ ଚିଲିକାରେ ସି-ଫୁଡ୍‌ ଫେଷ୍ଟିଭାଲ୍‍ କଙ୍କଡ଼ା, ଚିଙ୍ଗୁଡ଼ି ଏବଂ ଲବଷ୍ଟରସ୍‌ ଭଳି ସି-ଫୁଡ୍‌ର ଆକର୍ଷଣ ଦେଶୀ...

ପ୍ରଣବ ମୁଖାର୍ଜୀ ହୋଇପାରନ୍ତି ଏନଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଣବ ମୁଖାର୍ଜୀଙ୍କୁ ନେଇ ଜାତୀୟ ରାଜନୀତି ସରଗରମ୍ ହୋଇଯାଇଛି। ସେ ୨୦୧୯ରେ ଏନଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆର୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମରେ ଯୋଗଦେବାର...

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ: ପ୍ରଣବ ଗୋଏଲ ଟପ୍ପର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ-୨୦୧୮ ରେଜଲ୍ଟ। ହରିୟାଣା ପଞ୍ଚକୁଳାର ପ୍ରଣବ ଗୋଏଲ ଟପ୍ପର ହୋଇଛନ୍ତି। ମୋଟ ୩୬୦ ନମ୍ବରରୁ ୩୩୭ ରଖି ପ୍ରଣବ ଏହି ସଫଳତା ହାସଲ କରିଛନ୍ତି। ଦିଲ୍ଲୀ ଆଇଆଇଟିର ମୀନାଲି...

ଧର୍ମେନ୍ଦ୍ରଙ୍କୁ ଜବାବ ଦେଲା ବିଜେଡି: କହିଲା, “କେନ୍ଦ୍ରମନ୍ତ୍ରୀଙ୍କ କଥାରେ ଆନ୍ତରିକତା ନାହିଁ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାନଦୀ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସମ୍ବାଦିକ ସମ୍ମିଳନୀ କରି ଜବାବ ଦେଇଛି। ମହାନଦୀ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାକୁ କାଉଣ୍ଟର କରିଛି ବିଜେଡି।...

ମହାନଦୀ ମହାପ୍ରସଙ୍ଗ: ପୁଣି ଛତିଶଗଡ଼କୁ ବାଣ ମାରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାନଦୀ ପ୍ରସଙ୍ଗରେ ପଛରେ ରହିବାକୁ ଚାହୁଁନି ବିଜେପି। ଭୁବନେଶ୍ୱରରେ ଛତିଶଗଡ଼ ସରକାର ଭୁଲ୍ କରୁଛନ୍ତି ବୋଲି ଧର୍ମେନ୍ଦ୍ର କହିବା ପରେ ଆଜି ସମ୍ବଲପୁରରେ ପୁଣି ଟାର୍ଗେଟ କରିଛନ୍ତି। ଛତିଶଗଡ଼ ପାଣି ଅଟାକାଉଛି ...

ବୈଜୟନ୍ତଙ୍କ ଆଗାମୀ ଯୋଜନା କ’ଣ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ବୈଜୟନ୍ତ ଯେଉଁସବୁ...

୬ ସପ୍ତାହ ଭିତରେ ଦ୍ୱିତୀୟଥର ପାଇଁ ଚୀନ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି: ଦୁଇ ଦେଶ ମଧ୍ୟରେ ଦୁଇଟି ଚୁକ୍ତି...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇ ଦିନିଆ ଚୀନ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗସ୍ତ କାଳରେ ସେ ସାଙ୍ଘାଇ ସହଯୋଗ ସଂଗଠନ(ଏସ୍‌ସିଓ)ର ବାର୍ଷିକ ସମ୍ମିଳନୀରେ ଯୋଗ ଦେବା ସହ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ...

କଂଗ୍ରେସର ଜଣେ ବ୍ୟକ୍ତି ଗୋଟିଏ ପଦବୀ ଫର୍ମୁଲା କାମ କରିବ ତ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା କଂଗ୍ରେସ ପକ୍ଷରୁ ଏକ ନୂଆ ଫର୍ମୁଲା ବାହାର କରାଯାଇଛି। ଫର୍ମୁଲାଟି ହେଉଛି ଜଣେ ବ୍ୟକ୍ତି ଯେ କୌଣସି ଗୋଟିଏ ପଦବୀରେ ରହିପାରିବେ। ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସର ନବକଳେବର। କଂଗ୍ରେସ...