କର୍ଣ୍ଣାଟକ ନିର୍ବାଚନ ଫଳାଫଳ: ବହୁ ଆଗରେ ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ହାଇପ୍ରୋଫାଇଲ କର୍ଣ୍ଣାଟକ ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଛି। ୨୨୨ଟି ଆସନ ପାଇଁ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରାଥମିକ ଗଣନାରୁ ବିଜେପି ରାଜ୍ୟରେ ସରକାର...
ଓଡ଼ିଶା ପୋଲିସକୁ ବଡ଼ ସଫଳତା: ୪୮ ଘଣ୍ଟାରେ ୭ ମାଓବାଦୀ ନିହତ, ରାଜନାଥ କଲେ ପ୍ରଶଂସା
ଓଡ଼ିଶାଲାଇଭ୍ ବ୍ୟୁରୋ
୪୮ ଘଣ୍ଟାରେ ୭ ମାଓବାଦୀଙ୍କୁ ନିହତ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ।
ମାଓ ଦମନରେ ଓଡ଼ିଶା...
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳ ବଦଳ: ସୂଚନା ପ୍ରସାରଣ ମନ୍ତ୍ରାଳୟ ଦାୟିତ୍ୱରୁ ହଟିଲେ ସ୍ମୃତି ଇରାନି
ଓଡ଼ିଶାଲାଇଭ୍ ବ୍ୟୁରୋ
ଅରୁଣ ଜେଟଲୀଙ୍କ କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ
ପୀୟୁଷ ଗୋଏଲଙ୍କୁ ଅର୍ଥ ବିଭାଗ ଦାୟିତ୍ୱ
ଜେଟଲୀ ସୁସ୍ଥ ହେବା ଯାଏଁ ପୀୟୁଷ ବୁଝିବେ ଅର୍ଥ ବିଭାଗ କଥା
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳ ବଦଳ ହୋଇଛି।...
ପପୁ ପମ୍ ପମ୍ ଗୁରୁତର: ଚିକିତ୍ସା ପାଇଁ ଯିବେ ଦିଲ୍ଲୀ ଏମ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଲିଉଡର ଆଗ ଧାଡ଼ିର କମେଡିଆନ ତତ୍ତ୍ୱ ପ୍ରକାଶ ଶତପଥୀ ଓରଫ୍ ପପୁ ପମ୍ ପମ୍ ଗୁରୁତର ହୋଇଯାଇଛନ୍ତି। ପପୁ ପାନକ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ...
କଂଗ୍ରେସକୁ ଧମକ ଦେଉଛନ୍ତି ମୋଦି, ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ମନମୋହନ ସିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ନରେନ୍ଦ୍ର ମୋଦିଙ୍କ ଭାଷଣ ଉପରେ ଆପତ୍ତି ଉଠାଇଛି କଂଗ୍ରେସ। ମୋଦି ତାଙ୍କ ଭାଷଣରେ କଂଗ୍ରେସକୁ ଧମକାଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଧମକ ଦେଉଛନ୍ତି।...
୨୦୦୦-୨୦୦ଟଙ୍କିଆ ଚିରା ଓ ମଇଳା ନୋଟ ବ୍ୟାଙ୍କରେ ବଦଳାଇବା କଷ୍ଟକର ହେବ: ଜାଣନ୍ତୁ କାହିଁକି?
ଓଡ଼ିଶାଲାଇଭ୍ ବ୍ୟୁରୋ
ନୋଟବନ୍ଦୀ ପରେ ସରକାର ନୂଆ ୨୦୦୦-୨୦୦ଟଙ୍କିଆ ନୋଟ ବଜାରକୁ ଛାଡ଼ିଥିଲେ। କିନ୍ତୁ ଏହି ନୋଟ ଚିରା ଓ ମଇଳା ହେଲେ ଏହାକୁ ବ୍ୟାଙ୍କରେ ଏକ୍ସଚେଞ୍ଜ କରିବା କଷ୍ଟକର ହୋଇପଡ଼ିଛି।
ଆପଣ ବ୍ୟବହାର କରୁଥିବା...
ଆସିଲା ୬ଟି ଜିଲ୍ଲାର କାଳବୈଶାଖୀ କ୍ଷୟକ୍ଷତି ରିପୋର୍ଟ: ବରଗଡ଼ ଜିଲ୍ଲାରେ ସର୍ବାଧିକ ଫସଲ ହାନି
ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼ ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ। ବରଗଡ଼ ଜିଲ୍ଲାରେ ୨୬ ହଜାର ୮୯୯ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।
ଓଡ଼ିଶାରେ ତାଣ୍ଡବ ରଚୁଛି କାଳବୈଶାଖୀ। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ...
କାଳବୈଶାଖୀ ସମ୍ଭାବନା: ୨୬ଟି ଜିଲ୍ଲାକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
କାଳବୈଶାଖୀ ସମ୍ଭାବନା ନେଇ ପାଣିପାଗ ବିଭାଗ ରାଜ୍ୟର ୨୬ଟି ଜିଲ୍ଲାକୁ ସତର୍କତା ଜାରି କରିଛି। ଏହିସବୁ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବା ସମ୍ଭାବନା ରହିଛି। ବର୍ଷାବେଳେ...
ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାର ଚାର୍ଜସିଟ ଦାଖଲ: ଶଶି ଥରୁରଙ୍କୁ ଦାୟୀ କଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାରି ବର୍ଷ ପରେ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାର ଚୂଡ଼ାନ୍ତ ଚାର୍ଜସିଟ କୋର୍ଟରେ ଦାଖଲ କରିଛି ଦିଲ୍ଲୀ ପୋଲିସ।
ବହୁ ଚର୍ଚ୍ଚିତ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାର ଚୂଡ଼ାନ୍ତ ଚାର୍ଜସିଟ୍ ସୋମବାର ଦିନ...
ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ହିଂସାରେ ୭ଜଣଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ବାଦବିବାଦ ପରେ ଆଜି ଚାଲିଛି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ। ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଘଟି ୭ଜଣଙ୍କ ମୃତ୍ୟୁ ଘଟିଛି।
ଚାଲିଛି ପଶ୍ଚିମବଙ୍ଗ ପଞ୍ଚାୟନ ନିର୍ବାଚନ। ଗୋଟିଏ ସପ୍ତାହର ଅନିଶ୍ଚିତତା ପରେ...





















