୨୫ ମିନିଟରେ ୧୫୦ କିଲୋମିଟର : ଆସୁଛି ଦେଶର ପ୍ରଥମ ହାଇପରଲୁପ୍ ଟ୍ରେନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନ୍ ଓ ଜାପାନକୁ ପଛରେ ପକାଇ ଭାରତରେ ଦୌଡ଼ିବ ପ୍ରଥମ ହାଇପରଲୁପ୍ ଟ୍ରେନ୍। ବୁଲେଟ୍ ଟ୍ରେନ୍ଠାରୁ ବି ଅଧିକ ବେଗରେ ଚାଲିବ ଏହି ଟ୍ରେନ୍।
ଭାରତରେ ପୁନେ ଏବଂ ମୁମ୍ବାଇ ମଧ୍ୟରେ ଏକ...
ଅବଦୁଲ୍ କଲାମ୍ ଦ୍ୱୀପରୁ ଅଗ୍ନି-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ଜିଲ୍ଲାର ଅବ୍ଦୁଲ୍ କଲାମ ଦ୍ୱୀପରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅଗ୍ନି-୨ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି।
ମଙ୍ଗଳବାର ଦିନ ଓଡ଼ିଶା ଉପକୂଳସ୍ଥ ସାଗର ମଧ୍ୟରେ ଥିବା ଅବ୍ଦୁଲ୍ କଲାମ ଦ୍ୱୀପରୁ ସ୍ୱଦେଶୀ ଜ୍ଞାନକୌଶଳରେ...
ପରଦାକୁ ଆସୁଛି ‘ବୀର୍ ଯୋଦ୍ଧା ମହାବଳୀ’
ଓଡ଼ିଶାଲାଇଭ୍ ବ୍ୟୁରୋ
‘ବାହୁବଳୀ’ ଫିଲ୍ମକୁ ଟକ୍କର ଦେବାକୁ ପରଦାକୁ ଆସୁଛି ‘ବୀର୍ ଯୋଦ୍ଧା ମହାବଳୀ’
‘ବାହୁବଳୀ’ ଫିଲ୍ମର କ୍ରେଜ୍କୁ ଦର୍ଶକ ଭୂଲି ପାରିନଥିଲାବେଳେ ପୁଣିଥରେ ଏହି ଧରଣର ଏକ ଭୋଜପୁରୀ ଫିଲ୍ମ ପରଦାକୁ ଆସୁଛି।
ଏହି ଫିଲ୍ମର...
ଡୁପ୍ଲିକେଟ୍ ମାଧୁରୀଙ୍କ ପ୍ରେମରେ ମନୋଜ ପ୍ରଭାକର
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡରେ ଡୁପ୍ଲିକେଟ୍ ମାଧୁରୀ କୁହାଯାଉଥିବା ଫରହୀନଙ୍କ ସହ କ୍ରିକେଟର ମନୋଜ ପ୍ରଭାକରଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା।
ବଲିଉଡରେ ଧକ୍ ଧକ୍ ଗାର୍ଲ ମାଧୁରୀ ଦିକ୍ଷିତ ରାଜ୍ କରୁଥିବା ବେଳେ ତାଙ୍କ ଭଳି ଦେଖାଯାଉଥିବା...
ବିଜେପୁର ଉପ-ନିର୍ବାଚନ: ବିଜେପି ପାଇଁ ‘କର ବା ମର’
ଭାସ୍କର ପରିଚ୍ଛା
ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ଟକ୍କର ଦେବା କଷ୍ଟକର ବ୍ୟାପାର ବୋଲି ବିଜେପି ନେତୃବୃନ୍ଦ ଜାଣିଛନ୍ତି। ଆନ୍ଧ୍ରରେ ତେଲୁଗୁ ଦେଶମ ସହିତ କେତେବେଳେ ଥଣ୍ଡା ତ କେତେବେଳେ ଗରମ ଭଳି ସମ୍ପର୍କ ରହିଛି।...
ବିଜେପୁରରେ ମଙ୍ଗଳବାର ଜମିବ ପ୍ରଚାର: ମଇଦାନକୁ ଓହ୍ଲାଇବେ ନବୀନ ଓ ସ୍ମୃତି ଇରାନି
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାର ବରପାଲ୍ଲିରେ ରୋଡ ସୋ କରିବେ ନବୀନ
ବୁଧବାର ଗାଇସିଲଟରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ
ନବୀନଙ୍କୁ କାଉଣ୍ଟର କରିବା ପାଇଁ ବିଜେପିର ଅସ୍ତ୍ର ସ୍ମୃତି ଇରାନି
ଗାଇସିଲଟ ବ୍ଳକରେ...
କେଉଁଠି ନିରବ ମୋଦି? ପିଏନବି ଠକେଇର ଅଭିଯୁକ୍ତଙ୍କୁ ଧରିବା ପାଇଁ ସିବିଆଇର ତନାଘନା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱର ପ୍ରମୁଖ ଏୟାରପୋର୍ଟରେ ନୋଟିସ
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମୁମ୍ବାଇସ୍ଥିତ ବ୍ରେଡି ହାଉସ ଶାଖା ସିଲ୍
ବିପୁଲ ଅମ୍ବାନିଙ୍କୁ ଜେରା
୩୫ଟି ସ୍ଥାନରେ ପୁଣି ଚଢ଼ାଉ କଲା ଇଡି
ପଞ୍ଜାବ ନ୍ୟାସନାଲ...
ହାତ ଛାଡ଼ି ପଦ୍ମ ଧରିଲେ ଅଭିନେତ୍ରୀ ଅପରାଜିତା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=qw78TEoUQBs]
ଓଲିଉଡ ଅଭିନେତ୍ରୀ ଅପରାଜିତା ମହାନ୍ତି କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି।
ହାତ ଛାଡ଼ି ପଦ୍ମ ଧରିଛନ୍ତି ଓଲିଉଡର ଭେଟରାନ୍ ଅଭିନେତ୍ରୀ ଅପରାଜିତା। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ...
୨୦୧୮-୧୯ କ୍ରିକେଟ୍ କ୍ୟାଲେଣ୍ଡର ପ୍ରକାଶିତ: ଭାରତ ଖେଳିବ ୬୪ଟି ଅନ୍ତର୍ଜାତୀୟ ମ୍ୟାଚ୍
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୮-୧୯ରେ ଭାରତୀୟ କ୍ରିକେଟ୍ ଦଳ ଟେଷ୍ଟ, ଦିନିକିଆ ଓ ଟ୍ୱେଣ୍ଟି୨୦ ଫର୍ମାଟ୍ରେ ମୋଟ ୬୩ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ।
କ୍ରିକେଟ୍ କ୍ୟାଲେଣ୍ଡର ଅନୁଯାୟୀ ଏପ୍ରିଲ୍ରୁ ବର୍ଷାରମ୍ଭ ହୁଏ। ୨୦୧୮-୧୯ ସିଜିନ୍ରେ ଭାରତୀୟ ଦଳ ୧୨ଟି ଟେଷ୍ଟ, ୩୦ଟି ଦିନିକିଆ ଓ ୨୧ଟି ଟ୍ୱେଣ୍ଟି୨୦ ମ୍ୟାଚ୍ ଖେଳିବ। ଏପ୍ରିଲ୍ ମାସରେ...
ତୃତୀୟ ବିବାହ କଲେ ଇମ୍ରାନ୍ ଖାନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନ ତହରିକ-ଏ-ଇନସାଫ (ପିଟିଆଇ)ର ପ୍ରମୁଖ ତଥା ପୂର୍ବତନ କ୍ରିକେଟର୍ ଇମ୍ରାନ ଖାନ୍ ପୁଣିଥରେ ବିବାହ କରିଛନ୍ତି।
ପାକିସ୍ତାନ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ତଥା ରାଜନେତା ଇମ୍ରାନ ଖାନ ତୃତୀୟ ବିବାହ କରିଛନ୍ତି।
ପାକିସ୍ତାନ...





















