ସ୍ପିକ୍‌ମାକେ ପକ୍ଷରୁ ଭୁବନେଶ୍ୱରରେ ଅଲ୍‍-ନାଇଟ୍‌ କନ୍‌ସର୍ଟ ‘ୟାମିନି’, ଫେସବୁକ୍‌ରେ ଲାଇଭ୍‌ଷ୍ଟ୍ରିମିଂ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଭାରତୀୟ କଳା ଓ ସଂସ୍କୃତି, ବିଶେଷକରି ବିଭିନ୍ନ ପର୍‌ଫର୍ମିଂ ଆର୍ଟ୍‌ସ ଧାରାକୁ ନୂଆ ପିଢ଼ି ସହିତ ଯୋଡ଼ିବା ପାଇଁ ଉଦ୍ୟମ କରିଆସୁଥିବା ‘ସ୍ପିକ୍‌ମାକେ’ ପକ୍ଷରୁ ଭୁବନେଶ୍ୱରରେ ହେବାକୁ ଯାଉଛି ଅଲ୍‌-ନାଇଟ୍‍ କନ୍‌ସର୍ଟ...

ବିଜେଡିର ମିଶନ୍ ବିଜେପୁର: ପ୍ରଚାର ଆରମ୍ଭ କଲେ ରିତା, ମଙ୍ଗ ଧରିଲେ ସ୍ନେହାଙ୍ଗିନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ଦଖଲ ପାଇଁ ବିଜେଡି ଅନ୍ୟ ଦୁଇ ଦଳଠାରୁ ଦୁଇ ପାଦ ଆଗରେ ରହିଛି। ବିଜେପୁରରେ କଂଗ୍ରେସ ଏବଂ ବିଜେପିର ପ୍ରାର୍ଥୀ କିଏ ହେବ ତାକୁନେଇ ଅଙ୍କ ଛିଣ୍ଡୁ ନଥିବା ବେଳେ...

ରାହୁଲ ଗାନ୍ଧି କହିଲେ, ‘ଯେବେ ବାହାଘର ହେବା କଥା ହେବ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ବକ୍ସର ବିଜେନ୍ଦର ସିଂ ଆଜି ରାହୁଲ ଗାନ୍ଧିଙ୍କୁ ତାଙ୍କ ବାହାଘର ବିଷୟରେ ପ୍ରଶ୍ନ ପଚାରିଛନ୍ତି। ଏହାର ଉତ୍ତରରେ ରାହୁଲ କହିଛନ୍ତି, ଯେବେ ବାହାଘର ହେବା କଥା ହେବ। ଆଉ ମୁଁ ମୋ...

ଲାଲ ଗଡ଼ରେ ପୋଲିସ ଡିଜି: ବାଇକ୍‌ରେ ତଦାରଖ କଲେ ସୁରକ୍ଷା ବ୍ୟବସ୍ଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲାଲ କରିଡର ଚିତ୍ରକୋଣ୍ଡାରେ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ବାଇକ୍‌ରେ ବୁଲି ତଦାରଖ କଲେ ସୁରକ୍ଷା ବ୍ୟବସ୍ଥା। ମାଲକାନଗିରି ଜିଲ୍ଲା ବଡ଼ପଡ଼ାଠାରୁ ବାଇକରେ ଯାଇ ଗୁରୁପ୍ରିୟା ସେତୁ ନିର୍ମାଣ...

ଜଗା-କାଳିଆଙ୍କ ଆରୋଗ୍ୟ କାମନା କରୁଛି ସାରା ଓଡ଼ିଶା

ଓଡ଼ିଶାଲାଇଭ୍‌ ବ୍ୟୁରୋ କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁଙ୍କ ଅପରେସନ୍ ପରେ ଉଭୟଙ୍କ ଆରୋଗ୍ୟ କାମନା କରିଛନ୍ତି ଓଡ଼ିଶାବାସୀ। ଭୁବନେଶ୍ବରରୁ ବ୍ରହ୍ମପୁର, କଟକରୁ କଳାହାଣ୍ଡି ପର୍ଯ୍ୟନ୍ତ ସବୁଠି ଚାଲିଛି ପୂଜାର୍ଚ୍ଚନା। ଲୋକେ ଉଭୟଙ୍କ ଆରୋଗ୍ୟ କାମନା...

ମରୁଡ଼ି ପ୍ୟାକେଜ୍ ଘୋଷଣା ପରେ ଜୀବନ ହାରିଲେ ଚାଷୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମରୁଡ଼ି ପ୍ୟାକେଜ ଘୋଷଣାର ଦିନକ ପରେ ବରଗଡ଼ ଜିଲ୍ଲାର ଗାଇସିଲଟ ବ୍ଲକରେ ଜୀବନ ହାରିଛନ୍ତି ଚାଷୀ। ଏହାକୁ ନେଇ ରାଜନୀତିରେ ଆରମ୍ଭ ହୋଇଛି କାଦୁଅଫିଙ୍ଗା। ସ୍ବଳ୍ପ ବୃଷ୍ଟି ଦୋହଲାଇ ଦେଇଛି ଚାଷୀର ମେରୁଦଣ୍ଡ। ୧୫ଟି ଜିଲ୍ଲାର...

୫୩ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରିବେ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସରକାର ଚାଷୀଙ୍କଠାରୁ ଚଳିତ ବର୍ଷ ୫୩ ଳକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରିବେ। ଖରିଫ ଋତୁରେ ୪୪ କୁଇଣ୍ଟାଲ ଏବଂ ରବି ଋତୁରେ ୯ କୁଇଣ୍ଟାଲ ଧାନ କିଣିବା ପାଇଁ...

“ମୋ ଦୋକାନରେ ରିକ୍ସାବାଲା ଖାଇଲେ ଯେତିକି ଖୁସି, ମନ୍ତ୍ରୀ ଖାଇଲେ ବି ସେତିକି ଖୁସି” – ସତ୍ୟବ୍ରତ ମହାନ୍ତି

[youtube https://www.youtube.com/watch?v=T89PdvAsSFY] ନିଷ୍ଠାପର ଉଦ୍ୟମ ହିଁ ସଫଳତାର ମାପକାଠି। ନିଷ୍ଠାର ସହ କାମ କଲେ ଯେକୌଣସି ବ୍ୟକ୍ତି ସଫଳତା ହାସଲ କରିପାରେ ବୋଲି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠିତ ମିଠା ଦୋକାନ 'ଛପନ ଭୋଗ'ର ପ୍ରତିଷ୍ଠାତା...

ଦାମଙ୍କ ନୂଆ ଡାଇଲଗ୍: ‘ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି’

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣିଥରେ ବିବାଦରେ ଛନ୍ଦି ହୋଇଛନ୍ତି ବିଜେଡିର ବରିଷ୍ଠ ନେତା ଡାକ୍ତର ଦମୋଦର ରାଉତ। ଯାଜପୁରରେ ଏକ ସାଧାରଣ ସଭାରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଟିପ୍ପଣୀ ଦେଇ ଅଡ଼ୁଆରେ ପଡିଛନ୍ତି...

ଆଇସିୟୁରେ ଜଗା-କାଳିଆ: ଅଲଗା କରିବାକୁ ଲାଗିଥିଲା ୧୧ ଘଣ୍ଟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚିକିତ୍ସା ବିଜ୍ଞାନରେ ଜଗା-କାଳିଆଙ୍କ କେସ୍ ବିରଳ ଘଟଣା। ଏହାକୁ ଧୈର୍ଯ୍ୟର ସହ ମୁକାବିଲା କରିବାରେ ଏମ୍‌ସ ବିଶେଷଜ୍ଞ ଦଳ ସଫଳ ହୋଇଛନ୍ତି ବୋଲି ଏମ୍‌ସ କର୍ତ୍ତୃପକ୍ଷ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଜଟିଳ ଅସ୍ତ୍ରୋପଚାର...