୫୩ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରିବେ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସରକାର ଚାଷୀଙ୍କଠାରୁ ଚଳିତ ବର୍ଷ ୫୩ ଳକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରିବେ। ଖରିଫ ଋତୁରେ ୪୪ କୁଇଣ୍ଟାଲ ଏବଂ ରବି ଋତୁରେ ୯ କୁଇଣ୍ଟାଲ ଧାନ କିଣିବା ପାଇଁ...

“ମୋ ଦୋକାନରେ ରିକ୍ସାବାଲା ଖାଇଲେ ଯେତିକି ଖୁସି, ମନ୍ତ୍ରୀ ଖାଇଲେ ବି ସେତିକି ଖୁସି” – ସତ୍ୟବ୍ରତ ମହାନ୍ତି

[youtube https://www.youtube.com/watch?v=T89PdvAsSFY] ନିଷ୍ଠାପର ଉଦ୍ୟମ ହିଁ ସଫଳତାର ମାପକାଠି। ନିଷ୍ଠାର ସହ କାମ କଲେ ଯେକୌଣସି ବ୍ୟକ୍ତି ସଫଳତା ହାସଲ କରିପାରେ ବୋଲି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠିତ ମିଠା ଦୋକାନ 'ଛପନ ଭୋଗ'ର ପ୍ରତିଷ୍ଠାତା...

ଦାମଙ୍କ ନୂଆ ଡାଇଲଗ୍: ‘ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି’

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣିଥରେ ବିବାଦରେ ଛନ୍ଦି ହୋଇଛନ୍ତି ବିଜେଡିର ବରିଷ୍ଠ ନେତା ଡାକ୍ତର ଦମୋଦର ରାଉତ। ଯାଜପୁରରେ ଏକ ସାଧାରଣ ସଭାରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଟିପ୍ପଣୀ ଦେଇ ଅଡ଼ୁଆରେ ପଡିଛନ୍ତି...

ଆଇସିୟୁରେ ଜଗା-କାଳିଆ: ଅଲଗା କରିବାକୁ ଲାଗିଥିଲା ୧୧ ଘଣ୍ଟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚିକିତ୍ସା ବିଜ୍ଞାନରେ ଜଗା-କାଳିଆଙ୍କ କେସ୍ ବିରଳ ଘଟଣା। ଏହାକୁ ଧୈର୍ଯ୍ୟର ସହ ମୁକାବିଲା କରିବାରେ ଏମ୍‌ସ ବିଶେଷଜ୍ଞ ଦଳ ସଫଳ ହୋଇଛନ୍ତି ବୋଲି ଏମ୍‌ସ କର୍ତ୍ତୃପକ୍ଷ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଜଟିଳ ଅସ୍ତ୍ରୋପଚାର...

ଗୁଜୁରାଟ: କଷଟି ପଥରରେ ମୋଦିଙ୍କ ରାଜନୀତି

ଓଡ଼ିଶାଲାଇଭ୍‍ ବ୍ୟୁରୋ ନରେନ୍ଦ୍ର ମୋଦିଙ୍କ ବହୁଚର୍ଚ୍ଚିତ ରାଜନୀତି ଓ ତଥାକଥିତ ଗୁଜୁରାଟ ମଡେଲ ଏବେ କଷଟି ପଥରରେ। ଗୁଜୁରାଟ ନିର୍ବାଚନ ମଇଦାନକୁ ବିଜେପି ଯେତେବେଳେ ପୂରା ଓହ୍ଲାଇବ, କେବଳ ଦଳ ନୁହେଁ ଖୋଦ ମୋଦି...

ଆଧାର କାର୍ଡ ନାମକ ଗୋଲକଧନ୍ଦା

ଓଡ଼ିଶାଲାଇଭ୍‍ ବ୍ୟୁରୋ ପ୍ରଥମ ଖବର ପ୍ରଥମେ। ଯେଉଁମାନେ ନିଜ ଆଧାର କାର୍ଡ ସହିତ ମୋବାଇଲ ନମ୍ବରକୁ ଯୋଡ଼ି ପାରିନାହାନ୍ତି ସେମାନଙ୍କୁ ଆଉ ବ୍ୟସ୍ତ ହେବାକୁ ପଡ଼ିବ ନାହିଁ। ମୋବାଇଲ-ଆଧାର ଲିଙ୍କର ସମୟ ସୀମା ୩୧ ମାର୍ଚ୍ଚ...

ଗୁଜୁରାଟରେ କଂଗ୍ରେସ ଖେଳିବ ‘ଯୁବ’ କାର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଜୁରାଟ ବିଧାନସଭା ଭୋଟ ପାଇଁ ନିର୍ବାଚନ କମିଶନ ବିଗୁଲ ଫୁଙ୍କିବା ପରେ ସରଗରମ୍ ହୋଇଯାଇଛି ରାଜନୀତି। ୨୨ ବର୍ଷର ବିଜେପି ଗଡ଼କୁ ଭାଙ୍ଗିବା ପାଇଁ କଂଗ୍ରେସ 'ଯୁବ' ଏବଂ 'ଓବିସି' କାର୍ଡ...

ନଭେମ୍ବର-୮: ବିଜେପି ପାଳିବ ‘କଳାଧନ ବିରୋଧୀ ଦିବସ, ବିରୋଧୀ ଦଳ ପାଳିବେ ‘କଳା ଦିବସ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଫଳ ହୋଇଛି ବିମୁଦ୍ରୀକରଣ ନୀତି। ଏଣୁ ବିଜେପି ଏଥିପାଇଁ ନଭେମ୍ବର-୮ରେ ପୂର୍ତ୍ତି ଉତ୍ସବ ପାଳନ କରିବାକୁ ଯାଉଛି। ନଭେମ୍ବର-୮କୁ ବିଜେପି ସରକାର 'କଳା ଧନ ବିରୋଧୀ' ଦିବସ ଭାବେ ପାଳନ କରିବାକୁ...

ଅଲଗା ହେଲେ ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତୀକ୍ଷାର ଅନ୍ତ ଘଟିଛି। ଅପରେସନ୍ ସଫଳ ହୋଇଛି। ଶେଷରେ ଅଲଗା ହୋଇଛନ୍ତି ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆ। ଅପରେସନ୍ ପରେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ମୁଣ୍ଡ ଅଲଗା ହେବା ପରେ...

ଏଣିକି ଘର ପାଖରେ ପହଞ୍ଚିବ ତଟକା ମାଛ: ‘ଫିସ୍‌ ଅନ୍‌ ହ୍ବିଲ୍‌’ ଯୋଜନା ଶୁଭାରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଭିନବ ଯୋଜନା ଆରମ୍ଭ କରିଛନ୍ତି। ଏଣିକି ମାଛ ଏବଂ ଚିଙ୍ଗୁଡି ପାଇଁ ଲୋକଙ୍କୁ ମାର୍କଟେକୁ ଯିବାକୁ ପଡିବନି। ତଟକା ମାଛ ଘର ପାଖରେ...