ସେପ୍ଟେମ୍ବରରୁ ପୁଣି ଶାହା ପାଠଶାଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁନରେ ୩ ଦିନିଆ ଗସ୍ତ ପରେ ପୁଣି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସେପ୍ଟେମ୍ବରରେ ଓଡ଼ିଶା ଅଭିମୁଖେ ଆସୁଛନ୍ତି। ଓଡ଼ିଶାରେ ତିନି ଦିନ ରହି ତୃଣମୂଳସ୍ତରରେ ସଙ୍ଗଠନ ମଜଭୁତ କରିବା...
ଦେଶର ୨୦ଟି ମେଟ୍ରୋରେ ଟମାଟୋ ଦର ୧୦୦ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଟମାଟୋକୁ ନେଇ ସମସ୍ୟା ଦିନକୁ ଦିନ ବଢ଼ିଚାଲିଛି। ଓଡ଼ିଶାରେ ଏବେ ୮୦ ଟଙ୍କାରେ ଟମାଟୋ ବିକ୍ରି ହେଉଥିବା ବେଳେ ଉଣା ଅଧିକ ସମଗ୍ର ଦେଶରେ ଏହି ସ୍ଥିତି ଲାଗି ରହିଛି। ଯୋଗାଣରେ...
ବଦଳିବ ଦେଶର ରାଜନୈତିକ ସମୀକରଣ
ଭାସ୍କର ପରିଛା
ଉପ-ରାଷ୍ଟ୍ରପତି ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀ ଏମ ଭେଙ୍କାୟା ନାଇଡ଼ୁଙ୍କ ବିଜୟ ଅବଶ୍ୟ ପ୍ରଥମରୁ ହିଁ ଜଣାଥିଲା। କିନ୍ତୁ ଫଳ ପ୍ରକାଶ ପାଇବା ପରେ ଭାରତର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ...
OdishaLIVE digitally releases ‘Deepa Jale Deepa Libhe’ unheard Akshay Mohanty classics
OdishaLIVE Bureau
OdishaLIVE the premier web channel of the country digitally released noted Odia singer Namrata Mohanty's new album 'Deepa Jale Deepa Libhe'.
The album is...
ହକି ବିଶ୍ୱ ଲିଗ୍ ପାଇଁ ପ୍ରସ୍ତୁତି ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏସିଆନ ଆଥଲେଟିକ୍ସ ଚାମ୍ପୟନସିପର ସଫଳ ଆୟୋଜନ ପରେ ପୁଣି ଓଡିଶାର କ୍ରୀଡ଼ାପ୍ରେମୀମାନେ ଏହି ଷ୍ଟାଡିୟମରେ ଦେଖିବେ ଆଉ ଦୁଇଟି ମେଗା ହକି ଇଭେଣ୍ଟ।
ଆସନ୍ତା ଡିସେମ୍ବରରେ ହକି ବିଶ୍ୱ...
‘ସୁନା ପିଲା ଟିକେ ସ୍କୃ ଢ଼ିଲା’ରେ ଶୀତଲ ଓ ବାବୁସାନଙ୍କ ଯୋଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଂପ୍ରତିକ ଘଟଣା ତଥା ବାଦ-ବିବାଦକୁ ନେଇ ଏକ ନୂଆ ଢଙ୍ଗରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରସ୍ତୁତ ହୋଇଥିବା ସିନେମା ‘ସୁନା ପିଲା ଟିକେ ସ୍କୃ ଢିଲା’ ଆଜି ସାରା ଓଡ଼ିଶାରେ ମୁକ୍ତିଲାଭ...
ମହାନଦୀ ବିବାଦ: ଛତିଶଗଡକୁ ଚେକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ ଜଳ ବିବାଦରେ ଓଡ଼ିଶାକୁ କିଛି ଭଲ ଫଳ ମିଳିବା ଆରମ୍ଭ ହୋଇଛି। ନବୀନ ପଟ୍ଟନାୟକଙ୍କ ସରକାରଙ୍କ ପାଇଁ ଏହା ଏକ ପ୍ରକାର ଖୁସିର ଖବର। ମହାନଦୀ ଜଳ ବିବାଦର ସମାଧାନ...
ସୁପ୍ରିମକୋର୍ଟର ଐତିହାସିକ ରାୟ: ଖଣି ମାଲିକଙ୍କୁ ଝଟକା
ଓଡ଼ିଶାଲାଇଭ୍ ବ୍ୟୁରୋ
ବେଆଇନ୍ ଖଣି ଉପରୁ ଆଦାୟ ହେବ ଶତପ୍ରତିଶତ ଜୋରିମାନା
୨୦୧୭ ଡିସେମ୍ବର ୩୧ ପୂର୍ବରୁ ଏହି ଜୋରିମାନା ଆଦାୟ
ଖଣି ଦୁର୍ନୀତିର ତଦନ୍ତ ପାଇଁ ବିଶେଷଜ୍ଞ କମିଟି ଗଠନ କରାଯିବ
ବେଆଇନ ଖଣି ଉପରୁ ଶତ...
ବୁର୍ଖା ତଳେ ଲିପଷ୍ଟିକ୍ ଓ ଅନ୍ୟାନ୍ୟ କଥା
ଭାସ୍କର ପରିଛା
ଭାରତରେ ଫିଲ୍ମ ସାର୍ଟିଫିକେସନ ଏକ ଜଟିଳ ସମସ୍ୟା। ପ୍ରେକ୍ଷାଳୟରେ ପ୍ରଦର୍ଶନ ପାଇଁ ଯେଉଁ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା ରହିଛି ତାହାକୁ ଅନେକ ସମୟରେ ଦୁରୂପଯୋଗ କରାଯାଇଥାଏ। ସାର୍ଟିଫିକେସନ ନାମରେ ଚିତ୍ରରେ କାଟଛାଣ୍ଟ ନିର୍ଦ୍ଦେଶର ଭୟ...
ଭାରତୀୟ ଏସ୍ୟୁଭି ବଜାରରେ କଡ଼ା ଟକ୍କର ଦେବ ଜିପ୍ କମ୍ପାସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଯେଉଁମାନେ ପକ୍ଷୀ ଭଳି ଉଡ଼ିବାକୁ ଚାହାନ୍ତି ଏବଂ ଗାଡ଼ିର ଆକ୍ସିଲରେଟରରେ ପାଦ ଥୋଇ ଏହି ସ୍ୱାଧୀନତାର ସ୍ୱାଦ ଚାଖିବାକୁ ଚାହାନ୍ତି, ସେମାନଙ୍କ ପାଇଁ ଏବେ ଖୋଲିଛି ଏସ୍ୟୁଭି ବଜାର। ଏହି ସ୍ପୋର୍ଟ୍ସ୍...





















