କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ନିଜେ ଧର୍ମେନ୍ଦ୍ର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କରୋନା ଲକ୍ଷଣ ଦେଖାଦେବା ପରେ ଡାକ୍ତରଙ୍କ ପରାମର୍ଶ...

ଭୁବନେଶ୍ୱରରେ ଚାଟ୍‌, ଗୁପ୍‌ଚୁପ୍‌ ଓ ଚା’ ପାର୍ସଲ ମିଳିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଲକ୍‌ଡାଉନ୍‌ ହଟିବା ପରେ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଉଛି। ବନ୍ଦ ଥିବା ଦୋକାନ ବଜାର ଖୋଲୁଛି। ତେବେ ରାସ୍ତା କଡ଼ ଜଳଖିଆ ଦୋକାନ, ଠେଲା ଦୋକାନ, ଢ଼ାବା ଆଦି...

ଭୁବନେଶ୍ୱରରେ ଖୋଲିବ ରାସ୍ତାକଡ଼ ଠେଲା ଦୋକାନ – ବିଏମସି ଆଣିଲା ଗାଇଡଲାଇନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମହାମାରୀ ପାଇଁ ମାସ ମାସ ଧରି ଗୁପ୍‌ଚାପ୍‌, ଚାଟ, ଏମିତି କିଛି ଖାଦ୍ୟ ବିକ୍ରୟକାରୀଙ୍କ ବେପାର ବନ୍ଦ ରହିଛି। ଫଳରେ ସେମାନଙ୍କ ଜୀବନ ଜୀବିକା ସବୁଠୁ ଅଧିକ ପ୍ରଭାବିତ ହୋଇଛି।...

ଭୁବନେଶ୍ଵରରୁ ଆଉ ୧୪୯ ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୧୭କୁ ବୃଦ୍ଧି

ଓଡିଶାଲାଇଭ୍ କରୋନା ବ୍ୟୁରୋ ଭୁବନେଶ୍ଵରରୁ ପୁଣି ୧୪୯ ପଜିଟିଭ୍ କ୍ଵାରେଣ୍ଟାଇନ୍‌ରୁ ୯୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୧ ଜଣ ସହରରେ ମୋଟ ପଜିଟିଭ୍ ସଂଖ୍ୟା ୩୨୧୭କୁ ବୃଦ୍ଧି ଭୁବନେଶ୍ଵରରେ କରୋନା ପଜିଟିଭ୍ ସଂଖ୍ୟା...

ଭୀମସାରର ୯ ଡାକ୍ତର କୋଭିଡ୍ ପଜିଟିଭ୍, ମେଡିସିନ୍ ବିଭାଗ ଓପିଡି ବନ୍ଦ

ଓଡିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଜଣକ ପରେ ଜଣେ କୋଭିଡ୍ ଯୋଦ୍ଧା କରୋନାରେ ଆକ୍ରାନ୍ତ ହେଉଛନ୍ତି। ଆଜି ବୁର୍ଲା ଭୀମସାର ମେଡିସିନ୍ ବିଭାଗର ୯ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣକୁ...
corona case

ରାଜ୍ୟରେ ୩୭ ହଜାର ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା – ଦିନକରେ ୧୩୮୪ ପଜିଟିଭ୍

ଓଡିଶାଲାଇଭ୍ ବ୍ୟୁରୋ ଦିନକରେ ୧୩୮୪ ପଜିଟିଭ୍ ଚିହ୍ନଟ କ୍ଵାରେଣ୍ଟାଇନ୍‌ରୁ ୮୮୯ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୯୫ ଆକ୍ରାନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୬୮୧କୁ ବୃଦ୍ଧି ରାଜ୍ୟରେ ଆଜି ପୁଣି ୧୩୮୪ ଜଣ ଆକ୍ରାନ୍ତ ଚିହ୍ନଟ...
corona case-2

ରାଜ୍ୟରେ ଆଉ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ – କେବଳ ଗଞ୍ଜାମରୁ ୬

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ଓଡ଼ିଶାରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୧୬କୁ ବୃଦ୍ଧି ଘଟିଛି। ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ...

କରୋନା କବଳରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ଟୁଇଟ କରି ନିଜେ ସୂଚନା ଦେଇଛନ୍ତି ସିଦ୍ଧରମୈୟା। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ହହ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଥିସହ ତାଙ୍କ ସଂସ୍ପର୍ଶରେ ଯେଉଁମାନେ...
corona test 1

ଦେଶରେ କରୋନା ସ୍ଥିତି ସାଘାଂତିକ – ଦିନକରେ ୫୨ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ, ୮୦୩ ମୃତ

ଓଡିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୫୨,୦୫୦ ଆକ୍ରାନ୍ତ, ୮୦୩ ମୃତ ମୋଟ ପଜିଟିଭ୍ ସଂଖ୍ୟା ୧୮,୫୫,୭୪୬କୁ ବୃଦ୍ଧି ମୋଟ ୩୮,୯୩୮ ଆକ୍ରାନ୍ତ ମୃତ ଦେଶର କରୋନା ଗ୍ରାଫ୍‌ରେ ପ୍ରତିଦିନ ହଜାର ହଜାର ପଜିଟିଭ୍ ସାମିଲ...

ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଟେଷ୍ଟିଂ ବଢ଼ାଯିବ – ପ୍ରଦୀପ୍ତ ମହାପାତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=joE6au4XAuA ସୁନ୍ଦରଗଡ଼ରେ କରୋନା ମୁକାବିଲା ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଉରକେଲାରେ ଲାଗିବ ଆର୍‌ଟିପିସିଆର୍‌ ମେସିନ ଔଷଧ, ପିପିଇ କିଟ୍‌ ଏବଂ ଆଣ୍ଟିଜେନ୍‌...