ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ସଂଖ୍ୟା ୫ ପ୍ରତିଶତ ତଳକୁ ଖସିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର କରୋନା ସଂକ୍ରମଣ ଗ୍ରାଫ୍ରେ ଦିନକୁ ଦିନ ସୁଧାର ଆସିବାରେ ଲାଗିଛି। ସୋମବାର ଦିନ ରାଜ୍ୟରେ କରୋନାର ଟେଷ୍ଟ ପଜିଟିଭ୍ ହାର ବା ଟିପିଆର ୫ ପ୍ରତିଶତ ତଳକୁ ଖସିଛି। ରବିବାର...
ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ୧୮ ବର୍ଷରୁ ଅଧିକ ବର୍ଗଙ୍କ ପାଇଁ କୋଭିଡ୍ ଟିକାକରଣ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ୧୮ ବର୍ଷରୁ ଅଧିକ ବୟସର ସବୁ ବର୍ଗର ବ୍ୟକ୍ତିଙ୍କ ପାଇଁ କୋଭିଡ୍ ଟିକାକରଣ ଆରମ୍ଭ ହୋଇଛି। ୨୧ ଜୁନ୍ ୨୦୨୧, ସୋମବାରଠାରୁ ଜିଲ୍ଲାର ସମସ୍ତ ପୌରପାଳିକା ଓ...
ଜୁନ୍ ୨୧ରୁ ମୁନିସିପାଲିଟି ଓ ଏନଏସି ଅଞ୍ଚଳରେ ଦିଆଯିବ ଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁନ୍ ୨୧ତାରିଖ ସୋମବାରଠାରୁ ୯ଟି ମୁନିସିପାଲିଟି ଓ ଏନଏସିରେ କୋଭିସିଲ୍ଡ ଟିକା ଦେବା ପ୍ରକ୍ରିୟା ଆରମ୍ଭ ହେବ। ଏଥିସହ ୫ଦିନ ଭିତରେ ତାହାକୁ ଶେଷ କରିବା ପାଇଁ ପୌରସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟରେ...
କୋରାପୁଟ ଜିଲ୍ଲାରେ ଆରମ୍ଭ ହେଲା ସେରୋ ସର୍ଭେ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ ପରେ ଶରୀରରେ କେତେ ଆଣ୍ଟିବଡି ସୃଷ୍ଟି ହୋଇଛି ତାହା ଜାଣିବା ପାଇଁ ଗୁରୁବାରଠାରୁ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି ସେରୋ ସର୍ଭେ। ଏଥିପାଇଁ ଆରଏମଆରସିର ଏକ ୧୦ ଜଣିଆ ଟିମ୍...
ଓଡ଼ିଶାରେ ଖସୁଛି କରୋନା ଗ୍ରାଫ୍ – ଦୈନିକ ସଂକ୍ରମଣଠାରୁ ଦ୍ଵିଗୁଣା ହେଉଛନ୍ତି ସୁସ୍ଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ କରୋନା ସଂକ୍ରମଣର ଗ୍ରାଫ୍ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ଆଶ୍ଵସ୍ତିର କଥା ହେଲା ଦୈନିକ ସଂକ୍ରମଣ ଖସିବା ସହ ସୁସ୍ଥ ସଂଖ୍ୟା ବଢୁଛି। ଗତ ୨୪ ଘଣ୍ଟା ମଧ୍ୟରେ...
କରୋନାକୁ ହରାଇଲେ ୮୦ ବର୍ଷୀୟା ବୃଦ୍ଧା – କେନ୍ଦ୍ରାପଡ଼ା ସମ୍ କୋଭିଡ୍ ହସ୍ପିଟାଲରୁ ହେଲେ ସୁସ୍ଥ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାକୁ ପରାସ୍ତ କରିଛନ୍ତି ପୁଣି ଜଣେ ବୟୋଜ୍ୟେଷ୍ଠା। କେନ୍ଦ୍ରାପଡ଼ାର ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ଦୃଢ଼ ଇଛାଶକ୍ତି ଆଗରେ ହାର ମାନିଛି ମହାମାରୀ। ବୃଦ୍ଧାଙ୍କର ଦୃଢ଼ ମନୋବଳ, ଇଚ୍ଛାଶକ୍ତି ତଥା କେନ୍ଦ୍ରାପଡା...
ଏଣିକି ବିନା ପଞ୍ଜୀକରଣରେ ନେଇପାରିବେ କୋଭିଡ ଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ ଟିକା ନେବାପାଇଁ ଏଣିକି ଆଗୁଆ ପଞ୍ଜୀକରଣ କରିବା ଜରୁରୀ ନୁହେଁ। ପଞ୍ଜୀକରଣ ନକରି ମଧ୍ୟ ୧୮ ବର୍ଷରୁ ଊର୍ଦ୍ଧ୍ଵ ଯେକୌଣସି ବ୍ୟକ୍ତି ସିଧାସଳଖ ନିକଟସ୍ଥ ଟିକାକରଣ କେନ୍ଦ୍ରକୁ ଯାଇ ଟିକା...
ଖସୁଛି ସଂକ୍ରମଣ ବଢୁଛି ସୁସ୍ଥହାର – ଆଜି ରାଜ୍ୟରୁ ସୁସ୍ଥ ହେଲେ ୬,୭୯୯ କୋଭିଡ୍ ରୋଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର କରୋନା ସ୍ଥିତିରେ ଦିନକୁ ଦିନ ସୁଧାର ଆସିବାରେ ଲାଗିଛି। ରାଜ୍ୟରେ ଦ୍ରୁତ ବେଗରେ ବଢୁଥିବା ଦୈନିକ ସଂକ୍ରମଣ ଏବେ ଖସି ୩ ହଜାର ମୁହାଁ ହୋଇଛି। ଆଶ୍ଵସ୍ତିର କଥା ଏହି...
ଓଡ଼ିଶାର ଘରୋଇ ହସ୍ପିଟାଲ ପାଇଁ ସଂରକ୍ଷିତ ଥିବା ଟିକାକୁ କମେଇବାକୁ କେନ୍ଦ୍ରକୁ ଚିଠି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ୨୫ ପ୍ରତିଶତ ଟିକା ସଂରକ୍ଷିତ ରହିଛି। ସେହି ଟିକାକୁ ଆଣି ସରକାରଙ୍କ ଷ୍ଟକରେ ଯୋଡ଼ା ଯାଉ ବୋଲି ଓଡ଼ିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ମାତ୍ର...
ବ୍ଲାକ୍ ଫଙ୍ଗସ୍ ରୋଗର ଲକ୍ଷଣ କ’ଣ ଓ କେମିତି ଏଥିରୁ ନିଜକୁ ସୁରକ୍ଷିତ ରଖିବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଙ୍କଟ ମଧ୍ୟରେ କଳା ଫିମ୍ପି ବା ବ୍ଲାକ୍ ଫଙ୍ଗସ୍ ରୋଗ ଚିନ୍ତାର କାରଣ ହୋଇଛି। ସାଧାରଣତଃ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତି କିମ୍ଵା କୋଭିଡରୁ ସୁସ୍ଥ ହୋଇଥିବା...




















