ପୁନେରେ ଫସି ରହିଥିବା ଓଡ଼ିଆଙ୍କୁ ସହଯୋଗର ହାତ ବଢ଼ାଇଲା ସ୍ପ୍ରେଡ ହାପିନେସ ଫାଉଣ୍ଡେସନ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକ୍‌ଡାଉନ ଯୋଗୁଁ ପୁଣେରେ ଫସି ରହିଥିବା ୨୦ହଜାର ଓଡ଼ିଆ ଦାଦନ ଶ୍ରମିକଙ୍କୁ ସହଯୋଗର ହାତ ବଢ଼ାଇଛି ସ୍ପ୍ରେଡ ହାପିନେସ ଫାଉଣ୍ଡେସନ। ପୁଣେରେ ଓଡ଼ିଆ ଫସି ରହିଥିବା ଖବର ପାଇବା ପରେ...

କରୋନା ଅପଡେଟ୍ ଦେଲେ ରାଜ୍ୟ ସରକାର – ଜାଣନ୍ତୁ, ୨୪ ଘଣ୍ଟାର ତାଜା ସୂଚନା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ସମ୍ପର୍କରେ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଜାଣନ୍ତୁ, ସୋମବାର ସୁଦ୍ଧା କ’ଣ ରହିଛି କରୋନା ଅପଡେଟ୍? ରାଜ୍ୟର ସମସ୍ତ କରୋନା ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ...

କେବେ ବାହାରିବ କରୋନା ଔଷଧ? ଔଷଧ ତିଆରିରେ ଲାଗିଛନ୍ତି ୧୬ କମ୍ପାନି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ମହାମାରୀ କରୋନା ଭାଇରସ ପାଇଁ କୌଣସି ଔଷଧ ବାହାରି ପାରିନାହିଁ। ଏବେ ବିଶ୍ଵର ୧୬ଟି ଅଗ୍ରଣୀ ଔଷଧ କମ୍ପାନି ଏହି ମହାମାରୀର ଟିକା ବାହାର କରିବାରେ ଲାଗି ପଡ଼ିଛନ୍ତି। ସାରା ବିଶ୍ଵରେ...

ଲକ୍‌ଡାଉନ୍‌ରେ ଫସିଲେ ଶ୍ରମିକ – ଓଡ଼ିଶାରେ ୨୦ ହଜାର ଶ୍ରମିକଙ୍କ ପାଇଁ ୨୫୦ କ୍ୟାମ୍ପ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଓଡ଼ିଶାରେ ବାହାର ରାଜ୍ୟର ୨୦ ହଜାର ଶ୍ରମିକ ଅଛନ୍ତି। ଲକଡାଉନ୍‌ ବେଳେ ସେମାନେ ନିଜ ରାଜ୍ୟକୁ ଫେରି ନାହାନ୍ତି। ସେମାନଙ୍କୁ ୨୫୦ରୁ ଅଧିକ କ୍ୟାମ୍ପରେ ରଖାଯାଇଛି। ସେମାନଙ୍କର ରହିବା ଓ...

ଦିଲ୍ଲୀର ହୋଟେଲ ଲଳିତରେ ରହିବେ କରୋନା ରୋଗୀଙ୍କ  ଚିକିତ୍ସା କରୁଥିବା ଡାକ୍ତର

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଦେଶ ଏବେ କରୋନା ମହାମାରୀ ସହ ଲଢ଼ୁଥିବାବେଳେ ଡାକ୍ତରମାନେ ନିରନ୍ତର ସେବା ଯୋଗାଉଛନ୍ତି। ଏପରିସ୍ଥଳେ ଦିଲ୍ଲୀର ଲୋକନାୟକ ହସ୍ପିଟାଲ ଏବଂ ଜିବି ପନ୍ତ ହସ୍ପିଟାଲରେ କାମ କରୁଥିବା ସବୁ ଡାକ୍ତରଙ୍କ...

ବଢ଼ିବନି ଲକଡାଉନ୍ ଅବଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକଡାଉନ ସମୟ ବୃଦ୍ଧି ପାଇବ ନାହିଁ। କେନ୍ଦ୍ର ସରକାର ଏନେଇ ଏକ ସ୍ପଷ୍ଟୀକରଣ ଦେଇଛନ୍ତି। ମାର୍ଚ୍ଚ ୨୪ ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିବା ତାଲାବନ୍ଦ ନିର୍ଦ୍ଧାରିତ ୨୧ ଦିନରେ ହିଁ ଶେଷ...

କରୋନା ଭୂତାଣୁ ପାଇଁ ଟିକା ତିଆରି କରିବା ଆଉ କେତେ ଦୂର?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭୂତାଣୁ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। କିନ୍ତୁ, ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ଚିକିତ୍ସା ଓ ମେଡିସିନ୍‌ ପ୍ରସ୍ତୁତ ହୋଇପାରି ନାହିଁ।...

WHOର ପରାମର୍ଶ – ସ୍ୱାସ୍ଥ୍ୟ ପାଇଁ ୩୦ ମିନିଟ୍ ବ୍ୟାୟାମ ଜରୁରୀ

ଓଡ଼ିଶାଲାଇଭ୍  କରୋନା ବ୍ୟୁରୋ ଲକଡାଉନ୍‌ରେ ଦିନସାରା ଘରେ ରହୁଥିବାରୁ ଶରୀର ଉପରେ ନକରାତ୍ମକ ପ୍ରଭାବ ପଡ଼ିପାରେ। ସେଥିପାଇଁ ବ୍ୟାୟାମ କରିବା ଜରୁରୀ। ସାରା ବିଶ୍ୱରେ କରୋନା ଭାଇରସର ଶିକାର ହୋଇଛନ୍ତି ୭ ଲକ୍ଷରୁ ଅଧିକ ଲୋକ।...

କରୋନା ଭୟ – ଚିତ୍ରକୋଣ୍ଡାରେ ସୀମା ସିଲ୍ କଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ କରୋନା ମୁକାବିଲା ପାଇଁ ତତ୍ପର ହୋଇ ଉଠିଛି ଓଡ଼ିଶା ପୋଲିସ। ଜିଲ୍ଲା ସୀମାକୁ ସିଲ୍‌ କରିବା ପାଇଁ କେନ୍ଦ୍ର ନିର୍ଦ୍ଦେଶ ଦେବା ପରେ ଆଜି ଓଡ଼ିଶାର...

କରୋନା ଅପଡେଟ୍ – ସାରା ବିଶ୍ୱରେ ୭ ଲକ୍ଷରୁ ଅଧିକ ଆକ୍ରାନ୍ତ, ୩୪ ହଜାର ମୃତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ସାରା ବିଶ୍ୱରେ ନିଜର ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ। ମଙ୍ଗଳବାର ସୁଦ୍ଧା ସାରା ବିଶ୍ୱର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଟପିଛି। ସେହିଭଳି ଏଥିରେ ମୃତ୍ୟୁ ସଂଖ୍ୟା...