କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବେ କେମିତି?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଆପଣଙ୍କୁ ସଚେତନ ହେବାକୁ ପଡ଼ିବ। ଆପଣଙ୍କ ଘରେ , ସୋସାଇଟିରେ ବା ଅଫିସରେ ଲୋକଙ୍କ ସହ ମିଳାମିଶ କଲା ବେଳେ ହାତ...
ଜନତା କର୍ଫ୍ୟୁର ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଅର୍ଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ୨୨ ମାର୍ଚ୍ଚ ୨୦୨୦କୁ ଜନତା କର୍ଫ୍ୟୁ ଘୋଷିତ କରାଯାଇଛି। କରୋନା ଭୂତାଣୁ ବିରୋଧରେ ଏହା ଏକ ଅତ୍ୟନ୍ତ ବୁଦ୍ଧିମତାଭରା, ବୈଜ୍ଞାନିକ ଓ ଆଧ୍ୟାତ୍ମିକ ପଦକ୍ଷେପ ବୋଲି...
ରବିବାର ‘ଜନତା କର୍ଫ୍ୟୁ’ – ବନ୍ଦ ରହିବ ଘରୋଇ ବସ୍ ଚଳାଚଳ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଆସନ୍ତାକାଲି ରାଜ୍ୟରେ ଗଡ଼ିବନି କୌଣସି ଘରୋଇ ବସ୍। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆହ୍ୱାନ କରାଯାଇଥିବା ‘ଜନତା କର୍ଫ୍ୟୁ’କୁ ସମର୍ଥନ ଜଣାଇ ଏଭଳି ନିଷ୍ପତ୍ତି ନେଇଛି ଘରୋଇ ବସ୍ ମାଲିକ ସଂଘ।
ଫଳରେ ରବିବାର...
ମାର୍ଚ୍ଚ ୨୨ ଜନତା କର୍ଫ୍ୟୁ, ଘରୁ ବାହାରିବେନି ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି କରୋନା ଭାଇରସ। ଦେଶରେ ଗମ୍ଭୀର ହେଉଛି କରୋନା ସ୍ଥିତି। କରୋନାର ସଫଳ ମୁକାବିଲା ପାଇଁ ମାର୍ଚ୍ଚ ୨୨ରେ ପାଳନ ହେବ ଜନତା କର୍ଫ୍ୟୁ। ଏଥିପାଇଁ...
ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗୁ ହେଲା ଅଡ-ଇଭିନ୍ ଫର୍ମୁଲା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଟୁଇନ ସିଟି ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଡ-ଇଭିନ ଫର୍ମୁଲା ଲାଗୁ ହୋଇଛି। କେବଳ ଜରୁରୀକାଳୀନ ସେବା ଗାଡ଼ିକୁ ଛାଡି ଅନ୍ୟ ସମସ୍ତ ଗାଡ଼ି ଉପରେ ଏହି ନିୟମ ଲାଗୁ...
କରୋନାକୁ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କରୋନା ଭୂତାଣୁରୋଗ ସାରା ବିଶ୍ୱରେ ଆତଙ୍କ ଖେଳାଇଦେଇଛି। ଏହା ମହାମାରୀର ରୂପେ ନେଇ ସାରିଥିବାବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ...
କାୟା ବିସ୍ତାର କରୁଛି କରୋନା – ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୮ ଛୁଇଁଲା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭାରତରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୮ ଛୁଇଁଛି। ଆକ୍ରାନ୍ତଙ୍କ ମଧ୍ୟରେ ୩୯ଜଣ ବିଦେଶୀ ନାଗରିକ ରହିଛନ୍ତି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ...
ହୋଟେଲ୍ ଶିଳ୍ପ ଉପରେ କରୋନା ମାଡ଼ – କଟକରେ ୫କୋଟି ଟଙ୍କାର ବୁକିଂ ବାତିଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ୟବସାୟକୁ ନେଇ ଚିନ୍ତାରେ ଟୁର୍ ଅପରେଟର୍, ଟ୍ରାଭେଲ୍ ଏଜେନ୍ସି।
କଟକ: କରୋନା ପ୍ରଭାବ ଏବେ ଅର୍ଥନୀତିକୁ ଦୋହଲାଇ ଦେଲାଣି। ସବୁ ବିଭାଗ ପ୍ରଭାବିତ ହୋଇଥିବା ବେଳେ ଏଥିରୁ ବାଦ୍ ପଡିନି ହୋଟେଲ୍ ଶିଳ୍ପ।...
କନିକା କପୁରଙ୍କ ପାର୍ଟିକୁ ନେଇ ଚାରିଆଡ଼େ ଚହଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ୍ ଗାୟିକା କନିକା କପୁର ଲକ୍ଷ୍ନୌରେ ଦେଇଥିବା ଏକ ପାର୍ଟିକୁ ନେଇ ଏବେ ଚାରିଆଡେ ଆତଙ୍କ ଖେଳିଯାଇଛି। ବିଶେଷକରି ରାଜନେତା ଓ ସାଂସଦମାନେ ଏଥିରେ ଆତଙ୍କିତ ହୋଇ ପଡିଛନ୍ତି। କୋଭିଡ-୧୯ରେ କନିକା...
କାଲିଠୁ କଟକରେ ବି ଲାଗୁ ହେବ ଅଡ୍-ଇଭିନ୍ ଫର୍ମୁଲା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ମୁକାବିଲା ପାଇଁ ଭୁବନେଶ୍ୱର ପରି କଟକରେ ମଧ୍ୟ ଆସନ୍ତାକାଲିଠୁ ଅଡ୍-ଇଭିନ୍ ଫର୍ମୁଲା ଲାଗୁ ହେବ। ଏନେଇ କଟକ ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଅଡ୍ ଦିନରେ ଅଡ୍...





















