କାୟା ବିସ୍ତାର କରୁଛି କରୋନା – ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୬୬କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୬୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ଏନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
୧୬୬ଜଣ କରୋନା...
କରୋନାକୁ ନେଇ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମୁକାବିଲା ପ୍ରସଙ୍ଗକୁ ନେଇ ଆଜି ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୁରୁବାର ରାତି ୮ଟା ବେଳେ ମୋଦୀ କରୋନା ଭାଇରସଜନିତ ସମସ୍ୟା ଓ ତାହାର ମୁକାବିଲା ନେଇ...
ହୋଲସେଲ୍ ବଜାରରେ ମାନ୍ଦାବସ୍ଥା – କଟକ ମାଲଗୋଦାମ ଉପରେ କରୋନା ମାଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ପ୍ରଭାବରେ କଟକ ମାଲଗୋଦାମ ହଲ୍ଚଲ୍। ଆସୁ ନାହାନ୍ତି ବେପାରୀ। ଚିନ୍ତାରେ ଗୋଦାମ ମାଲିକ।
କଟକ: କରୋନା ଭାଇରସ୍ର ପ୍ରଭାବ କଟକ ମାଲଗୋଦାମ ଉପରେ ପଡ଼ିଛି। ଡାଲି, ତେଲ ଆମଦାନୀ ହେଉ ନଥିବାରୁ...
ନବୀନଙ୍କ କରୋନା ମୁକାବିଲାକୁ ମୋଦୀଙ୍କ ପ୍ରଶଂସା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରୋନା ମୁକାବିଲାକୁ ପ୍ରଶଂସା କରିଛନ୍ତି। କରୋନା ପାଇଁ ଓଡ଼ିଶା ଯାହା ପଦକ୍ଷେପ ନେଇଛି ତାହା ପ୍ରଶଂସନୀୟ ବୋଲି ମୋଦୀ ଟୁଇଟ୍...
ଓଡ଼ିଶାରେ ସୁଧୁରୁଛି କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ – ସକାଳେ ଖାଇଲେ ଉପମା, ଦିପହରେ ଭାତ, ଡଲ୍ମା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ଜଣେ ବ୍ୟକ୍ତିଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ସେ କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଅଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରୁଥିବା ରାଜ୍ୟ ସରକାରଙ୍କ ମୁଖ୍ୟ...
କାୟା ମେଲାଉଛି କରୋନା – ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୯ ହଜାର ଟପିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ କାୟା ମେଲାଉଛି କରୋନା। ମଙ୍ଗଳବାର ବିଶ୍ୱର ୧୬୨ଟି ଦେଶକୁ ବ୍ୟାପିଥିବା କରୋନା ଭୂତାଣୁ ଆଜି ଆଉ ପାଞ୍ଚୋଟି ଦେଶକୁ ବୃଦ୍ଧି ପାଇଁ ୧୬୭ଟି ଦେଶରେ ପହଞ୍ଚିଛି।
ଏଥିସହିତ ବର୍ତ୍ତମାନ ସୁଦ୍ଧା...
ଓଡ଼ିଶାରେ ୪୬ କରୋନା ନମୁନା ନେଗେଟିଭ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ସହ ଲଢ଼େଇ କରୁଛି ଓଡ଼ିଶା। କରୋନାକୁ ଦୂରେଇବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ରାଜ୍ୟ ସରକାର। ସରକାରଙ୍କ ରିପୋର୍ଟ ଅନୁଯାୟୀ ବର୍ତ୍ତମାନସୁଦ୍ଧା ଓଡ଼ିଶାରେ ଜଣେ ମାତ୍ର...
ଓଡ଼ିଶାରେ କରୋନା: ଗୋଷ୍ଠୀଗତ ସଂକ୍ରମଣ ରୋକିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ବର୍ତ୍ତମାନ କରୋନା ସହ ଲଢେଇ କରୁଥିବା ଓଡିଶା ପାଇଁ ସବୁଠୁ ବଡ ଆହ୍ଵାନ ହେଉଛି ସଂକ୍ରମଣକୁ ନିୟନ୍ତ୍ରଣ କରିବା।
ବିଶ୍ୱରେ କରୋନା ଭୂତାଣୁ ବ୍ୟାପିବା ଦିନଠାରୁ ଆମେ ଆମ ଭବିଷ୍ୟତକୁ ନେଇ...
କରୋନା ଆଲର୍ଟ – ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ ଆଗୁଆ ରାସନ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ୪୫ ଦିନ ମଧ୍ୟରେ ହିତାଧିକାରୀଙ୍କୁ ୩ମାସର ରାସନ୍ ଯୋଗାଇ ଦିଆଯିବା। ଏନେଇ ବୁଧବାର ରାଜ୍ୟ ଯୋଗାଣ ବିଭାଗ ସୂଚନା ଦେଇଛି।
ଏପ୍ରିଲ ୧ତାରିଖରୁ ୧୫ତାରିଖ ମଧ୍ୟରେ ହିତାଧିକାରୀଙ୍କୁ...
କରୋନା ଅପଡେଟ୍ – ଜାଣନ୍ତୁ, ରାଜ୍ୟ ସରକାର କ’ଣ ଦେଲେ ତାଜା ସୂଚନା?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=QcnvPaaf-wA
କରୋନାକୁ ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ବୁଧବାର ତାଜା ସୂଚନା ପ୍ରଦାନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କରୋନା ଭାଇରସର ଲାଟେଷ୍ଟ୍ ଅପଡେଟ୍ ସବୁକୁ ଗୋଟି...





















