ଅଙ୍ଗନାବାଡି ବନ୍ଦ ହେଲେ ବି ଶିଶୁଙ୍କୁ ଯୋଗାଇ ଦିଆଯିବ ରନ୍ଧାଖାଦ୍ୟ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଅଙ୍ଗନାବାଡି ବନ୍ଦ ହେଲେ ସୁଦ୍ଧା ଶିଶୁଙ୍କୁ ଖାଦ୍ୟ ଯୋଗାଇବେ ଅଙ୍ଗନାବାଡି କର୍ମୀ। ନିୟମିତ ଭାବରେ ଶିଶୁମାନଙ୍କ ଘରେ ଛତୁଆ, ରନ୍ଧା ଖାଦ୍ୟ କିମ୍ବା ଖାଦ୍ୟ ପାଇଁ ସୁଖିଲା ରାସନ୍ ଯୋଗାଇ...

କରୋନା ଭୟ – ସ୍ଥଗିତ ହେଲା OPSC ପରୀକ୍ଷା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା କାରଣରୁ ସ୍ଥଗିତ ହେଲା ଓପିଏଏସି ପରୀକ୍ଷା। ସମସ୍ତ ଲିଖିତ ଓ ମୌଖିକ ପରୀକ୍ଷାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। କରୋନା କବଳରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ସରକାର...

କରୋନା ମୁକାବିଲା – ଏଣିକି ଏଟିଏମରେ ରହିବ ସାନିଟାଇଜର

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଏଣିକି ଏଟିଏମରେ ରହିବ ସାନିଟାଇଜର। ଗ୍ରାହକମାନେ ଏଟିଏମ୍ ବ୍ୟବହାର କରିସାରିବା ପରେ ହାତରେ ସାନିଟାଇଜର ଲଗାଇବେ। ରାଜ୍ୟ ସରକାର ମଙ୍ଗଳବାର ବ୍ୟାଙ୍କମାନଙ୍କ ପାଇଁ ଏଭଳି କିଛି ଗାଇଡଲାଇନ୍ ଜାରି କରିଛନ୍ତି। କରୋନାକୁ...

ବ୍ୟାଙ୍କ ପାଇଁ ଜାରି ହେଲା କରୋନା ଗାଇଡଲାଇନ – କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାକୁ ନେଇ ବ୍ୟାଙ୍କ ପାଇଁ ଗାଇଡଲାଇଲ ଜାରି କରଛନ୍ତି ରାଜ୍ୟ ସରକାର। ଏଣିକି ସମସ୍ତ ବ୍ୟାଙ୍କ ଶାଖାରେ କରୋନା ସଚେତନମୂଳକ ପୋଷ୍ଟର ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏନେଇ...

କରୋନା ଭୟ – ଏପ୍ରିଲ ୧ ଯାଏଁ ଧର୍ମଘଟ, ଧାରଣା ଦେବନି ବିଜେପି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା କାରଣରୁ ଆଗାମୀ ମାସେ ପର୍ଯ୍ୟନ୍ତ ଦେଶର କୌଣସି ସ୍ଥାନରେ ଧର୍ମଘଟ କିମ୍ବା ଧାରଣା କରିବନି ବିଜେପି। ଯେଉଁ ରାଜ୍ୟରେ ଦଳ ବିରୋଧୀ ଆସନରେ ବସିଛି, ସେଠାରେ ମଧ୍ୟ ମାସେ...
office

କରୋନା କଟକଣା – ଆଇଟି ସଂସ୍ଥା ପାଇଁ ଜାରି ହେଲା ଗାଇଡଲାଇନ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସର ମୁକାବିଲା କରିବାକୁ ଆଇଟି ସଂସ୍ଥା ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ଆଇଟି ସଂସ୍ଥାରେ ବିଦେଶ ଫେରନ୍ତା କର୍ମଚାରୀମାନଙ୍କୁ ରାଜ୍ୟ ସରକାରଙ୍କ ଅନଲାଇନ୍ ପୋର୍ଟାଲ www.covid19.odisha.gov.in...

କରୋନାକୁ ‘ନା’, ରେଜିଷ୍ଟ୍ରେସନକୁ ‘ହଁ’

 ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ମାର୍ଚ୍ଚ ୪ ତାରିଖ ବା ତା’ ପରଠାରୁ ବିଦେଶରୁ ଓଡ଼ିଶାକୁ ଆସୁଥିବା ସବୁ ବ୍ୟକ୍ତିଙ୍କ ପାଇଁ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ। ଏହି ରେଜିଷ୍ଟ୍ରେସନ ମାର୍ଚ୍ଚ ୧୭ରୁ ଆରମ୍ଭ ହୋଇଛି। ଟୋଲ୍‌ ଫ୍ରି ନମ୍ବର...

କରୋନା କଟକଣା ଅବମାନନା ଅଭିଯୋଗ – ବିଏମସି ସିଲ୍ କଲା ହୋଟେଲ ଓ କୋଚିଂ ସେଣ୍ଟର

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା କଟକଣା ଅବମାନନା ଅଭିଯୋଗରେ ଭୁବନେଶ୍ୱରରେ ଘରୋଇ ସ୍କୁଲ ଓ କୋଚିଂ ସେଣ୍ଟର ସିଲ୍ କଲା ବିଏମସି ସ୍କ୍ୱାଡ୍। କରୋନା କଟକଣା ତଦାରଖ ପାଇଁ ରାଜଧାନୀରେ ଧରପଗଡ଼ ଚଳାଇଛି ବିଏମସି...

ବିଏମ୍‌ସିର କରୋନା କଟକଣା: ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ଖୋଲା ରହିବ ହାଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସତର୍କତା ପାଇଁ ଏଣିକି ଭୁବନେଶ୍ୱରରେ ଥିବା ପ୍ରମୁଖ ହାଟଗୁଡ଼ିକ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଖୋଲା ରହିବ। ଏନେଇ ବିଏମ୍‌ସି ପକ୍ଷରୁ କଟକଣା ଜାରି କରାଯାଇଛି। ମାର୍ଚ୍ଚ ୩୧...

କରୋନା ବିଷୟରେ ଛୋଟପିଲାଙ୍କୁ କେମିତି କହିବେ?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ବର୍ତ୍ତମାନ କରୋନା ଭାଇରସ ଯେଉଁଭଳି ଭାବେ ତା’ର କାୟା ମେଲାଇଛି ଏଥିରେ ଲୋକେ ଆତଙ୍କିତ ହେବା ସ୍ୱାଭାବିକ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା  ବଡ଼ମାନେ ସିନା କରୋନା ଭାଇରସ ବିଷୟରେ ବୁଝିପାରୁଛନ୍ତି...