କାୟା ବିସ୍ତାର କରୁଛି କରୋନା – ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭ ଛୁଇଁଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କାୟା ବିସ୍ତାର କରୁଛି କରୋନା। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୨୨ଜଣ  ଭାରତୀୟ ରହିଥିବା ବେଳେ ୨୫ଜଣ ବିଦେଶୀ ନାଗରିକ ରହିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ...

ବିଦେଶ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ: ଓଡ଼ିଶାରେ ପହଞ୍ଚିବାର ୨୪ ଘଣ୍ଟା ମଧ୍ୟରେ ରେଜିଷ୍ଟ୍ରେସନ୍‌ କରନ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଦେଶ ଫେରନ୍ତାଙ୍କ ନାଗରିକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ। ବିଦେଶରୁ ଫେରିଥିଲେ ୨୪ ଘଣ୍ଟା ମଧ୍ୟରେ ଟୋଲ ଫ୍ରି ନମ୍ବର ୧୦୪ ବା ଓଡ଼ିଶା ସରକାରଙ୍କ ଓ୍ୱେବସାଇଟ୍‌  www.covid19.odisha.gov.in ରେ ପଞ୍ଜୀକରଣ କରିବା...

କରୋନା ଗୁଜବ ପ୍ରଚାର କରି ଗିରଫ ହେଲେ ଯୁବକ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାକୁ ନେଇ ଗୁଜବ ପ୍ରଚାର କରି ଗିରଫ ହେଲେ ଯୁବକ। ଗିରଫ ଯୁବକ ଜଣକ ଅନୁଗୁଳ ଜିଲ୍ଲା କୋଲିଆରି ଥାନା ବଲଣ୍ଡା ଅଞ୍ଚଳର ବୋଲି ସୂଚନା ଦେଇଛି ପୋଲିସ। ଯୁବକ ଜଣକ...

ଜାଣନ୍ତୁ, ସାମାଜିକ ଦୂରତା କ’ଣ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ଏବେ ସାମାଜିକ ଦୂରତା ବା social distancing ଉପରେ ଗୁରୁତ୍ୱ ଦିଆଯାଉଛି। କ’ଣ ଏହି ସାମାଜିକ ଦୂରତା? ଆସନ୍ତୁ ଜାଣିବା। ଇନ୍‌ଫେକ୍ସନ କମ...

କରୋନା ମାଡ଼ – ଓଡ଼ିଶା ହୋଟେଲ ଓ ପର୍ଯ୍ୟଟନ ଶିଳ୍ପକୁ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ହାରୋର ନିବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ଉପରେ କରୋନା ପ୍ରଭାବ  ଉଦ୍‌ବେଗ ପ୍ରକାଶ କଲା ‘ହାରୋ’ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପକୁ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ହାରୋ ହୋଟେଲ ଉପରୁ...

କରୋନା ଭାଇରସ୍‌କୁ ନେଇ ଜାଣନ୍ତୁ ଏହି ବଡ଼ ଖବର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟି ରଖି ଭାରତ ସରକାର ମଧ୍ୟ ବିଭିନ୍ନ କଟକଣା ଜାରି କରିଛନ୍ତି। କରୋନାକୁ ମୁକାବିଲା କରିବାକୁ ଏକଦମ ପ୍ରସ୍ତୁତ...

ହୋମ୍‌ କ୍ଵାରେଣ୍ଟାଇନ୍‌ରେ ରହିଲେ ଭିନିଲ୍‌ କ୍ରିଷ୍ଣା – ଭିଡିଓ ସେୟାର କରି ଦେଲେ ସୂଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସନ୍ଦେହରେ ହୋମ୍‌ କ୍ଵାରେଣ୍ଟାଇନ୍‌ରେ ରହିଛନ୍ତି ଓଏମ୍‌ସିର ପରିଚାଳନା ନିର୍ଦ୍ଦେଶକ ତଥା ଆଇଏଏସ୍ ଭିନିଲ୍‌ କ୍ରିଷ୍ଣା। ସରକାରଙ୍କ ତରଫରୁ ଜାରି ହୋଇଥିବା ଅନ୍‌ଲାଇନ୍‌ ଓ୍ଵେବସାଇଟ୍‌ରେ ରେଜିଷ୍ଟ୍ରେସନ ପରେ ସେ ଏହି ପଦକ୍ଷେପ...

କରୋନା – ରାଲି, ଧାରଣା, ନାଚ ଗୀତକୁ ଦିଲ୍ଲୀ ପୋଲିସର ନା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଭାଇରସ୍‌କୁ ନେଇ କଠୋର ହେଲା ଦିଲ୍ଲୀ ପୋଲିସ। ମାର୍ଚ୍ଚ ୩୧ ଯାଏଁ ରାଲି, ଧାରଣା, ନାଚ ଗୀତକୁ ଦିଲ୍ଲୀ ପୋଲିସ ନା କହିଛି। ଏଥିପାଇଁ କୌଣସି ଅନୁମତି ଦିଆଯିବ...

ମୁଁ ଓ ମୋ ପରିବାର ସମ୍ପୂର୍ଣ୍ଣ ସୁସ୍ଥ ଅଛୁ – ଗଜପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ “ଆମେରିକାରେ ଧର୍ମୀୟ କାମ ସାରି ମାର୍ଚ୍ଚ ୧୫ରେ ଫେରିଥିଲୁ। ସେଠୁ ଫେରି ସରକାରଙ୍କ ନିର୍ଦ୍ଦେଶନୁସାରେ ପଞ୍ଜିକରଣ କରିଥିଲୁ। ଅନଲାଇନ୍‌ ପଞ୍ଜିକରଣ କରି କ୍ଵାରେଣ୍ଟାଇନ୍‌ରେ ରହିଛୁ। ବର୍ତ୍ତମାନ ମୁଁ ଓ ମୋ ପରିବାର...

କରୋନା ସହିତ ଲଢୁଛି ଓଡ଼ିଶା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬, ଓଡ଼ିଶାରେ ଜଣେ ଓଡ଼ିଶାରେ ୩୧ ନମୁନା ନେଗେଟିଭ୍‌ ପଞ୍ଜୀକରଣ ପାଇଁ ଆରମ୍ଭ ହେଲା ନୂଆ ୱେବସାଇଟ୍‌ ୨୪ ଘଣ୍ଟାରେ ପଞ୍ଜୀକରଣ କଲେ...