କରୋନା କଟକଣା ଅବମାନନା ଅଭିଯୋଗ – ବିଏମସି ସିଲ୍ କଲା ହୋଟେଲ ଓ କୋଚିଂ ସେଣ୍ଟର

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା କଟକଣା ଅବମାନନା ଅଭିଯୋଗରେ ଭୁବନେଶ୍ୱରରେ ଘରୋଇ ସ୍କୁଲ ଓ କୋଚିଂ ସେଣ୍ଟର ସିଲ୍ କଲା ବିଏମସି ସ୍କ୍ୱାଡ୍। କରୋନା କଟକଣା ତଦାରଖ ପାଇଁ ରାଜଧାନୀରେ ଧରପଗଡ଼ ଚଳାଇଛି ବିଏମସି...

ବିଏମ୍‌ସିର କରୋନା କଟକଣା: ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ଖୋଲା ରହିବ ହାଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସତର୍କତା ପାଇଁ ଏଣିକି ଭୁବନେଶ୍ୱରରେ ଥିବା ପ୍ରମୁଖ ହାଟଗୁଡ଼ିକ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଖୋଲା ରହିବ। ଏନେଇ ବିଏମ୍‌ସି ପକ୍ଷରୁ କଟକଣା ଜାରି କରାଯାଇଛି। ମାର୍ଚ୍ଚ ୩୧...

କରୋନା ବିଷୟରେ ଛୋଟପିଲାଙ୍କୁ କେମିତି କହିବେ?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ବର୍ତ୍ତମାନ କରୋନା ଭାଇରସ ଯେଉଁଭଳି ଭାବେ ତା’ର କାୟା ମେଲାଇଛି ଏଥିରେ ଲୋକେ ଆତଙ୍କିତ ହେବା ସ୍ୱାଭାବିକ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା  ବଡ଼ମାନେ ସିନା କରୋନା ଭାଇରସ ବିଷୟରେ ବୁଝିପାରୁଛନ୍ତି...

କାୟା ବିସ୍ତାର କରୁଛି କରୋନା – ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭ ଛୁଇଁଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କାୟା ବିସ୍ତାର କରୁଛି କରୋନା। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୨୨ଜଣ  ଭାରତୀୟ ରହିଥିବା ବେଳେ ୨୫ଜଣ ବିଦେଶୀ ନାଗରିକ ରହିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ...

ବିଦେଶ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ: ଓଡ଼ିଶାରେ ପହଞ୍ଚିବାର ୨୪ ଘଣ୍ଟା ମଧ୍ୟରେ ରେଜିଷ୍ଟ୍ରେସନ୍‌ କରନ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଦେଶ ଫେରନ୍ତାଙ୍କ ନାଗରିକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ। ବିଦେଶରୁ ଫେରିଥିଲେ ୨୪ ଘଣ୍ଟା ମଧ୍ୟରେ ଟୋଲ ଫ୍ରି ନମ୍ବର ୧୦୪ ବା ଓଡ଼ିଶା ସରକାରଙ୍କ ଓ୍ୱେବସାଇଟ୍‌  www.covid19.odisha.gov.in ରେ ପଞ୍ଜୀକରଣ କରିବା...

କରୋନା ଗୁଜବ ପ୍ରଚାର କରି ଗିରଫ ହେଲେ ଯୁବକ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାକୁ ନେଇ ଗୁଜବ ପ୍ରଚାର କରି ଗିରଫ ହେଲେ ଯୁବକ। ଗିରଫ ଯୁବକ ଜଣକ ଅନୁଗୁଳ ଜିଲ୍ଲା କୋଲିଆରି ଥାନା ବଲଣ୍ଡା ଅଞ୍ଚଳର ବୋଲି ସୂଚନା ଦେଇଛି ପୋଲିସ। ଯୁବକ ଜଣକ...

ଜାଣନ୍ତୁ, ସାମାଜିକ ଦୂରତା କ’ଣ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ଏବେ ସାମାଜିକ ଦୂରତା ବା social distancing ଉପରେ ଗୁରୁତ୍ୱ ଦିଆଯାଉଛି। କ’ଣ ଏହି ସାମାଜିକ ଦୂରତା? ଆସନ୍ତୁ ଜାଣିବା। ଇନ୍‌ଫେକ୍ସନ କମ...

କରୋନା ମାଡ଼ – ଓଡ଼ିଶା ହୋଟେଲ ଓ ପର୍ଯ୍ୟଟନ ଶିଳ୍ପକୁ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ହାରୋର ନିବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ଉପରେ କରୋନା ପ୍ରଭାବ  ଉଦ୍‌ବେଗ ପ୍ରକାଶ କଲା ‘ହାରୋ’ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପକୁ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ହାରୋ ହୋଟେଲ ଉପରୁ...

କରୋନା ଭାଇରସ୍‌କୁ ନେଇ ଜାଣନ୍ତୁ ଏହି ବଡ଼ ଖବର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟି ରଖି ଭାରତ ସରକାର ମଧ୍ୟ ବିଭିନ୍ନ କଟକଣା ଜାରି କରିଛନ୍ତି। କରୋନାକୁ ମୁକାବିଲା କରିବାକୁ ଏକଦମ ପ୍ରସ୍ତୁତ...

ହୋମ୍‌ କ୍ଵାରେଣ୍ଟାଇନ୍‌ରେ ରହିଲେ ଭିନିଲ୍‌ କ୍ରିଷ୍ଣା – ଭିଡିଓ ସେୟାର କରି ଦେଲେ ସୂଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସନ୍ଦେହରେ ହୋମ୍‌ କ୍ଵାରେଣ୍ଟାଇନ୍‌ରେ ରହିଛନ୍ତି ଓଏମ୍‌ସିର ପରିଚାଳନା ନିର୍ଦ୍ଦେଶକ ତଥା ଆଇଏଏସ୍ ଭିନିଲ୍‌ କ୍ରିଷ୍ଣା। ସରକାରଙ୍କ ତରଫରୁ ଜାରି ହୋଇଥିବା ଅନ୍‌ଲାଇନ୍‌ ଓ୍ଵେବସାଇଟ୍‌ରେ ରେଜିଷ୍ଟ୍ରେସନ ପରେ ସେ ଏହି ପଦକ୍ଷେପ...