ରାଜ୍ୟର କରୋନା ରିପୋର୍ଟ – ଦିନକରେ ୭୫୭ ଆକ୍ରାନ୍ତ ଚିହ୍ନଟ, ୧୬ ମୃତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦିନକରେ ୭୫୭ ନୂଆ ଆକ୍ରାନ୍ତ, ୧୬ ମୃତ
ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୧୨,୫୪୫କୁ ବୃଦ୍ଧି
ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୬୦୮କୁ ବୃଦ୍ଧି
ରାଜ୍ୟର ୨୯ଟି ଜିଲ୍ଲା ଓ...
ରାଜ୍ୟରେ ସୁସ୍ଥ ହେଲେ ଆଉ ୧୦୧୯ ଆକ୍ରାନ୍ତ, ସୁନ୍ଦରଗଡ଼ରୁ ସର୍ବାଧିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆଜି ଆଉ ୧,୦୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୧୪୧ ଜଣ ଅଛନ୍ତି। ଏଥିସହ ମୋଟ ସୁସ୍ଥଙ୍କ ସଂଖ୍ୟା ୩,୦୨,୭୯୬କୁ ବୃଦ୍ଧି ପାଇଛି। ଏନେଇ...
ମାସ୍କ ନପିନ୍ଧିଲେ ୨ ହଜାର ଟଙ୍କା ଫାଇନ୍, ନୂଆ ନିୟମ ଆଣିଲେ ଦିଲ୍ଲୀ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀରେ ମାସ୍କ ନପିନ୍ଧି ଧରାପଡ଼ିଲେ ଏବେ ଗଣିବାକୁ ପଡ଼ିବ ୨ ହଜାର ଟଙ୍କା ଫାଇନ୍। କରୋନା ସଂକ୍ରମଣ ବଢ଼ୁଥିବା ଦେଖି ଦିଲ୍ଲୀ ସରକାର ଏହି ନିୟମ ଜାରି କରିଛନ୍ତି।
ପୂର୍ବରୁ ଦିଲ୍ଲୀରେ ମାସ୍କ...
ଦିଲ୍ଲୀରେ ଅସମ୍ଭାଳ କରୋନା – ଦିନକରେ ୧୩୧ ମୃତ, ୭ ହଜାର ୪୮୬ ପଜିଟିଭ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀରେ ପୁଣି ବଢ଼ୁଛି କରୋନା ସଂକ୍ରମଣ। ନିୟମ କଡ଼ାକଡ଼ି କଲେ କେଜରିଓ୍ୱାଲ ସରକାର।
ଦିଲ୍ଲୀର କରୋନା ମହାମାରୀ ପୁଣି ଭୟଙ୍କର ରୂପ ନେଉଛି। ଗତ ୧୦ ଦିନ ମଧ୍ୟରେ ଦିଲ୍ଲୀରେ ପ୍ରାୟ ୬୦...
ବୟସ୍କ, ପ୍ରସୂତି, ସ୍ୱାସ୍ଥ୍ୟକର୍ମୀଙ୍କୁ ଆଗ ମିଳିବ କରୋନା ଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ ମୁକାବିଲା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ସ୍ୱାସ୍ଥ୍ୟକର୍ମୀ ଓ ଗର୍ଭବତୀ ମହିଳାଙ୍କୁ ଆଗ ମିଳିବ କରୋନା ଟିକା
୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ଦିଆଯିବ ପ୍ରାଥମିକତା
...
ଦିନକୁ ସାଢ଼େ ୪ ଘଣ୍ଟା ବସିବ ବିଧାନସଭା ଶୀତ ଅଧିବେଶନ, ରହିବନି ପ୍ରଶ୍ନକାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ନଭେମ୍ବର ୨୦ରୁ ବିଧାନସଭା ଶୀତ ଅଧିବେଶନ
କୋଭିଡ୍ ନିୟମ ମାନି ଯୋଗଦେବେ ବିଧାୟକ
ଶୀତ ଅଧିବେଶନରେ ରହିବନି ପ୍ରଶ୍ନକାଳ
ପ୍ରଥମ ଦିନରେ ଆଗତ ହେବ ଅତିରିକ୍ତ ବଜେଟ୍
କୋଭିଡ୍ କଟକଣା ଭିତରେ...
ଦିଲ୍ଲୀରେ ହେବନି ଲକଡାଉନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀରେ ଏବେ ହେବନି ଲକଡାଉନ୍। ଜାତୀୟ ରାଜଧାନୀରେ ଏବେ ସେଭଳି କୌଣସି ଲକଡାଉନର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୈତ୍ୟେନ୍ଦ୍ର ଜୈନ।
ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ କରୋନା ସଂକ୍ରମଣ...
ରାଜ୍ୟରେ ଆଜି ଆଉ ୮୬୮ ପଜିଟିଭ୍ ଚିହ୍ନଟ, ୧୫ ଆକ୍ରାନ୍ତଙ୍କ ମୃତ୍ୟୁ
ଓଡ଼ିଶାଲାଇଭ ବ୍ୟୁରୋ
ରାଜ୍ୟରେ ଆଉ ୮୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୦୨ଜଣ କ୍ୱାରେଣ୍ଟାଇନ୍ରେ ରହିଥିବା ବେଳେ ୩୬୬ଟି ଲୋକାଲ କେସ୍ ରହିଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ...
ଦିଲ୍ଲୀକୁ ପୁଣି ଫେରିପାରେ ଲକଡାଉନ୍, କେନ୍ଦ୍ରକୁ ପ୍ରସ୍ତାବ ପଠାଇଲେ କେଜରିୱାଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀକୁ ପୁଣି ଫେରିପାରେ ଲକଡାଉନ୍। କରୋନା ସଂକ୍ରମଣ ବଢୁଥିବା ଦେଖି ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କୁ ଚିଠି ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।
ଦିଲ୍ଲୀରେ ଶୀତ ବଢ଼ିବା ସହିତ ଗତ...
ରାଜ୍ୟରେ ଆଜି ୬୪୪ ପଜିଟିଭ୍ ଚିହ୍ନଟ, ୧୭ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ମଙ୍ଗଳବାର ୩୦ ଜିଲ୍ଲାରୁ ୬୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୭୧ ଜଣ ଚିହ୍ନଟ ହୋଇଥିଲା...




















