ରାଜ୍ୟରେ ପ୍ରାଣ ହରାଇଲେ ଆଉ ୧୫ ଆକ୍ରାନ୍ତ – ୧୧୯୬ରେ ପହଞ୍ଚିଲା ମୋଟ ମୃତ୍ୟୁସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆଜି ଆଉ ୧୫ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ଅନୁଗୁଳ, ମୟୂରଭଞ୍ଜ ଜିଲ୍ଲାରୁ ୩ ଜଣ ଲେଖାଏଁ, ଭୁବନେଶ୍ୱର, ସୁବର୍ଣ୍ଣପୁର, ଢେଙ୍କାନାଳରୁ ୨ ଜଣ ଲେଖାଏଁ, କଟକ,...
ରାଜ୍ୟରେ ଚିହ୍ନଟ ହେଲେ ୧୯୧୩ ପଜିଟିଭ୍ – ସକ୍ରିୟ ମାମଲା ୧୯ ହଜାର ୯୩୨କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ଚିହ୍ନଟ ହେଲେ ଆଉ ୧୯୧୩ ପଜିଟିଭ୍
ମୋଟ ଆକ୍ରାନ୍ତ ୨ ଲକ୍ଷ ୭୬ ହଜାର ୯୪
ସୁସ୍ଥ ହେଲେଣି ୨ ଲକ୍ଷ ୫୪ ହଜାର ୯୧୩
୧୯ ହଜାର ୯୩୨...
ବ୍ରାଜିଲରେ କରୋନା ଟିକା ‘କୋଭାସିଲ୍ଡ’ର ପରୀକ୍ଷଣ ବେଳେ ବ୍ୟକ୍ତିଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଟିକା 'କୋଭିସିଲ୍ଡ'କୁ ଲାଗିଛି ବଡ଼ ଝଟକା। ଟିକାର କ୍ଲିନିକାଲ ଟ୍ରାଏଲ ବେଳେ ବ୍ରାଜିଲର ଜଣେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବ୍ରାଜିଲର ନାସନାଲ ହେଲ୍ଥ ସର୍ଭେଲାନ୍ସ ଏଜେନ୍ସି ଏହି...
ନବୀନଙ୍କ କୋଭିଡ୍ ସ୍ଥିତି ସମୀକ୍ଷା – ପୂଜା ସମୟରେ ସତର୍କ ରୁହ, ଅର୍ଥନୈତିକ କାର୍ଯ୍ୟକୁ ତ୍ୱରାନ୍ୱିତ କର
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ୍ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ପାର୍ବଣ ଋତୁରେ ସତର୍କ ରହିବାକୁ ପରାମର୍ଶ
ଅର୍ଥନୈତିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ
ରାଜ୍ୟରେ ଆରୋଗ୍ୟ ହାର ଏବେ ୯୩ ପ୍ରତିଶତ
ରାଜ୍ୟର ସମସ୍ତ...
କମୁଛି କରୋନା ସଂକ୍ରମଣ : କରୋନା ପ୍ରତିଷେଧକକୁ ନେଇ ନାନା ମତ
କମଳାକାନ୍ତ ପତି
ପ୍ରାୟ ତିନିମାସ ପରେ ଭାରତରେ ଦୈନିକ କରୋନା ସଂକ୍ରମଣ ୫୦ ହଜାର ତଳକୁ ଖସିଛି। ମଙ୍ଗଳବାର କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ପରିସଂଖ୍ୟାନ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ...
ରାଜ୍ୟ କରୋନା ରିପୋର୍ଟ – ୧୯୩୧ ନୂଆ ପଜିଟିଭ୍, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୪ ହଜାରକୁ...
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ୧୯୩୧ ନୂଆ କରୋନା ପଜିଟିଭ୍
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୪ ହଜାର ୧୮୧କୁ ବୃଦ୍ଧି
ଆକ୍ଟିଭ୍ କେସ୍ ୨୦ ହଜାର ୭୫୦
ରାଜ୍ୟରେ ଆଜି ୧୯୩୧ ନୂଆ...
କରୋନାରେ ସର୍ବାଧିକ ପ୍ରଭାବିତ ୫ ରାଜ୍ୟରେ କମୁଛି ସକ୍ରିୟ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବ ଅପେକ୍ଷା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଦେଶରେ ସର୍ବାଧିକ ପ୍ରଭାବିତ ୫ଟି ରାଜ୍ୟରେ ମଧ୍ୟ ସକ୍ରିୟ ମାମଲା ତଳକୁ ଖସିଛି।
ଗତ କିଛି ଦିନ ଧରି...
ଲକଡାଉନ୍ ଯାଇଛି ହେଲେ କରୋନା ଭାଇରସ୍ ନୁହେଁ, ଟିକା ନ ଆସିବା ପର୍ଯ୍ୟନ୍ତ ସତର୍କ ରୁହନ୍ତୁ – ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=5h1oB-nBU8s]ଦେଶବାସୀଙ୍କୁ ପୁଣିଥରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
ଲକଡାଉନ୍ ସରିଛି, ହେଲେ ଭାଇରସ୍ ଯାଇନି
ଟିକା ନ ଆସିବା ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ
ଏବେ ବି...
ସମ୍ ହସ୍ପିଟାଲରେ କୋଭିଡ୍କୁ ପରାସ୍ତ କଲେ ୯୦ ବର୍ଷୀୟ କ୍ୟାନ୍ସର ରୋଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମୁକ୍ତ ହେଲେ ଜଣେ ୯୦ ବର୍ଷୀୟ କ୍ୟାନ୍ସର ରୋଗୀ। ଏହି ବୃଦ୍ଧ ହେଉଛନ୍ତି ମୁରଲୀଧର ଶତପଥୀ। ସମ୍ ହସ୍ପିଟାଲର ଡାକ୍ତର, ନର୍ସ ଓ ପାରାମେଡିକ୍ସଙ୍କର ଉତ୍ତମ ଚିକିତ୍ସା, ଯତ୍ନ ଓ...
କରୋନା ମହାମାରୀ ବେଳେ ଶିଶୁ ଓ ବୟସ୍କଙ୍କ ମାନସିକ ସ୍ଥିତି – ଜାଣନ୍ତୁ ଚିନ୍ତା, ଅବସାଦରୁ ମୁକୁଳିବେ କିପରି?
ଗୀତା ଦାଶ
କରୋନା ମହାମାରୀ ସହ ଦୀର୍ଘ ୭ ମାସ ହେଲା ଲଢ଼େଇ ଚାଲିଥିବା ବେଳେ ଏହାର ପ୍ରଭାବରେ ଶିଶୁ ଓ ବୟସ୍କଙ୍କୁ ବିଭିନ୍ନ ଦିଗରୁ ମାନସିକ ଦୁଶ୍ଚିନ୍ତା ଘାରିଛି। ତାହାର ମୁକାବିଲା କିପରି...




















