୪୦ ଟପିଲା ୧୧ଟି ସହର ତାପମାତ୍ରା, ଟିଟିଲାଗଡ଼ ୪୪ ଡିଗ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ତାପମାତ୍ରା ୪୪ ଡିଗ୍ରୀ ଟପିବା ସହ ଟିଟିଲାଗଡ଼ ଏବେ ତତଲାଗଡ଼ରେ ପରିଣତ ହେଲାଣି।
ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଲେଣି ରାଜ୍ୟବାସୀ। ଆଞ୍ଚଳିକ ପାଣିପାଗ...
୯ଟି ଜିଲ୍ଲାରେ ବଢ଼ିବ ତାପମାତ୍ରା, ପାଣିପାଗ ବିଭାଗର ସତର୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ତିନି ଦିନ ଯାଏଁ ରାଜ୍ୟର ୯ଟି ଜିଲ୍ଲାରେ ତାପମାତ୍ର ବଢ଼ିବ। ଏନେଇ ରାଜ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି।
ପାଣିପାଗ ବିଭାଗ ରାଜ୍ୟର...
ଆସୁଛି ବାତ୍ୟା ଫାନି, ଓଡ଼ିଶାରେ ପଡ଼ିବନି ପ୍ରଭାବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହି ଲଘୁଚାପ ଡିପ୍ରେସନର ରୂପ ନେଇଛି। ଆଗାମୀ ୨୪ ଘଣ୍ଟାରେ ଏହା ଡିପ ଡିପ୍ରେସନର ରୂପ ନେବ। ଏବେ ଏହା ଚେନ୍ନାଇରୁ...
୧୧ ସହରରେ ୪୦ ଟପିଲା ପାରଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଗରମ ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦିନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ସନ୍ଧ୍ୟାରେ କେତେକ ସ୍ଥାନରେ କାଳ ବୈଶାଖୀ ବର୍ଷା ହେଉଛି। ଶନିବାର ସନ୍ଧ୍ୟା...
ଆସୁଛି ବାତ୍ୟା ଫାନି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସୁଛି ବାତ୍ୟା ଫାନି। ଏନେଇ ତାମିଲନାଡ଼ୁରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଏପ୍ରିଲ ୩୦ ଓ ମେ’୧ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ତେବେ ଏହାର ପ୍ରଭାବ ଓଡ଼ିଶା...
କାଳବୈଶାଖୀ ସମ୍ଭାବନା, ୯ ଜିଲ୍ଲାକୁ ସତର୍କ ସୂଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ହେବାର ସମ୍ଭାବନ ରହିଛିା ସନ୍ଧ୍ୟା ୫ଟାରୁ ୮ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର...
ତାତି ବଢ଼ୁଛି – ଟିଟିଲାଗଡ଼ରେ ୪୨ ଟପିଲା ପାରଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ପୁଣି ବଢ଼ୁଛି ତାପମାତ୍ରା। ଗତ ଦୁଇଦିନ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଥିବାରୁ ତାତି କମିବା ପରେ ବୁଧବାର ପୁଣି ବଢ଼ିଛି।
ରାଜ୍ୟର ଅଧିକାଂଶ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହୁଛି।...
ରାଜ୍ୟର ସବୁଠୁ ଉତପ୍ତ ସହର ହେଲା ଭୁବନେଶ୍ୱର, ୪୧.୭ ଡିଗ୍ରୀ ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣିଥରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ହେଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ଅସମ୍ଭାଳ ତାତିରେ ରାଜଧାନୀବାସୀ ଅସ୍ତବ୍ୟସ୍ତ। ଗତକାଲି ରାଜଧାନୀ ସର୍ବୋଚ୍ଚ ତାପମାତ୍ରା ୪୩.୭ ଡିଗ୍ରୀ ଥିବାବେଳେ ଆଜି ପାରଦ ୪୧.୭...
ଅଂଶୁଘାତ! ରାଜ୍ୟରେ ୩ ଦିନରେ ଗଲାଣି ୨ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗତ କିଛି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭୂତ ହୋଇଛି। ପାଖାପାଖି ୧୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ତେବେ ଖରା ଓ ତାତିରେ...
ଭାଜି ହେଉଛି ଓଡ଼ିଶା, ୧୨ ସହରରେ ୪୦ ଉପରେ ପାରଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି। ଅସହ୍ୟ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ରାଜ୍ୟବାସୀ। ସୋମବାର ରାଜ୍ୟର ୧୨ଟି ସହରରେ ତାପମତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ଓଡ଼ିଶାର...


















