କାହିଁକି ହୁଏ ବ୍ରେନ ଟ୍ୟୁମର?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=nD5i071FGUY]
ମସ୍ତିଷ୍କର ଯେକୌଣସି ଭାଗରେ ଅନିୟନ୍ତ୍ରିତ ବୃଦ୍ଧି ଘଟିଲେ ଏହା ଟ୍ୟୁମରର ରୂପ ନେଇଥାଏ। ମସ୍ତିଷ୍କରେ ଟ୍ୟୁମର ହେଲେ ଭୀଷଣ ମୁଣ୍ଡବ୍ୟଥା, ମୁଣ୍ଡ ବ୍ୟଥା ସହ ବାନ୍ତି ହେବା, ବାତ...
ରାଜ୍ୟରେ ଜାରି ରହିବ ମାଗଣା ବୁଷ୍ଟର ଡୋଜ: ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମୟ ସୀମା ଶେଷ ହୋଇଥିଲେ ମଧ୍ୟ ରାଜ୍ୟରେ ମାଗଣା ବୁଷ୍ଟର ଡୋଜ ଜାରି ରହିବ। କେନ୍ଦ୍ର ପକ୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଶନିବାର ଦିନ...
“ଜୀବନଶୈଳୀରେ ପରିବର୍ତ୍ତନ ଏବଂ ମାନସିକ ଚାପ ନିୟନ୍ତ୍ରଣ ଦ୍ୱାରା ହୃଦ୍ଘାତକୁ ଏଡ଼ାଇ ହେବ”
ଓଡ଼ିଶାଲାଇଭ୍ ବ୍ୟୁରୋ
ବଦଳୁ ଥିବା ସମୟ ସହ ଲୋକଙ୍କ ଖାଦ୍ୟପେୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ହୋଇଛି। ଫଳରେ ବିଭିନ୍ନ ରୋଗ ସମସ୍ୟା ଦେଖା ଦେଉଛି। ବିଶେଷ କରି ଏବେ ହୃଦରୋଗ ବଡ଼ ସମସ୍ୟା ହୋଇ...
ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ନୂଆ ଆଇସିୟୁ ଓ ଅକ୍ସିଜେନ ପ୍ଲାଣ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ନୂତନ ଆଇସିୟୁ, ଅକ୍ସିଜେନ ପ୍ଲାଣ୍ଟ ଏବଂ ଥାଇରଏଡି ପରୀକ୍ଷାଗାରର ଲୋକାର୍ପଣ...
ହୃଦୟ ପାଇଁ ଦିନଟିଏ: କେମିତି ରଖିବେ ନିଜ ହୃଦୟକୁ ସୁସ୍ଥ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=iuNbon8pAbk]
ଆଜି ହେଉଛି ବିଶ୍ଵ ହୃଦୟ ଦିବସ। ହୃଦୟ ପାଇଁ ଗୋଟିଏ ଦିନ। ହୃଦରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ୨୦୦୦ ମସିହା ସେପ୍ଟେମ୍ବର ମାସରେ ବିଶ୍ଵ ହୃଦୟ...
ନପୁଂସକତା କାହିଁକି ହୁଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=lmAbKA23f6g]
ପୁରୁଷଙ୍କଠାରେ ଯୌନ ଶିଥିଳତା ବା ଇରେକ୍ଟାଇଲ ଡିସଫଙ୍କସନ୍ ଭଳି ଏକ ପ୍ରମୁଖ ସମସ୍ୟା ଦେଖା ଦେଇଥାଏ। ଯୌନ ଅକ୍ଷମତାକୁ ସରଳ ଭାଷାରେ ବୁଝିବାକୁ ଗଲେ, ଏହା ଏଭଳି ଏକ...
ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଖୋଲିବ କର୍କଟ ରୋଗ ନିରୂପଣ ଓ ଚିକିତ୍ସା କେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ଏଠାରେ ଖୋଲିବାକୁ ଯାଉଛି କର୍କଟ ରୋଗ ନିରୂପଣ ଓ ଚିକିତ୍ସା କେନ୍ଦ୍ର। ରାଜ୍ୟ ସରକାର ଏବଂ ଟାଟା ମେମୋରିଆଲ ହସ୍ପିଟାଲ...
କେମିତି କମାଇବେ ପେଟ ଚର୍ବି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=tREmn4DIjj4]
ସମୟ ବଦଳିବା ସହିତ ଲୋକଙ୍କର ଜୈବନଶୈଳୀରେ ପରବର୍ତ୍ତନ ଆସିଛି। ସବୁଠାରୁ ବଡ଼ କଥା ହେଉଛି ଖାଦ୍ୟ ପେୟର ଅଭ୍ୟାସ ଯଥେଷ୍ଟ ବଦଳିଛି। ଜଙ୍କଫୁଡ ବା ଫାଷ୍ଟଫୁଡ ବର୍ତ୍ତମାନ ପିଲାଠାରୁ...
ଗର୍ଭାବସ୍ଥାରେ ଥାଇରଏଡ୍ ସମସ୍ୟା: କ’ଣ ରହିଛି ଚିକିତ୍ସା ବ୍ୟବସ୍ଥା?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=tUmODPpevtw]
ସାଧାରଣତଃ ଥାଇରଏଡ ସମସ୍ୟା ସହିଳାମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଇଥାଏ। ଠିକ୍ ସମୟରେ ଥାଇରଏଡର ଚିହ୍ନଟ କରାଯାଇ ଚିକିତ୍ସା କରାନଗଲେ ଆଗକୁ ଏହା ଅଧିକ କ୍ଷତିକାର ହେବାର ସମ୍ଭାବନା ରହିଥାଏ।...
କେମିତି ଦୂର ହେବ ପାଟି ଦୁର୍ଗନ୍ଧ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=bn0CQvlkByw]
ବିଭିନ୍ନ ସମୟରେ ଖାଦ୍ୟ ଖାଇବା ପରେ ମଧ୍ୟ ଅଧିକାଂଶ ଲୋକ କୁଳି କରିନଥାନ୍ତି। ଯାହା ଦ୍ଵାରା ବାରମ୍ବାର ଦାନ୍ତ ମୂଳରେ ମଇଳା ଜମା ହୋଇ ଏହା ଦୁର୍ଗନ୍ଧ ହେବା...





















