ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ମସ୍ତିଷ୍କର ଯେକୌଣସି ଭାଗରେ ଅନିୟନ୍ତ୍ରିତ ବୃଦ୍ଧି ଘଟିଲେ ଏହା ଟ୍ୟୁମରର ରୂପ ନେଇଥାଏ। ମସ୍ତିଷ୍କରେ ଟ୍ୟୁମର ହେଲେ ଭୀଷଣ ମୁଣ୍ଡବ୍ୟଥା, ମୁଣ୍ଡ ବ୍ୟଥା ସହ ବାନ୍ତି ହେବା, ବାତ ମାରିବା, ଶରୀରର ସନ୍ତୁଳନ ହରାଇ ବସିବା ଭଳି ଲକ୍ଷଣ ଦେଖାଯାଏ।

ତେବେ ମସ୍ତିଷ୍କରେ ଟ୍ୟୁମର ବା ବ୍ରେନ୍ ଟ୍ୟୁମର କାହିଁକି ହୁଏ? କେମିତି ଏହାକୁ ଚିହ୍ନିବା ଏବଂ ଏହାର ଚିକିତ୍ସା ପଦ୍ଧତି କ’ଣ ରହିଛି ସେ ସମ୍ପର୍କରେ ବିଶିଷ୍ଟ ନ୍ୟୁରୋ ସ୍ପାଇନ୍‌ ସର୍ଜନ ଡାକ୍ତର ଆତ୍ମରଞ୍ଜନ ଦାଶ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #BrainTumor #BrainTumorSymptoms #Treatment #DrAtmaranjanDash

Comment