କରୋନା ବେଳେ ଚାଷୀମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି କୃଷି ବିଭାଗର ଅଧିକାରୀ – ଡକ୍ଟର ଅରୁଣ କୁମାର ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=-FfnQ7GdjHs&t=32s
‘‘କରୋନା ବେଳେ ଚାଷ କାର୍ଯ୍ୟ ଉପରେ କୌଣସି କଟକଣା ନାହିଁ। ଚାଷୀ କିପରି ଜମିକୁ ଯାଇ ଫସଲ ଉତ୍ପାଦନ କରିବ ସେଥିପ୍ରତି କୃଷି ବିଭାଗର ଅଧିକାରୀମାନେ ସଚେତନ ଅଛନ୍ତି। ଚାଷୀମାନଙ୍କୁ ସହାୟତାର...
କରୋନା ସମୟରେ ମନକୁ ସୁସ୍ଥ ରଖିବା କେମିତି, କ’ଣ କହୁଛନ୍ତି ମନୋବିଜ୍ଞାନୀ ଡକ୍ଟର ଜେ ପି ଦାସ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=fadTtV9l8N4&feature=emb_logo
କରୋନା ମୁକାବିଲା ପାଇଁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମନୋବିଜ୍ଞାନୀ ଡକ୍ଟର ଜଗନ୍ନାଥ ପ୍ରସାଦ ଦାସଙ୍କ ପରାମର୍ଶ।
କରୋନା ଭୂତାଣୁ ସଂକ୍ରମଣ ଆଜି ସାରା ବିଶ୍ୱ ପାଇଁ ଏକ ମହାମାରୀ ରୂପ ନେଇଛି। ଏହା...
ଉଠିଲା ସଟ୍ଡାଉନ୍ – ଯାଜପୁରରେ କେଉଁ ଦୋକାନ ଖୋଲା ରହିବ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଯାଜପୁର, ବାଲେଶ୍ୱର, ଭଦ୍ରକରେ ୬୦ ଘଟିଆ ସଟ୍ଡାଉନ୍ ଆଜି ସକାଳ ୧୦ଟାରେ ଉଠିଛି। ହେଲେ ଯାଜପୁର ଜିଲ୍ଲାରେ କାଲିଠୁ କେଉଁ କେଉଁ ଦୋକାନ ଖୋଲା ରହିବ ସେନେଇ ଜିଲ୍ଲା ପ୍ରଶାସନ ବିଜ୍ଞପ୍ତି...
କରୋନା ଭାଇରସର ଲକ୍ଷଣ କ’ଣ, ଜାଣନ୍ତୁ କେମିତି ହୁଏ ପରୀକ୍ଷା?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=fbYkoY8WDoE&feature=emb_logo
କରୋନା ଭୂତାଣୁର ଲକ୍ଷଣ ଓ ଏହାର ପରୀକ୍ଷା କେମିତି ହୁଏ? ଜାଣନ୍ତୁ କ’ଣ କହୁଛନ୍ତି ବରିଷ୍ଠ ପଲ୍ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ।
କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ କାଶ, ସର୍ଦ୍ଦି ତଥା ନାକରୁ ପାଣିଗଡ଼ିବା ଭଳି...
କେମିତି ବ୍ୟାପୁଛି କରୋନା ଭାଇରସ, ଜାଣନ୍ତୁ ଏହାକୁ କେମିତି ରୋକିବା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭୂତାଣୁ କେମିତି ବ୍ୟାପୁଛି ଓ ଏହାକୁ ଆମେ କିପରି ରୋକିପାରିବା? ଆସନ୍ତୁ ଜାଣିବା ଏନେଇ କ’ଣ କହୁଛନ୍ତି ବରିଷ୍ଠ ପଲ୍ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ।
ଥଣ୍ଡା, ସର୍ଦ୍ଦି ଭଳି ଯେମିତି...
କେମିତି ବ୍ୟାପୁଛି କରୋନା ଭାଇରସ? – ଜାଣନ୍ତୁ ଡାକ୍ତରଙ୍କ ମତ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=NShR2m7uHlo]
କରୋନା ଭୂତାଣୁ କେମିତି ବ୍ୟାପୁଛି ଓ ଏହା କାହିଁକି ମାରାତ୍ମକ? ଆସନ୍ତୁ ଜାଣିବା ଏନେଇ କ’ଣ କହୁଛନ୍ତି ଡାକ୍ତର ନିରୋଜ କୁମାର ମିଶ୍ର।
ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା...
ଜାଣନ୍ତୁ ବୟସ୍କଙ୍କ ପାଇଁ କ’ଣ ରହିଛି କରୋନା ପରାମର୍ଶ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=yL0gqehaXWw&feature=emb_logo
ସାରାବିଶ୍ୱରେ କରୋନା ଭାଇରସର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ଉପାୟ ବାହାରିନି। କିନ୍ତୁ ହଁ ସଚେତନ ହେବା ଦ୍ୱାରା...
ଗର୍ଭବତୀଙ୍କ ଉପରେ କରୋନା ଭାଇରସ୍ର ପ୍ରଭାବ – ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର ସୁଜାତା କର?
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=m9q-QoOBqjE]
ମହାମାରୀ କରୋନା ସମୟରେ ଗର୍ଭବତୀ ମହିଳାମାନେ, ସ୍ତନ୍ୟପାନ କରାଉଥିବା ମା’ମାନେ ଓ ନବଜାତ ଶିଶୁମାନେ କିପରି ରହିବେ ସୁରକ୍ଷିତ? ଏନେଇ ଜଣାଶୁଣା ଡାକ୍ତର ସୁଜାତା କର କ’ଣ କହୁଛନ୍ତି? ଆସନ୍ତୁ...
ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପାଇଁ କରୋନା ସତର୍କତା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=fo3jcidkiVc&feature=emb_logo
ଯଦି କୌଣସି ବ୍ୟକ୍ତି ମାର୍ଚ୍ଚ ୪ ପରେ ବିଦେଶରୁ ଓଡ଼ିଶାକୁ ଫେରିଛନ୍ତି, ତେବେ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪କୁ କଲ୍ କରି କିମ୍ବା www.covid19.odisha.gov.inକୁ ଯାଇ ନିଜ ନାମ ପଞ୍ଜୀକରଣ...
କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା।
କୋରୋନା ଭାଇରସର ଲକ୍ଷଣ କ’ଣ?
କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର...