Coronavirus blood test

ରାଜ୍ୟରେ ୧୮ବର୍ଷରୁ କମ୍ ବର୍ଗର ଆକ୍ରାନ୍ତଙ୍କୁ ନେଇ ବଢ଼ିଲାଣି ଚିନ୍ତା, ପୁଣି ବାହାରିଲେ ୧୩୮ ପଜିଟିଭ୍

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ କରୋନା ସଂକ୍ରମଣ ହାର ହ୍ରାସ ପାଉଥିବାବେଳେ, ଏବେ ୦-୧୮ବର୍ଷ ମଧ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କୁ ନେଇ ସମସ୍ତେ ଚିନ୍ତିତ। ରିପୋର୍ଟ...

ସୁଧୁରୁଛି ଓଡ଼ିଶାର କରୋନା ସ୍ଥିତି – ଚିନ୍ତା ବଢ଼ାଉଛି ୧୮ ବର୍ଷରୁ କମ୍ ବୟସ୍କ ସଂକ୍ରମିତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କରୋନା ସ୍ଥିତି ଆସ୍ତେ ଆସ୍ତେ ସୁଧୁରୁଛି। କୋଭିଡର ଦୈନିକ ସଂକ୍ରମଣ ହଜାରେ ତଳକୁ ଖସିବା ପରେ ଏବେ ସାମାନ୍ୟ ଆଶ୍ୱସ୍ତି ମିଳିଛି। ହେଲେ ଶୂନରୁ ୧୮ ବର୍ଷ ବୟସ ମଧ୍ୟରେ...

ନୂଆ ରୂପରେ ଲାଗୁ ହେବ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା – ରାଜ୍ୟର ସାଢ଼େ ତିନି କୋଟି ଲୋକେ...

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆ ରୂପରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଉପକୃତ ହେବେ ରାଜ୍ୟର ସାଢ଼େ ତିନି କୋଟି ଲୋକ ରାଜ୍ୟ ତଥା ଦେଶର ୨୦୦ରୁ ଅଧିକ ଡାକ୍ତରଖାନାରେ ମିଳିବ ଚିକିତ୍ସା...

ତୃତୀୟ ଲହର ପାଇଁ ଏବେଠୁ ପ୍ରସ୍ତୁତ ରାଜ୍ୟ ସରକାର – ଶିଶୁଙ୍କ ଚିକିତ୍ସା ପାଇଁ ବଢ଼ିବ ବେଡ୍ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ “ବର୍ତ୍ତମାନ କରୋନାର ଦ୍ଵିତୀୟ ଲହରରେ ଆମେ ଅଛେ। ତୃତୀୟ ଲହର ପାଇଁ ଏବେଠୁ ପ୍ରସ୍ତୁତ ହୋଇସାରିଲେଣି ରାଜ୍ୟ ସରକାର। ରାଜ୍ୟରେ ସଂକ୍ରମଣ ଏବେବି ରହିଛି। ଅନ୍ୟ ଦେଶ ଓ ରାଜ୍ୟରେ ସଂକ୍ରମଣ...

ରାଜ୍ୟରେ ହେବାକୁ ଥିବା ୮୯ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମରେ ରହିବ କେଉଁ କେଉଁ ସୁବିଧା?

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ହେବାକୁ ଥିବା ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ, କ୍ରୀଡ଼ା କ୍ଷେତ୍ରକୁ ଦୃଢ଼ କରିବା ସହିତ ସ୍ଵାସ୍ଥ୍ୟ ସେବା ଏବଂ ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ଉପଯୋଗୀ ହେବ। ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ାରେ...
corona case

ଆମେରିକାରେ ପୁଣି ମୁଣ୍ଡ ଟେକିଲାଣି କରୋନା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀ ସମଗ୍ର ବିଶ୍ଵରେ ତାଣ୍ଡବ ରଚିଥିବାବେଳେ ଗତ କିଛି ଦିନ ହେବ ଶକ୍ତିଶାଳୀ ଆମେରିକାରେ ଏହା ପୁଣିଥରେ ମୁଣ୍ଡ ଟେକିଥିବା ଖବର ଶୁଣିବାକୁ ମିଳୁଛି। ଏହି କାରଣରୁ ଏବେ ଆମେରିକାରେ...

ଭାରତରେ ଜନସନ୍ କରୋନା ଟିକାକୁ ଅନୁମତି – କେବଳ ଗୋଟିଏ ଡୋଜ୍‌ରେ ହେବ ସମ୍ପୂର୍ଣ୍ଣ ଟିକାକରଣ 

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ କରୋନାର ସିଙ୍ଗଲ ଡୋଜ୍ ଭ୍ୟାକ୍ସିନ୍ ବା ଏକକ ଟିକା ଦିଆଯିବ। ଆମେରିକୀୟ କମ୍ପାନି ଜନସନ୍ ଆଣ୍ଡ ଜନସନ୍ ପକ୍ଷରୁ ତିଆରି ହୋଇଥିବା କରୋନାର ଏହି ସିଙ୍ଗଲ ଡୋଜ୍‌ ଟିକାକୁ ଜରୁରିକାଳୀନ ବ୍ୟବହାର...

କଟକ ଏସସିବି ମେଡିକାଲରେ ଅଗଷ୍ଟ ୧୫ରୁ ଆରମ୍ଭ ହେବ ଏକ୍‌ମୋ ଚିକିତ୍ସା

ଓଡ଼ିଶାଲାଇଭ୍ ବ୍ୟୁରୋ ଅଗଷ୍ଟ ୧୫ତାରିଖରୁ କଟକ ଏସସିବି ମେଡିକାଲରେ ଏକ୍‌ମୋ ସେବା ଯୋଗାଇ ଦିଆଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ ଶନିବାର ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି।ଡିଏମଇଟି କହିଛନ୍ତି,...

ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ଶତାୟୁ ବୃଦ୍ଧ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଜଣେ ଶତାୟୁ ବୃଦ୍ଧ। ବୃଦ୍ଧ ଜଣଙ୍କ ହେଉଛନ୍ତି ଭୁବନେଶ୍ୱର ସ୍ଥିତ ଝାରପଡା ଅଞ୍ଚଳର ବୃନ୍ଦାବନ ସାମଲ। ଜୁଲାଇ ୨୬ରେ ସେ ସଂକ୍ରମିତ...

ବିଶ୍ଵ ସ୍ତନ୍ୟପାନ ସପ୍ତାହ – ଶିଶୁମାନଙ୍କୁ ସୁରକ୍ଷିତ ସ୍ତନ୍ୟପାନ କରାଇବା ମା’ଙ୍କ ଦାୟିତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତିବର୍ଷ ଅଗଷ୍ଟ ମାସ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଏ। ସମଗ୍ର ବିଶ୍ଵର ୧୨୦ଟି ଦେଶରେ ଏହା ପାଳନ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ...