କେନ୍ଦ୍ରକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିଠି – ଓଡ଼ିଶାରେ କୋଭାକ୍ସିନ ବଳକା ଟିକାକୁ ବ୍ୟବହାର କରିବାକୁ ମାଗିଲେ ଅନୁମତି

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭାକ୍ସିନ ଟିକା ନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। କେନ୍ଦ୍ର ପକ୍ଷରୁ ଯେଉଁ କୋଭାକ୍ସିନ ଟିକା ଓଡ଼ିଶାକୁ ଦିଆଯାଇଛି ତାହାର ସୁବ୍ୟବହାର ପାଇଁ ଏହି ପତ୍ରରେ...

ନିୟମଗିରିରେ ବଢୁଛି କରୋନା ସଂକ୍ରମଣ – ଟିକା ନେବାକୁ ଅମଙ୍ଗ ଡଙ୍ଗରିଆ ଆଦିବାସୀ, ମାନୁ ନାହାନ୍ତି ସଙ୍ଗରୋଧ ନିୟମ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡା ଜିଲ୍ଲା ନିୟମଗିରି ପାହାଡ଼ ତଳେ ରହୁଥିବା ଡଙ୍ଗରିଆ କନ୍ଧ ସମ୍ପ୍ରଦାୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସଂକ୍ରମଣ ରୋକିବାକୁ ଜିଲ୍ଲା...

ବାତ୍ୟା ପରାମର୍ଶ – ବାତ୍ୟା ପରେ କେମିତି ନେବେ ସ୍ୱାସ୍ଥ୍ୟର ଯତ୍ନ?

ଓଡ଼ିଶାଲାଇଭ୍ ବ୍ୟୁରୋ ନିକଟରେ ଓଡ଼ିଶାରେ ଦେଖା ଦେଇଥିଲା ବାତ୍ୟା ପରିସ୍ଥିତି। ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ୟାସ୍ ମେ’୨୬ରେ ଉପକୂଳ ଅତିକ୍ରମ କରିଛି। ସାଧାରଣତଃ ବାତ୍ୟା ପରବର୍ତ୍ତୀ ସମୟରେ ଅନେକ ପ୍ରକାରର ଜଳବାହିତ ରୋଗର ସମ୍ଭାବନା...

କରୋନା ଔଷଧ ୨-ଡିଜିର ଦାମ୍ ୯୯୦ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆରଡିଓ) ଓ ଫାର୍ମା କମ୍ପାନି ଡକ୍ଟର ରେଡିସ୍‌ର ମିଳିତ ସହଯୋଗରେ ପ୍ରସ୍ତୁତ କରୋନା ଔଷଧ ଟୁ-ଡିଜିର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଏହି ଔଷଧର ପାଉଚ୍‌ ପିଛା...

ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର – କିଡନୀ ଉପରେ ଥିବା ଗ୍ରନ୍ଥିରୁ ବାହାରିଲା ଟ୍ୟୁମର

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ ଦ୍ୱାରା ପରିଚାଳିତ ସମ୍ ହସ୍ପିଟାଲରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୪୧ବର୍ଷୀୟ ବ୍ୟକ୍ତିଙ୍କର ବାମପଟ କିଡନୀ ଉପରେ ଥିବା ଗ୍ରନ୍ଥିରୁ ୬ସେଣ୍ଟିମିଟର ଆକୃତିର ଏକ ଟ୍ୟୁମରକୁ...

ନିଜ ହସ୍ପିଟାଲରେ ଟିକା ବ୍ୟବସ୍ଥା କରିବାକୁ ଶିଳ୍ପ ସଂସ୍ଥାକୁ ଓଡ଼ିଶା ସରକାରଙ୍କ ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ପୋରେଟ ସେକ୍ଟର ଓ ଶିଳ୍ପ ସଂସ୍ଥାମାନଙ୍କୁ ନିଜ ନିଜ ହସ୍ପିଟାଲରେ ଟିକାକରଣ ବ୍ୟବସ୍ଥା ପାଇଁ ପଦକ୍ଷେପ ନେବାକୁ ଓଡ଼ିଶା ସରକାର ପରାମର୍ଶ ଦେଇଛନ୍ତି। ସେମାନେ ନିଜ ନିଜ ହସ୍ପିଟାଲରେ ଟିକାକରଣ ବ୍ୟବସ୍ଥା...

ଆଣ୍ଟିବଡି ଟେଷ୍ଟ ପାଇଁ ଡିଆରଡିଓ ପ୍ରସ୍ତୁତ କଲା ‘ଡିପ୍‌କୋଭ୍ୟାନ କିଟ୍‌’

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ବିରୋଧି ଲଢ଼େଇରେ ଡିଆଡିଓକୁ ମିଳିଛି ଆଉ ଏକ ସଫଳତା। ନିକଟରେ ୨-ଡିଜି କରୋନା ଔଷଧ ପ୍ରସ୍ତୁତ କରିବାପରେ ଏବେ ଏହି ସଂସ୍ଥା ପକ୍ଷରୁ ଏକ ଆଣ୍ଟିବଡି ଟେଷ୍ଟ କିଟ୍ ପ୍ରସ୍ତୁତ...

ହ୍ଵାଇଟ୍ ଫଙ୍ଗସ୍ କ’ଣ? କେଉଁମାନେ ରହିବେ ସତର୍କ?

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଙ୍କଟ ମଧ୍ୟରେ ଦେଶରେ ଏବେ ଦେଖା ଦେଇଛି ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ। ଏହାକୁ ନେଇ ଲୋକ ଭୟଭୀତ ଥିବାବେଳେ, ଏବେ ପୁଣି ଏକ ନୂଆ ସଂକ୍ରମଣ ସାମ୍ନାକୁ ଆସିଛି, ଯାହାର...

ପୁରୀରେ ଖୋଲିଲା ୧୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ

ଓଡ଼ିଶାଲାଇଭ୍ ବ୍ୟୁରୋ "ରାଜ୍ୟରେ କୋଭିଡ୍‌ର ଦ୍ୱିତୀୟ ଲହର ଜାରି ରହିଛି। ସମଗ୍ର ରାଜ୍ୟ କଠିନ ପରିସ୍ଥିତି ଦେଇ ଗତି କରୁଛି । ପୂର୍ବବର୍ଷ କୋଭିଡ୍‌ର ପ୍ରଥମ ଲହର ସଂକ୍ରମଣକୁ ରୋକିବାରେ ରାଜ୍ୟ ସଫଳ ହୋଇଥିଲା।...

ରାଜ୍ୟରୁ ଆଜି ୧୦,୮୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ – ଖୋର୍ଦ୍ଧାରୁ ସର୍ବାଧିକ ୧୫୫୯ ଜଣ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଥିବା ବେଳେ ସୁସ୍ଥହାର ଏଥିରୁ ଆଶ୍ଵସ୍ଥି ଦେଉଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା...