ସମ୍ ଅଲ୍ଟିମେଟ ମେଡିକେୟାରରେ ଉଦଘାଟିତ ହେଲା ଭର୍ଚୁଆଲ୍ ନର୍ସିଂ ଟ୍ରେନିଂ ପ୍ରୋଗ୍ରାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ଦେଶ ଏବଂ ବିଦେଶରେ କ୍ରିଟିକାଲ୍ କେୟାର ବିଭାଗ ଅଧିନରେ ରୋଗୀଙ୍କ ସେବା କରୁଥିବା ନର୍ସମାନଙ୍କ ନିମନ୍ତେ ଏକ ସବିଶେଷ ନର୍ସିଂ ଟ୍ରେନିଂ ପ୍ରୋଗ୍ରାମ୍ ମଙ୍ଗଳବାର ଉଦ୍ଘାଟିତ...
ମହାରାଷ୍ଟ୍ର – ପୋଲିଓ ବୁନ୍ଦା ବଦଳରେ ଶିଶୁଙ୍କୁ ଦେଲେ ସାନିଟାଇଜର, ୧୨ ଅସୁସ୍ଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୋଲିଓ ବୁନ୍ଦା ବଦଳରେ ସାନିଟାଇଜର ଦେବା ଫଳରେ ୧୨ ଶିଶୁଙ୍କ ଶରୀର ଗୁରୁତର ଭାବେ ଅସୁସ୍ଥ ହୋଇଛି। ଏପରି ଏକ ଆଶ୍ଚର୍ୟ୍ୟଜନକ ଘଟଣା ଘଟିଛି ମହାରାଷ୍ଟ୍ରର ୟାଭତମାଲ ଜିଲ୍ଲାରେ। ସମସ୍ତ ଶିଶୁଙ୍କୁ...
ଅନ୍ୟ ରାଜ୍ୟର ଡାକ୍ତରଙ୍କୁ ଚାକିରି ଦେବେ ଓଡ଼ିଶା ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବହୁ ସଂଖ୍ୟାରେ ଖାଲି ପଡ଼ିଥିବା ଡାକ୍ତର ପଦବୀକୁ ପୁରଣ କରିବା ପାଇଁ ଓଡ଼ିଶା ସରକାର ଏବେ ଅନ୍ୟ ରାଜ୍ୟର ଡାକ୍ତରଙ୍କୁ ନିଯୁକ୍ତି ଦେବେ। ଓଡ଼ିଶାର ସ୍ୱାସ୍ଥ୍ୟ ଇତିହାସରେ ଏହାକୁ ପ୍ରଥମ...
ମେକଅପ୍ ଛଡ଼ାଇବେ କେମିତି?
ଓଡ଼ିଶାଲାଇଭ ବ୍ୟୁରୋ
ଝିଅମାନଙ୍କୁ ମେକଅପ୍ କରିବାକୁ ଭଲ ଲାଗେ। ହେଲେ ବେଳେ ସେମାନେ ମେକଅପ୍ ଛଡ଼ାଇବା ପାଇଁ ଠିକ ଉପାୟ ଆପଣେଇପାରନ୍ତି ନାହିଁ। ଫଳରେ ସେମାନଙ୍କ ତ୍ୱଚା ମେକଅପ୍ ଛଡ଼ାଇବା ପରେ ଖରାପ ହୋଇଯାଏ।...
ଏଣିକି ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଉବଲବ୍ଧ ହେବ ଆରିଥ୍ମିଆ ରୋଗର ଚିକିତ୍ସା ସୁବିଧା
ଓଡ଼ିଶାଲାଇଭ୍ ବ୍ୟୁରୋ
ହୃଦସ୍ପନ୍ଦନରେ ସମସ୍ୟା ସୃଷ୍ଟି କରୁଥିବା ଆରିଥ୍ମିଆ ରୋଗର ଚିକିତ୍ସା ଏବେ ସମ୍ ଅଲଟିମେଟ୍ ମେଡିକେୟାରରେ ଉପଲବ୍ଧ ହେବ। ଓଡ଼ିଶାର ପ୍ରଥମ କର୍ପୋରେଟ୍ ହସ୍ପିଟାଲ୍ ଭାବେ ଏହି ରୋଗର ଚିକିତ୍ସା ପାଇଁ ସମସ୍ତ...
ଟିକାକରଣକୁ ନେଇ ଏବେ ବି ମନରେ ପ୍ରଶ୍ନ ଅଛି କି? ଜାଣନ୍ତୁ ସବୁକିଛି
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ୍-୧୯ ଟିକାକରଣ ବିଷୟରେ ସାଧାରଣ ଲୋକଙ୍କ ମନକୁ ଆସୁଥିବା କିଛି ପ୍ରଶ୍ନର ଉତ୍ତର ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏହି ଟିକା ସଂପୂର୍ଣ୍ଣ ନିରାପଦ ଓ ଫଳପ୍ରଦ ବୋଲି କୁହାଯାଇଛି। ଏହାସହିତ...
ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଗଲେ କ’ଣ କରାଯିବ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ ଟିକାକରଣ। ବିଭିନ୍ନ ହସ୍ପିଟାଲରେ ଆଜି ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ ନେଇଛନ୍ତି ଟିକା। ତେବେ ଟିକା ନେବା ପରେ ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି...
ଟିକା ଆସିଥିଲେ ବି କଟକଣା ଭୁଲନ୍ତୁ ନାହିଁ – ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଆଜିଠୁ ଟିକାକରଣର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଖୁବ୍ କମ ସମୟ ମଧ୍ୟରେ ୨ ପ୍ରକାର ଟିକା ପ୍ରସ୍ତୁତ କରିଥିବାରୁ ଏହି ଅବସରରେ ସେ ଟିକା ପ୍ରସ୍ତୁତକାରୀଙ୍କୁ...
ଶୀତଦିନେ ତ୍ୱଚାରେ ଲଗାନ୍ତୁନି ଏହି ସବୁ ପ୍ରସାଧନ ସାମଗ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୀତଦିନେ ତ୍ୱଚାର ବିଶେଷ ଯତ୍ନ ନେବାକୁ ପଡ଼ିଥାଏ। ଏଥିସହ ପ୍ରସାଧନ ସାମଗ୍ରୀ ଉପରେ ମଧ୍ୟ ଧ୍ୟାନ ଦେବାକୁ ହୁଏ। କାରଣ ଏଭଳି କିଛି ସାମଗ୍ରୀ ରହିଛି ଯାହାକୁ ଶୀତଦିନେ ବ୍ୟବହାର କଲେ...
ଏହି ସବୁ ଖାଦ୍ୟକୁ କଞ୍ଚା ଖାଉଛନ୍ତି କି? ହୋଇଯାଆନ୍ତୁ ସତର୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏମିତି କିଛି ଖାଦ୍ୟ ରହିଛି ଯାହାକୁ କଞ୍ଚା ଖାଇବା ଦ୍ଵାରା ପେଟଜନିତ ସମସ୍ୟା ହୋଇଥାଏ। ବେଳେ ବେଳେ ଏହି ସମସ୍ୟା ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ତେଣୁ କେଉଁ ସବୁ...





















