ଏପ୍ରିଲ ୩୦ ଯାଏଁ ଓଡ଼ିଶାରେ ତାଲାବନ୍ଦ – କୃଷି କାର୍ଯ୍ୟ ଉପରେ ନାହିଁ କଟକଣା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଲକ୍‌ଡାଉନ୍‌ ବେଳେ ଜାରି ରହିବ କୃଷି କାର୍ଯ୍ୟ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସାମାଜିକ ଦୂରତା ରଖି ଚାଷ କାମ କରିବାକୁ କୃଷକମାନଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର।...
stop corona

କେମିତି ବ୍ୟାପୁଛି କରୋନା ଭାଇରସ, ଜାଣନ୍ତୁ ଏହାକୁ କେମିତି ରୋକିବା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭୂତାଣୁ କେମିତି ବ୍ୟାପୁଛି ଓ ଏହାକୁ ଆମେ କିପରି ରୋକିପାରିବା? ଆସନ୍ତୁ ଜାଣିବା ଏନେଇ କ’ଣ କହୁଛନ୍ତି ବରିଷ୍ଠ ପଲ୍‌ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ। ଥଣ୍ଡା, ସର୍ଦ୍ଦି ଭଳି ଯେମିତି...

ଭେଣ୍ଟିଲେଟର କ’ଣ? ଜାଣନ୍ତୁ, କରୋନା ଆକ୍ରାନ୍ତଙ୍କ ପାଇଁ ଏହା କିଭଳି ସହାୟକ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସ ପାଇଁ କୌଣସି ଔଷଧ ବାହାରି ପାରିନାହିଁ। କରୋନା ଆକ୍ରାନ୍ତଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଛି। ତେବେ ଏହି ଭେଣ୍ଟିଲେଟର କିଭଳି କାର୍ଯ୍ୟ କରେ ଆପଣ ଜାଣିଛନ୍ତି କି? ସାରା...

କପଡ଼ା ତିଆରି ମାସ୍କ କେତେ ସୁରକ୍ଷିତ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭିଡ୍‌-୧୯ ବା କରୋନା ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଘରୁ ବହାରିଲେ ମାସ୍କ ପିନ୍ଧିବାକୁ...

ବ୍ରହ୍ମପୁର, ବୁର୍ଲା ଓ ରାଉରକେଲାରେ ହେବ କରୋନା ନମୁନା ପରୀକ୍ଷା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଓଡ଼ିଶାରେ ଆଉ ୩ ହସ୍ପିଟାଲରେ ହେବ କରୋନା ନମୁନା ପରୀକ୍ଷା। ବ୍ରହ୍ମପୁର ମେଡିକାଲ କଲେଜ ଏବଂ ହସ୍ପିଟାଲ, ବୁର୍ଲା ଭିମ୍‌ସାର୍‌ ଏବଂ ରାଉରକେଲା ଆଇଜିଏଚ୍‌ରେ କରୋନା ନମୁନା ପରୀକ୍ଷା କରାଯିବ...

ଲକ୍‌ଡାଉନ୍‌ ଅବଧି ବଢ଼ାଇବାରେ ଓଡ଼ିଶା ପ୍ରଥମ ରାଜ୍ୟ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଏପ୍ରିଲ ୩୦ ଯାଏଁ ଓଡ଼ିଶାରେ ତାଲାବନ୍ଦ। ଆଉ ୬ ଦିନ ପରେ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଅବଧି ଶେଷ ହୋଇଥାନ୍ତା। ହେଲେ ଏହା ପୂର୍ବରୁ ଓଡ଼ିଶାରେ ଲକ୍‌ଡାଉନ୍‌ ଅବଧିକୁ...
older people

ଜାଣନ୍ତୁ କରୋନାକୁ ନେଇ ବୟସ୍କଙ୍କ ପାଇଁ କ’ଣ ରହିଛି ପରାମର୍ଶ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ https://www.youtube.com/watch?v=yL0gqehaXWw&feature=emb_logo ବୟସ୍କ ବ୍ୟକ୍ତିଙ୍କ ଶରୀରରେ ଡାଇବେଟିସ୍, ଉଚ୍ଚ ରକ୍ତଚାପ, କିଡ୍‌ନି ରୋଗ, ଶ୍ୱାସ ଭଳି ବିଭିନ୍ନ ଦୂରାରୋଗ ଥାଏ। ଏହି କାରଣରୁ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ହୋଇଯାଇଥାଏ।...

ରାଜସ୍ୱ ନିଅଣ୍ଟ କଟକଣା ଡେଇଁବାକୁ ଓଡ଼ିଶାର ଦାବି

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଯୋଗୁଁ ଯେଉଁ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଛି ସେହି ଦୃଷ୍ଟିରୁ ରାଜ୍ୟମାନେ ରାଜସ୍ୱ ନିଅଣ୍ଟ ଟାର୍ଗେଟକୁ ଭାଙ୍ଗିଲେ କେନ୍ଦ୍ର ସରକାର କିଛି ମନେ କରିବେ ନାହିଁ ଓ ସେଥିପ୍ରତି...

ଓଡ଼ିଶାରେ ଆଉ ୨ଜଣ କରୋନା ପଜିଟିଭ୍ ଚିହ୍ନଟ, ୪୪ଛୁଇଁଲା ଆକ୍ରାନ୍ତ ସଂଖ୍ୟା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଚିହ୍ନଟ ହେଲେ ଆଉ ୨ କରୋନା ଆକ୍ରାନ୍ତ। ଗୁରୁବାର ଢେଙ୍କାନାଳ ଏବଂ ଭୁବନେଶ୍ଵରରେ ଆଉ ୨ କରୋନା ପଜିଟିଭ୍ ଚିହ୍ନଟ ନେଇ ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଢେଙ୍କାନାଳ ସହରର...

କରୋନା ମୁକାବିଲା – ଏପ୍ରିଲ ୩୦ ଯାଏଁ ଓଡ଼ିଶା ଲକ୍‌ଡାଉନ୍‌, ଜୁନ୍ ୧୭ ଯାଏଁ ସ୍କୁଲ, କଲେଜ ବନ୍ଦ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ   ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏପ୍ରିଲ ୩୦ ଯାଏଁ ଓଡ଼ିଶା ଲକ୍‌ଡାଉନ୍‌ ଜୁନ୍ ୧୭ ଯାଏଁ ସ୍କୁଲ, କଲେଜ ବନ୍ଦ ଲକ୍‌ଡାଉନ୍‌ ବେଳେ ଜାରି ରହିବ କୃଷି କାର୍ଯ୍ୟ  କରୋନା...