ପନ୍ଦର ଦିନ ଭିତରେ ଦୁଇ ଥର ଗ୍ୟାସ ବୁକିଂ ହୋଇ ପାରିବନି – ଇଣ୍ଡିଆନ ଅଏଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ ଯୋଗୁଁ ରନ୍ଧନ ଗ୍ୟାସ ଉପରେ ପଡୁଥିବା ମାଡ଼କୁ ଦୃଷ୍ଟିରେ ରଖି ଦେଶର ବୃହତ୍ତମ ତୈଳ କମ୍ପାନି ଇଣ୍ଡିଆନ ଅଏଲ ପକ୍ଷରୁ କୁହାଯାଇଛି ଯେ, ଗ୍ରାହକମାନେ ପନ୍ଦର ଦିନ ଭିତରେ...

କରୋନା ପ୍ରଭାବ – ଏବେ ରୋବଟ୍‌ମାନଙ୍କ ସମୟ!

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନାରୁ ବଞ୍ଚିବା ପାଇଁ ଏବେ ବିଭିନ୍ନ ଦେଶରେ ରୋବଟ୍‌ମାନଙ୍କ ଉପରେ ନିର୍ଭର ଆରମ୍ଭ ହେଲାଣି। ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ ମଣିଷର ଜୀବନ ଧାରଣ ପଦ୍ଧତି ଉପରେ ବି...

ସ୍ଥାନାନ୍ତର ହେଲା ୟୁନିଟ୍‌-୪ ମାଛ ମାର୍କେଟ: ଏଣିକି ଶାସ୍ତ୍ରୀନଗର-ରେଡକ୍ରସ୍‌ଭବନ ପଟେଲ ମାର୍ଗରେ ବିକ୍ରି ହେବ ମାଛ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏପ୍ରିଲ ୧୪ ଯାଏଁ ଅସ୍ଥାୟୀ ଭାବେ ସ୍ଥାନାନ୍ତର ହେଲା ୟୁନିଟ୍‌-୪ ମାଛ ମାର୍କେଟ। କରୋନା ପାଇଁ ସ୍ଥାନାନ୍ତର ହେଲା ଭୁବନେଶ୍ୱର ୟୁନିଟ୍‌-୪ ମାଛ ମାର୍କେଟ। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ...

କରୋନା ନେଲା ୩୨ ଜୀବନ, ପଶ୍ଚିମବଙ୍ଗରେ ଆଉ ଜଣେ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=4rj599iWHrQ&list=PLI0zWE2pkn8B-1fB5jjaxviCkjdajRGMu ସାରା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ସୋମବାର ମୃତ୍ୟୁ ସଂଖ୍ୟା ୨୯ ଥିବା ବେଳେ ଆଜି ତାହା ବଢ଼ି ୩୨ରେ ପହଞ୍ଚିଛି। ଏପଟେ ପଶ୍ଚିମବଙ୍ଗରେ କରୋନା ଆଉ ଗୋଟେ...

ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ଦେବେ କେଉଁ ଖାଦ୍ୟ?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍‌ ସେମାନଙ୍କ ପ୍ରତି କରୋନାର ଅଧିକ ଆଶଙ୍କା ରହିଛି। ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ଏହି ସମୟରେ ସେମାନଙ୍କୁ ରୋଗ ପ୍ରତିରୋଧକ...

ଲକ୍‌ଡାଉନ୍‌ – ରାଜ୍ୟ ବହାରେ ଦେଢ଼ ଲକ୍ଷ ଓଡ଼ିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକ୍‌ଡାଉନ୍‌ ଯୋଗୁଁ ସବୁ ଅଚଳ। ବାହାରେ ଫସିଲେ ଦେଢ଼ ଲକ୍ଷ ଓଡ଼ିଆ। ଲକ୍‌ଡାଉନ୍‌ ଯୋଗୁଁ ରାଜ୍ୟ ବାହାରେ ଓଡ଼ିଆ ଫସିଛନ୍ତି। ପ୍ରାୟ ଦେଢ଼ ଲକ୍ଷ ଓଡ଼ିଆ ରାଜ୍ୟ ବାହାରେ ଥିବା ରାଜ୍ୟ ସରକାର...

ଦିଲ୍ଲୀରେ ଧାର୍ମିକ ସଭାରେ ଯୋଗ ଦେଇ ୨୪ଜଣ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଏକ ଧାର୍ମିକ ସଭାରେ ଯୋଗଦେଇ ୨୪ଜଣ କରୋନା ସଂକ୍ରିମିତ ହୋଇଛନ୍ତି।  ୨୪ଜଣ ଦିଲ୍ଲୀବାସିନ୍ଦା ବୋଲି ଜଣା ପଡ଼ିଛି। ସେହିଭଳି ତେଲେଙ୍ଗାନାରେ କରୋନାରୁ ମୃତ୍ୟୁ ୧୧ଜଣଙ୍କ ମଧ୍ୟରୁ...

ଲକ୍‌ଡାଉନରେ ପିଲାଙ୍କୁ ଶିଖାନ୍ତୁ ନୂଆ କଥା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କୋରାନା ଭାଇରସ ସଂକ୍ରମଣ ଭୟରେ ଏବେ ଲକଡାଉନ୍‌ରେ ସାରା ଦେଶ। ଏପ୍ରିଲ ୧୫ ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ବାହାରକୁ ନ ବାହାରିବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପରାମର୍ଶ...

କୋଭିଡ-୧୯ର ମୁକାବିଲା ପାଇଁ ବଜାରକୁ ଆସିଲା ପିପିଇ କିଟ୍ସ, ଏନ-୯୫ ମାସ୍କ ଓ ଭେଣ୍ଟିଲେଟର

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି। ପିପିଇ କିଟ୍ସ, ଏନ୍‌-୯୫ ମାସ୍କ ଓ ଭେଣ୍ଟିଲେଟର ମହଜୁଦ ରଖିବା ଉପରେ ଗୁରୁତ୍ୱ। ଦେଶରେ କୋଭିଡ-୧୯ର ମୁକାବିଲା ନିମନ୍ତେ ବିଭିନ୍ନ ରାଜ୍ୟଗୁଡିକ ସହିତ ଉଚ୍ଚସ୍ତରୀୟ...

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୦ ଟପିଲା, ମୃତ୍ୟୁ ସଂଖ୍ୟା ୨୯

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଏବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧୮ ଥିବା ବେଳେ ମୃତ୍ୟୁ ସଂଖ୍ୟା ୨୯ ଛୁଇଁଛି।...