ଲୋକସେବା ଭବନରେ ବିଧାନସଭା ଅଧିବେଶନ, ଆଜି ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସେବା ଭବନ କନଭେନସନ୍ ହଲ୍ରେ ଚାଲିଛି ବିଧାନସଭା ଅଧିବେଶନ। ଏହି ଅଧିବେଶନରେ ଆଜି ବ୍ୟୟ ମଞ୍ଜୁରୀ ବିଲ୍ ପାସ୍ ହେବାର ଅଛି। ସକାଳ ସାଢ଼େ ୧୦ଟାରୁ ଆରମ୍ଭ ହୋଇଥିବା ଅଧିବେଶନ ବିରୋଧୀ...
ଲକଡାଉନ – ଦୁର୍ଦ୍ଦଶାରେ ବାହାର ରାଜ୍ୟରେ ଥିବା ଓଡ଼ିଆ, ଭୋକ ଉପାସରେ କଟୁଛି ଦିନ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଲକ୍ଡାଉନ ଯୋଗୁଁ ନାନା ଦୁର୍ଦ୍ଦଶା ଭୋଗୁଛନ୍ତି ବାହାର ରାଜ୍ୟରେ ଥିବା ଓଡ଼ିଆ। ଗୁଜୁରାଣ ମେଣ୍ଟାଇବାକୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଓଡ଼ିଆ ଏବେ ଭୋକ ଉପାସରେ...
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୯ ଛୁଇଁଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଗତ ରବିବାର ଦିନ ମୃତ୍ୟୁ ସଂଖ୍ୟା ୨୭ ଥିବା ବେଳେ ତାହା ଆଜି ବଢ଼ି ୨୯ରେ ପହଞ୍ଚିଛି। ଏପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି।...
ଲକଡାଉନ ପାଇଁ ପାର୍ଲର ବନ୍ଦ – ଘରେ ନିଅନ୍ତୁ ତ୍ୱଚାର ଯତ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲକଡାଉନ ପାଇଁ ସାରାଦେଶ ବନ୍ଦ। ସବୁଠି ପାର୍ଲର ମଧ୍ୟ ବନ୍ଦ। ଏଣୁ ଘରୋଇ ଉପାୟରେ ତ୍ୱଚାର ଯତ୍ନ ନେବା ପାଇଁ ଏହା ହିଁ ଠିକ୍ ସମୟ।
ଘରୋଇ ଉପାୟରେ ତ୍ୱଚାର ଯତ୍ନ...
ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ସମସ୍ୟାର ସମାଧାନ ପାଇଁ ନିଆଯାଉଛି ପଦକ୍ଷେପ – ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ସମସ୍ୟାକୁ ନେଇ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ବିଜେପିର ବେିଷ୍ଠ ନେତାମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା...
ବାହାରେ ଫସିଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ନୋଡାଲ ଅଫିସର ନିଯୁକ୍ତ କଲେ ଓଡ଼ିଶା ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାର ରାଜ୍ୟରେ ପ୍ରାୟ ୧ ଲକ୍ଷରୁ ଅଧିକ ଓଡ଼ିଆ ଫସିଛନ୍ତି। ଏମାନଙ୍କ ସହିତ ଯୋଗାଯୋଗ ରଖିବା ପାଇଁ ଏବଂ ସେମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଓଡ଼ିଶା ସରକାର ନୋଡାଲ ଅଫିସରମାନଙ୍କୁ...
କେନ୍ଦ୍ରର ନୂଆ ଗାଇଡଲାଇନ୍ – ମାସକର ଘରଭଡ଼ା ଦେବେନି ଶ୍ରମିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲକଡାଉନ୍ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଶ୍ରମିକମାନେ ଯେଉଁ ଘରେ ଭଡ଼ାରେ ରହୁଥିଲେ ସେମାନଙ୍କୁ ଗୋଟିଏ ମାସର ଘର ଭଡ଼ା ଛାଡ଼ କରିବାକୁ କେନ୍ଦ୍ର ସରକାର ମାଲିକମାନଙ୍କୁ...
ବାହାର ରାଜ୍ୟରେ ୧ ଲକ୍ଷ ଓଡ଼ିଆ ଫସିଛନ୍ତି – ରାଜ୍ୟ ସରକାର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଲକ୍ଡାଉନ୍ ଯୋଗୁଁ ବହାର ରାଜ୍ୟରେ ପ୍ରାୟ ୧ ଲକ୍ଷ ଓଡ଼ିଆ ଫସିଛନ୍ତି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ। ଯେଉଁ ରାଜ୍ୟରେ ଓଡ଼ିଶାର ଲୋକ...
କରୋନା ମାଡ଼ରେ କୋରାପୁଟ ଜିଲ୍ଲା ଦୁଗ୍ଧ ଚାଷୀ ହନ୍ତସନ୍ତ, ରାସ୍ତା ଉପରେ କ୍ଷୀର ଢାଳି କଲେ ପ୍ରତିବାଦ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କୋରାପୁଟ : କରୋନା ଭାଇରସ ଯୋଗୁଁ କୋରାପୁଟ ଜିଲ୍ଲାରେ ଦୁଗ୍ଧ ଚାଷୀ ହନ୍ତସନ୍ତ ହେଉଛନ୍ତି। ଲକ୍ଡାଉନ ଯୋଗୁଁ ଦୁଗ୍ଧ ସମବାୟ ସମିତି ଚାଷୀଙ୍କଠାରୁ କ୍ଷୀର କିଣୁ ନାହିଁ।। ଏନେଇ କୋରାପୁଟ...
କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ଛାଡ଼ିବାକୁ ହେବ ଏହି ୫ଟି ଅଭ୍ୟାସ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭାରତରେ ହୁ ହୁ ହୋଇ କରୋନା ଭାଇରସ ବଢ଼ିବାରେ ଲାଗିଛି। ବିଶେଷ କରି ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଛି ସେମାନେ ଏହି ମହାମାରୀ ଭାଇରସ ଦ୍ଵାରା ଅଧିକ...





















