କରୋନା ପାଇଁ ଲାଗିଲା ଏସ୍ମା – ଜରୁରୀ ସେବା ପ୍ରଦାନକାରୀଙ୍କୁ ୬ମାସ ପର୍ଯ୍ୟନ୍ତ ଆନ୍ଦୋଳନ ମନା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ସ୍ଥିତିର ମୁକାବିଲା ପାଇଁ ସୋମବାର ଏକ ଗୁରୁତ୍ଵପୁର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଜରୁୀର ସେବା ପ୍ରଦାନକାରୀଙ୍କୁ ୬ମାସ ପର୍ଯ୍ୟନ୍ତ ଏସମା ଲାଗୁ କରାଯାଇଛି। ଫଳରେ କରୋନା...
ବିଦେଶ ବୁଲିବେ, ଏଠି ଆସି ନିୟମ ଭାଙ୍ଗିବେ!
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଏହାଠାରୁ ଅଧିକ ଦାୟିତ୍ୱହୀନତା ଆଉ କିଛି ଥାଇନପାରେ। ପ୍ରାୟ ୧୦୫ ଜଣ ଓଡ଼ିଆ ବିଦେଶ ଫେରନ୍ତା କୋଭିଡ-୧୯ର କଟକଣା ନିୟମକୁ ଭାଙ୍ଗିଛନ୍ତି। ବିଦେଶରୁ ଫେରିବା ପରେ କ୍ଵରାଣ୍ଟାଇନ ମାନି ଚଳିବା...
ସୁପ୍ରିମକୋର୍ଟରେ କରୋନା କଟକଣା – ସ୍ଥଗିତ ହେଲା ସମସ୍ତ ଶୁଣାଣି
ଓଡ଼ିଶାଲାଇଭ୍ କୋରନା ବ୍ୟୁରୋ
ସୁପ୍ରିମକୋର୍ଟରେ କରୋନାକୁ ନେଇ କଟକଣା ଜାରି ହୋଇଛି। ମଙ୍ଗଳବାରଠାରୁ ସୁପ୍ରିମକୋର୍ଟରେ ସମସ୍ତ ଶୁଣାଣି ସ୍ଥଗିତ ରହିବ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ।
ତେବେ କେବଳ ଭିଡିଓ କନ୍ଫରେନ୍ସିଂ ଜରିଆରେ ଗୁରୁତ୍ଵପୂର୍ଣ୍ଣ ମାମଲାର ଶୁଣାଣି...
ହାଇକୋର୍ଟରେ କରୋନା କଟକଣା – ମାର୍ଚ୍ଚ ୩୧ ଯାଏଁ ସମସ୍ତ ମାମଲାର ଶୁଣାଣି ସ୍ଥଗିତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ମୁକାବିଲା ପାଇଁ ହାଇକୋର୍ଟରେ ବିଚାର ସମ୍ପର୍କିତ ନିର୍ଦ୍ଦେଶନାମା ଜାରି ହୋଇଛି। ମାର୍ଚ୍ଚ ୩୧ ତାରିଖ ଯାଏଁ କୌଣସି ମାମଲାର ଶୁଣାଣି ହେବ ନାହିଁ।
ସେହିଭଳି ମାର୍ଚ୍ଚ ୨୩ତାରିଖ ପାଇଁ ହେବାକୁ...
କରୋନା ନେଲା ଆଉ ଏକ ଜୀବନ – ଭାରତରେ ମୃତ୍ୟୁ ସଂଖ୍ୟା ୭ଛୁଇଁଲା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭାରତରେ ଆଉ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ସୋମବାର ମହାରାଷ୍ଟ୍ରର କସ୍ତୁରବା ହସ୍ପିଟାଲରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକଙ୍କ ବୟସ ୬୮ବର୍ଷ। ଏହାସହିତ ଭାରତରେ...
ନୋଟ୍ ବ୍ୟବହାର ପରେ ହାତ ଧୋଇବାକୁ ପରାମର୍ଶ ଦେଲା ଭାରତୀୟ ବ୍ୟାଙ୍କ ଆସୋସିଏସନ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ସଂକ୍ରମଣ ରୋକିବା ପାଇଁ ଗାଇଡ୍ଲାଇନ୍ ଜାରି କରିଛି ଭାରତୀୟ ବ୍ୟାଙ୍କ ଆସୋସିଏସନ୍। କରେନ୍ସି ନୋଟ ବ୍ୟବହାର ପରେ ଅତିକମ୍ରେ ୨୦ସେକେଣ୍ଡ ପାଇଁ ହାତ ଧୋଇବାକୁ ପରାମର୍ଶ ଦେଇଛି ଭାରତୀୟ...
ସ୍ୱାସ୍ଥ୍ୟ କର୍ମୀ କରୋନାରେ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଥାଏ କି?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ହଁ। ଯେହେତୁ ସେମାନେ ରୋଗୀମାନଙ୍କ ସହିତ ସିଧାସଳଖ ସଂପର୍କରେ ଆସନ୍ତି ତେଣୁ ସେମାନଙ୍କୁ କରୋନା ଭାଇରସ ଅଧିକ ସଂକ୍ରମଣର ଆଶଙ୍କା ଥାଏ। ତେଣୁ ଡାକ୍ତର, ନର୍ସ ବା ଅନ୍ୟ ସେବା...
ନବରଙ୍ଗପୁର ଓ ଉମରକୋଟରେ କରୋନା କଟକଣା – ଫ୍ୟାକ୍ଟ୍ରି ଓ ଗୋଦାମ ବନ୍ଦ ରଖିବାକୁ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ନବରଙ୍ଗପୁର ଓ ଉମରକୋଟ ପୌରାଞ୍ଚଳରେ ଜାରି ହେଲା କରୋନା କଟକଣା। ମାର୍ଚ୍ଚ ୨୯ତାରିଖ ଯାଏଁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଫ୍ୟାକ୍ଟ୍ରି ଓ ଗୋଦାମକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ...
କରୋନା ମହାମାରୀର ବିଭିନ୍ନ ପର୍ଯ୍ୟାୟ ବିଷୟରେ ଜାଣିବା ଜରୁରୀ
ଓଡ଼ିଶାଲାଇଭ୍ କୋରନା ବ୍ୟୁରୋ
କରୋନା ଭାଇରସ ବିଶ୍ୱ ତମାମ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଏହାର ବିଭିନ୍ନ ପର୍ଯ୍ୟାୟ ବିଷୟ ଜାଣିବା ଅତ୍ୟନ୍ତ ଜରୁରୀ ।ଯେ କୌଣସି ମହାମାରୀର ଚାରୋଟି ପର୍ଯ୍ୟାୟ ଥାଏ।...
ଅଟକିଗଲା କଟକ – ଜନତା କର୍ଫ୍ୟୁକୁ ସହରବାସୀଙ୍କ ଅଭୁତପୂର୍ବ ସମର୍ଥନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁ ଛକ, ବଜାରରେ ପୋଲିସ୍ ବ୍ୟାରିକେଡିଂ।
କଟକ: ‘କରୋନା ହାରିବ, ମଣିଷ ଜିତିବ’। ଏହି ଲକ୍ଷ୍ୟ ନେଇ ୧୪ ଘଣ୍ଟାର ଜନତା କର୍ଫ୍ୟୁ ଆହ୍ଵାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାକୁ ଚ୍ୟାଲେଞ୍ଜ...





















