ରାଉରକେଲାରେ ଅଣାୟତ୍ତ ହେଉଛି ଝାଡ଼ାବାନ୍ତି, ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାରେ ଅଣାୟତ୍ତ ହେଉଛି ଝାଡ଼ାବାନ୍ତି। ଶନିବାର ସୁଦ୍ଧା ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ଆଉ ୨ ଜଣଙ୍କର ଜୀବନହାନି ହୋଇଛି। ଏହାସହ ସହରର ବିଭିନ୍ନ ଡାକ୍ତରଖାନାରେ...

ରାଉରକେଲାରେ ଝାଡ଼ାବାନ୍ତିରେ ୪ ଜଣଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇଦିନରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୧୦୨ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ରାଉରକେଲା ଆଇଜିଏଚ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଶନିବାର...
AIIMS-Bhubaneswar OPD

ଏମ୍ସ ଭୁବନେଶ୍ଵରର ସମ୍ପ୍ରସାରଣ: ୧୦୦ ଏକର ଜମି ଯୋଗାଇବେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଏମ୍ସ ଭୁବନେଶ୍ଵରର ସମ୍ପ୍ରସାରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ୧୦୦ ଏକର ଜମି ପ୍ରଦାନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏମ୍ସକୁ ଜମି ପଟ୍ଟା ହସ୍ତାନ୍ତର କରାଯିବା ପରେ...

ଅଣ୍ଡା ଉଦ୍ୟୋଗରେ ଅତ୍ୟାଧୁନିକ ‘ବ୍ଲକଚେନ୍‌’ ଟେକ୍ନୋଲୋଜି ବ୍ୟବହାର କରିବାରେ ବଲାଙ୍ଗିରର ‘ଓଭୋ ଫାର୍ମ’ ଦେଶରେ ପ୍ରଥମ

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ୟୁଆର୍‌ କୋଡ୍‌ ସ୍କାନ କରି ଜାଣିହେବ ଅଣ୍ଡାର ଉତ୍ପାଦନ ତାରିଖ ଓ ଗୁଣବତ୍ତା ଡ୍ରାଏ କ୍ଲିନ୍‌, କ୍ୟାଣ୍ଡେଲିଂ, ଗ୍ରେଡିଂ ଏବଂ ୟୁଭି ଟ୍ରିଟମେଣ୍ଟ ଭଳି ଆଧୁନିକ ପଦ୍ଧତିର ପ୍ରୟୋଗ ଦିନକୁ ୧୦ ଲକ୍ଷ ଅଣ୍ଡା...

ତାଳଚେର: ଉଦଘାଟିତ ହେଲା ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା

ଓଡ଼ିଶାଲାଇଭ୍ ବ୍ୟୁରୋ ଅନୁଗୁଳ ଜିଲ୍ଲା ତାଳଚେରରେ ଉଦଘାଟିତ ହୋଇଛି ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା। ଶୁକ୍ରବାର ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ...

ଓଡ଼ିଶାରେ ୬ ମାସ ଯାଏଁ ଆନ୍ଦୋଳନ କରିପାରିବେନି ସ୍ୱାସ୍ଥ୍ୟକର୍ମୀ, ଲାଗୁ ହେଲା ‘ଏସମା’

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାର ରାଜ୍ୟର ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଅତ୍ୟାବଶ୍ୟକ ସେବା ଆଇନ (ଏସମା) ଲାଗୁ କରିଛନ୍ତି। ଏହାଫଳରେ ସେମାନେ ଆଉ ୬ ମାସ ଯାଏଁ ଆନ୍ଦୋଳନ କରିପାରିବେ ନାହିଁ। ଏନେଇ ବୁଧବାର...
Lokaseva Bhawan

ତାଳଚେର ନେହରୁ ଶତାବ୍ଦୀ ହସ୍ପିଟାଲ ଏଣିକି ‘ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା’ରେ ନାମିତ ହେବ

ଓଡ଼ିଶାଲାଇଭ୍ ବ୍ୟୁରୋ ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ନେହରୁ ଶତାବ୍ଦୀ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ଏଣିକି ଏହା ‘ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା’ ନାମରେ ନାମିତ ହେବ। ମହାନଦୀ କୋଲଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌)...

“ବର୍ତ୍ତମାନ ସମୟରେ ଭିନ୍ନକ୍ଷମମାନଙ୍କୁ ସ୍ଵାବଲମ୍ବୀ କରାଇବାର ଆବଶ୍ୟକତା ରହିଛି”

ଓଡ଼ିଶାଲାଇଭ୍ ବ୍ୟୁରୋ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସାମାରୋହ ଉଦଘାଟିତ ହୋଇଯାଇଛି। ଏହି ତିନିଦିନିଆ ସମାବେଶକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ...

ହାର୍ଟ ବ୍ଲକେଜକୁ ଚିହ୍ନିବେ କେମିତି?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://youtu.be/9sgK8W_u3S0?si=MQ1gcGaOM4ljoQqT ବର୍ତ୍ତମାନ ହାର୍ଟ ଆଟାକ୍ ବା ହୃଦଘାତ ଏକ ବଡ଼ ସମସ୍ୟା ପାଲଟିଛି। ଏବେ ଯୁବପିଢ଼ି ହୃଦଘାତର ଅଧିକ ଶିକାର ହେଉଥିବା ଦେଖିବାକୁ ମିଳୁଛି। ହାର୍ଟରେ ବ୍ଲକେଜ ଥିଲେ ହୃଦଘାତ ହେବାର...

‘ଷ୍ଟ୍ରୋକ୍’ ଭୁବନେଶ୍ଵରର ସୁମିତ କୁମାର ଠାକୁରଙ୍କ ଜୀବନ ବଦଳେଇ ଦେଲା

https://youtu.be/cMA1TdCZ7Is?si=XYvYzeU8o61vzZX8 ସବୁ କିଛି ଠିକ୍ ଠାକ୍ ଥିଲା, କିନ୍ତୁ ‘ଷ୍ଟ୍ରୋକ୍’ ହଠାତ୍ ଝଡ଼ ଭଳି ଆସି ବଦଳେଇ ଦେଲା ଭୁବନେଶ୍ଵରର ସୁମିତ କୁମାର ଠାକୁରଙ୍କ ଜୀବନ। ‘ଷ୍ଟ୍ରୋକ୍‌’ ଜଣେ ମଣିଷର ସ୍ଵପ୍ନକୁ ଧୂଳିସାତ କରିଦିଏ। ଚାହୁଁଚାହୁଁ...