ଏଚ୍୩ଏନ୍୨ ଭାଇରସ ଡର: ରାଜ୍ୟରେ ୫୯ ରୋଗୀ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ ମହାମାରୀକୁ ନେଇ ଲୋକଙ୍କ ମନରୁ ଭୟ ଯାଇନଥିବା ବେଳେ ଏବେ ଏଚ୍୩ଏନ୍୨ ଭାଇରସକୁ ଚିନ୍ତା ବଢ଼ିଛି। ରାଜ୍ୟରେ ଏଚ୍୩ଏନ୍୨ ଭାଇରସ ଦ୍ଵାରା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା...
ଡରାଇଲାଣି ଏଚ୍୩ଏନ୍୨ ଭାଇରସ: ଥଣ୍ଡା କାଶ ହେଲେ କୋଭିଡ ପରୀକ୍ଷା ପାଇଁ ଜନସ୍ଵାସ୍ଥ୍ୟ ବିଭାଗର ପରାମର୍ଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଚ୍୩ଏନ୍୨ ଭାଇରସକୁ ନେଇ ବର୍ତ୍ତମାନ ଚିନ୍ତା ବଢ଼ିବାକୁ ଲାଗିଛି। ଏଚ୍୩ଏନ୍୨ ଭାଇରସରେ ଆକ୍ରାନ୍ତ ହୋଇ ଦେଶରେ ଦୁଇ ଜଣଙ୍କର ମୃତ୍ୟୁ ହେବା ପରେ ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହାରି...
ଭାରତରେ ଏଚ୍୩ଏନ୍୨ ଭାଇରସ ଆତଙ୍କ: କର୍ଣ୍ଣାଟକରୁ ଆସିଲା ପ୍ରଥମ ମୃତ୍ୟୁ ମାମଲା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ ପରେ ଏଚ୍୩ଏନ୍୨ ଭାଇରସ (ଇନଫ୍ଲୁଏଞ୍ଜା ଭାଇରସ)କୁ ନେଇ ଦେଶରେ ଆତଙ୍କ ଆରମ୍ଭ ହୋଇଛି। ଏହି ଭାଇରସ ଯୋଗୁଁ ଭାରତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଥମ ମାମଲା କର୍ଣ୍ଣାଟକରୁ ଆସିଥିବାବେଳେ...
ଯନ୍ତ୍ରଣା ଯେଉଁଠି ଅସହ୍ୟ ହୁଏ, ଜୀବନ ମାଗେ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=HkrNxk4Sq64]
ଇଚ୍ଛାମୃତ୍ୟୁ କ’ଣ? ଏନେଇ ଭାରତରେ କେଉଁ ସବୁ ନିୟମ ରହିଛି କି? ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଓଡ଼ିଶାଲାଇଭର ସ୍ଵତନ୍ତ୍ର ରିପୋର୍ଟ।
ଯେତେବେଳେ ଶରୀରର ଯନ୍ତ୍ରଣା ଅସହ୍ୟ ହୋଇପଡ଼େ ସେତେବେଳେ ବଞ୍ଚିବାର...
ବିଶ୍ଵ ମେଦବହୁଳତା ଦିବସ: ଟିକିଏ ସଚେତନତା ଦିଏ ସୁନ୍ଦର ଓ ସୁସ୍ଥ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଦଳୁଥିବା ସମୟ ସାଙ୍ଗକୁ ଖାଦ୍ୟ ପେୟରେ ଅନିୟମିତତା ଏବଂ ଶାରୀରିକ ପରିଶ୍ରମର ଅଭାବ କାରଣରୁ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଉଛି। ବର୍ତ୍ତମାନ ଏକ ବଡ଼ ସମସ୍ୟା ପାଲଟିଛି ଓବେସିଟି ବା ମେଦବହୁଳତା।...
ଓଡ଼ିଶାର ସବୁ ସରକାରୀ ଡାକ୍ତରଖାନାରେ ଲାଗୁ ହେବ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ସ୍ଵାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଏବେ ଡାକ୍ତରଖାନାରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ରାଜ୍ୟର ସମସ୍ତ ସରକାରୀ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ଡାକ୍ତର,...
ଆଜି ପୁରୀ ସ୍ୱର୍ଗଦ୍ୱାରରେ ହେବ ପିଣ୍ଟୁଙ୍କ ଅନ୍ତିମ ସଂସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ମର ଶରୀର ଭୁବନେଶ୍ଵରରେ ଆସି ପହଞ୍ଚିଛି। ଗୁରୁବାର ରାତିରେ ହାଇଦ୍ରାବାଦରୁ ବିମାନ ଯୋଗେ ତାଙ୍କ ମର ଶରୀରକୁ ଭୁବନେଶ୍ୱର ଅଣାଯାଇଥିଲା। ଶୁକ୍ରବାର ଅପରାହ୍ଣରେ ପୁରୀସ୍ଥିତ ସ୍ୱର୍ଗଦ୍ୱାରରେ...
ପରଲୋକରେ ଅଭିନେତା ପିଣ୍ଟୁ ନନ୍ଦ, ଆଉ ଦେଖିବାକୁ ମିଳିବନି ସେହି ମନଛୁଆଁ ଅଭିନୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ ୪୫ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଲିଭର ପ୍ରତ୍ୟାରୋପଣ ପାଇଁ...
ଚନ୍ଦ୍ରଯାନ-୩ ମିଶନ ପାଇଁ ସିଇ-୨୦ ରକେଟ ଇଞ୍ଜିନର ସଫଳ ପରୀକ୍ଷଣ କଲା ଇସ୍ରୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚନ୍ଦ୍ରାୟନ-୩ ଅଭିଯାନ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)କୁ ମିଳିଛି ବଡ଼ ସଫଳତା। ଇସ୍ରୋ ଚନ୍ଦ୍ରାୟନ-୩ ମିଶନ ପାଇଁ ରକେଟରେ ବ୍ୟବହାର ହେବକୁଥିବା ସିଇ-୨୦ କ୍ରାୟୋଜେନିକ ଇଞ୍ଜିନର ସଫଳ ପରୀକ୍ଷଣ...
ନୂଆ ରୂପ ନେଉଛି ବିଜୁ ବାବୁଙ୍କ ‘ଡାକୋଟା’
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆ ରୂପ ନେବାକୁ ଯାଉଛି ବିଜୁ ବାବୁଙ୍କ ‘ଡାକୋଟା’ ବିମାନ। ଏଥିପାଇଁ ଜୋରସୋର ଚାଲିଛି କାମ। ଡାକୋଟାର ମରାମତି ସହ ରଙ୍ଗ ଦିଆ କାମ କରାଯାଉଛି। ଆସନ୍ତା ମାର୍ଚ୍ଚ ୫ ତାରିଖ...





















