ଜାନୁଆରି ୫ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ୫-ଜି ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରି ୫ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ୫-ଜି ସେବା। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ ଭଳି ପ୍ରମୁଖ ସହରଗୁଡ଼ିକରେ ଏହି ସେବା ଉପଲବ୍ଧ ହେବ। ଏହା ପରେ ପର୍ଯ୍ୟାୟକ୍ରମେ ଏହି...

କୋଭିଡ ନିୟମାବଳୀ: ଭିଡ଼ରେ ମାସ୍କ ପରିଧାନ ଓ ଲକ୍ଷଣ ଥିଲେ ପରୀକ୍ଷା କରିବାକୁ ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ ଲକ୍ଷଣ ଥିଲେ ଆଇସୋଲେଟ ହେବାକୁ ପରାମର୍ଶ ହକି ପାଇଁ ବାହାରୁ ଆସୁଥିବା ଦର୍ଶକଙ୍କ ଯୋଗୁଁ ବଢ଼ିପାରେ ସଂକ୍ରମଣ ସଂକ୍ରମିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟିପିସିଆର ଟେଷ୍ଟ...

କୋଭିଡ ପାଇଁ ଭୟଭୀତ ନ ହୋଇ ସତର୍କ ରହିବାକୁ ସ୍ଵାସ୍ଥ୍ୟ ବିଭାଗର ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ ରବିବାର ଦିନ ନୂଆବର୍ଷ। ଚୀନ, ଜାପାନ, ଆମେରିକା ଭଳି ପ୍ରାୟ ୧୫ଟି ଦେଶରେ କୋଭିଡ ସ୍ଥିତି ଚିନ୍ତାଜନକ ହୋଇଥିବାରୁ କୋଭିଡ ମୁକାବିଲା ଲାଗି ଆଗୁଆ ସତର୍କ ହୋଇଛନ୍ତି ରାଜ୍ୟ ସରକାର। ନୂଆବର୍ଷରେ...

ପୁଣି କୋଭିଡ ଡର: ଭାରତରେ ଗୋଟିଏ ଦିନରେ ୨୪୩ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡର ନୂଆ ଭାରିଏଣ୍ଟ ବିଏଫ୍ .୭କୁ ନେଇ ଚିନ୍ତା ବଢ଼ିଛି। ଚୀନ, ଜାପାନ ଏବଂ ଆମେରିକା ଭଳି ୭ଟି ଦେଶରେ କୋଭିଡ ସ୍ଥିତି ଚିନ୍ତାଜନକ ହୋଇଥିବାବେଳେ ଭାରତରେ କୋଭିଡ ମୁକାବିଲା ଲାଗି...

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ଆଞ୍ଚଳିକ ଶାଖା

ଓଡ଼ିଶାଲାଇଭ୍ ବ୍ୟୁରୋ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) ଭୁବନେଶ୍ୱରରେ ଏହାର ଆଞ୍ଚଳିକ ଶାଖା ପ୍ରତିଷ୍ଠା କରିବାକୁ ସ୍ଥିର କରିଛି। ଆଞ୍ଚଳିକ କେନ୍ଦ୍ର ପାଇଁ ଓଡ଼ିଶା ସରକାର ଭୁବନେଶ୍ୱର ଉପକଣ୍ଠ ଆନ୍ଧାରୁଆ ପାଖରେ ୩.୧୨୫...

ସୁଖୋଇ ବିମାନରୁ ‘ବ୍ରହ୍ମୋସ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ବାୟୁସେନା ଗୁରୁବାର ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନରୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଂପ୍ରସାରିତ ରେଞ୍ଜ ସଂସ୍କରଣର ସଫଳ ପରୀକ୍ଷଣ କରିଛି। ଏହି ବ୍ରହ୍ମୋସର ମାରକ କ୍ଷମତା ୪୦୦ କିଲୋମିଟର...

ଭାରତରେ କୋଭିଡ୍‌ ମୁକାବିଲା ପାଇଁ ଡାକ୍ତରଖାନାରେ ଆରମ୍ଭ ହେଲା ମକ୍ ଡ୍ରିଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଇନା ସମେତ ବିଶ୍ଵର ବିଭିନ୍ନ ଦେଶରେ କୋଭିଡ୍‌ ସଂକ୍ରମଣ ବଢ଼ୁଥିବା ବେଳେ ଭାରତ ଏହାର ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି। କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ମଙ୍ଗଳବାର ସମସ୍ତ ରାଜ୍ୟ ଓ...

ଘରୋଇ ଡାକ୍ତରଖାନାରେ ୮୦୦ ଓ ସରକାରୀ ଡାକ୍ତରଖାନାରେ ୩୨୫ ଟଙ୍କାରେ ମିଳିବ କୋଭିଡ ନାଜଲ ଭ୍ୟାକ୍ସିନ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ ୧୯ର ମୁକାବିଲା ଲାଗି ସରକାର ଭାରତ ବାୟୋଟେକର ନାଜାଲ ଭ୍ୟାକ୍ସିନର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ଏହାକୁ ବୁଷ୍ଟର ଡୋଜ ଭାବେ ବ୍ୟବହାର କରାଯିବ। ବର୍ତ୍ତମାନ ଏହାର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି।...

କର୍ଣ୍ଣାଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନ ଏବଂ ଜାପାନ ଭଳି ୫ଟି ଦେଶରେ କୋଭିଡ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଥିବାବେଳେ ଆଗୁଆ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। ମାସ୍କ ପରିଧାନ ସହ...

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା: ଘରୋଇ ଡାକ୍ତରଖାନାରେ ଉପକୃତ ହୋଇଛନ୍ତି ୬.୩୧ ଲକ୍ଷ ହିତାଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାର ୨୦୨୨ ମସିହା ଡିସେମ୍ବର ୨୫ ତାରିଖ ସୁଦ୍ଧା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ପ୍ରାୟ ୬.୩୧ଲକ୍ଷ ହିତାଧିକାରୀଙ୍କୁ ମାଗଣାରେ ଘରୋଇ ଡାକ୍ତରଖାନାରେ ଉଚ୍ଚମାନର ଚିକିତ୍ସା ଯୋଗାଇ ଦିଆଯାଇଛି।...