ମାର୍ଚ୍ଚ ୭ରୁ ସୁନ୍ଦରଗଡ଼ ଜିଲ୍ଲାରେ ବାତଜ୍ୱର ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ଗର୍ଭବତୀ ମା’ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ୍ ଇନ୍ଦ୍ରଧନୁସ୍’ ଫାଇଲେରିଆ ବା ବାତ ଜ୍ୱର ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସାମୂହିକ ଔଷଧ ସେବନ...

ମେଦ ବହୁଳତା: କେମିତି କମିବ ଓଜନ?

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=8AKxYk1l980] ବଦଳୁଥିବା ସମୟ ସହ ଲୋକଙ୍କ ଖଦ୍ୟପେୟରେ ପରିବର୍ତ୍ତନ ଆସିଛି। ଯାହା ଦ୍ଵାରା ବିଭିନ୍ନ ରୋଗ ଦେଖା ଦେଉଛି। ବର୍ତ୍ତମାନ ସମୟରେ ମେଦ ବହୁଳତା ଏକ ବଡ଼ ସମସ୍ୟା ହୋଇଛି। ମେଦ...

ଗର୍ଭନିରୋଧକ : କେଉଁଟିକୁ ବାଛିବେ ମହିଳା ?

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=dkTLMnmbJM4] ମହିଳାମାନଙ୍କ ପାଇଁ ଗର୍ଭନିରୋଧକ କେତେ ଲାଭ ଦାୟକ? ସ୍ଥାୟୀ ଏବଂ ଅସ୍ଥାୟୀ ଗର୍ଭନିରୋଧକ ମଧ୍ୟରୁ କେଉଁଟି ମହିଳାମାନେ ବାଛିବେ ସେନେଇ ଡିଜିଟାଲ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ସ୍ୱାସ୍ଥ୍ୟପ୍ଲସ ଓଡ଼ିଆକୁ ସ୍ତ୍ରୀ ଓ...

ଆପଣଙ୍କ ପିଲା ମୋବାଇଲ ଦେଖୁଥିଲେ ସତର୍କ ହୋଇଯାଆନ୍ତୁ : ବିଗିଡ଼ି ପାରେ ମାନସିକ ସନ୍ତୁଳନ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=vSdNEcsRzcU] ବର୍ତ୍ତମାନ ସ୍ମାର୍ଟଫୋନ କବଳରେ ପଡ଼ିଛନ୍ତି କୋମଳମତି ଶିଶୁ। ମୋବାଇଲ ପିଲାଙ୍କ ମାନସିକ, ଶାରୀରିକ ଏବଂ ବୌଦ୍ଧିକ ବିକାଶ ପ୍ରଭାବିତ କରୁଛି। ମୋବାଇଲ ଯୋଗୁଁ ପିଲାଙ୍କର କ’ଣ ସବୁ କ୍ଷତି ହୁଏ...

ମାର୍ଚ୍ଚ ମାସ ଗାଇଡଲାଇନ : ରାସ୍ତାଘାଟରେ ନୁହେଁ ଘରେ ହୋଲି ଖେଳିବାକୁ ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ସର୍ବସାଧାରଣ ସ୍ଥାନ କିମ୍ବା ରାସ୍ତାଘାଟରେ ହୋଲି ଖେଳ ହୋଇପାରିବ ନାହିଁ। କେବଳ ଘର ଭିତରେ ପରିବାର ସଦସ୍ୟଙ୍କ ସହିତ ହୋଲି ଖେଲିବାକୁ ଅନୁମତି ଦିଆଯାଇଛି। ମାର୍ଚ୍ଚମାସ ପାଇଁ ଜାରି...

କଟକଣାରେ ମହାଶିବରାତ୍ରୀ : ଏଥରବି ନିରାଶ ଶ୍ରଦ୍ଧାଳୁ

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ପାହିଲେ ମହାଶିବରାତ୍ରୀ। ଏଥିପାଇଁ ମନ୍ଦିର ପୂଜକଙ୍କଠାରୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଜାଗର ପାଇଁ ମନ୍ଦିରଗୁଡ଼ିକରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ଥର କୋଭିଡ କଟକଣା ମଧ୍ୟରେ ମହାଦେବଙ୍କ...

ମହାଶିବରାତ୍ରୀ : ଆଡ଼କାଠ ପାଖରୁ ଲିଙ୍ଗରାଜଙ୍କ ଦର୍ଶନ କରିବେ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାଶିବରାତ୍ରୀରେ ପ୍ରଭୁ ଲିଙ୍ଗରାଜଙ୍କର ପୂଜାର୍ଚ୍ଚନା କରିପାରିବେ ନାହିଁ ଭକ୍ତ। ଲିଙ୍ଗରାଜ ମନ୍ଦିରରେ ଜାଗର ଦିନ ଆଡ଼କାଠ ପାଖରୁ ହିଁ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ଭକ୍ତ। ଚଳିତ ଥର ସାହାଣମେଲା ଦର୍ଶନ ଓ...

ରାଜ୍ୟରେ କମୁଛି କୋଭିଡ ସଂକ୍ରମଣ ହାର : ୩,୮୬୨ ସକ୍ରିୟ ମାମଲା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୯୯ ଜଣ ସଂଗରୋଧ କେନ୍ଦ୍ରରୁ ଓ ୧୪୦ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ...

ରାଜ୍ୟରେ କମୁଛି କୋଭିଡ ସଂକ୍ରମଣ : ୫୩୪ ନୂଆ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଧୀରେ ଧୀରେ କୋଭିଡ ସଂକ୍ରମଣ କମିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୩୪ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ...

କୋହଳ ହେଲା କଟକଣା : ସହରାଞ୍ଚଳରୁ ହଟିଲା ନାଇଟ୍ କର୍ଫ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଧୀରେ ଧୀରେ କୋଭିଡ ସଂକ୍ରମଣ ହାର କମିବାକୁ ଲାଗିଛି। ଏହି ଦୃଷ୍ଟିରୁ ରାଜ୍ୟ ସରକାର କ୍ରମାଗତ ଭାବେ କୋଭିଡ କଟକଣାକୁ କୋହଳ କରୁଛନ୍ତି। ସହରାଞ୍ଚଳଗୁଡ଼ିକରେ କୋଭିଡ ପାଇଁ ଲାଗୁ ହୋଇଥିବା...