କରୋନାକୁ ହରାଇଲେ ୮୦ ବର୍ଷୀୟା ବୃଦ୍ଧା – କେନ୍ଦ୍ରାପଡ଼ା ସମ୍ କୋଭିଡ୍ ହସ୍ପିଟାଲରୁ ହେଲେ ସୁସ୍ଥ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାକୁ ପରାସ୍ତ କରିଛନ୍ତି ପୁଣି ଜଣେ ବୟୋଜ୍ୟେଷ୍ଠା। କେନ୍ଦ୍ରାପଡ଼ାର ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ଦୃଢ଼ ଇଛାଶକ୍ତି ଆଗରେ ହାର ମାନିଛି ମହାମାରୀ। ବୃଦ୍ଧାଙ୍କର ଦୃଢ଼ ମନୋବଳ, ଇଚ୍ଛାଶକ୍ତି ତଥା କେନ୍ଦ୍ରାପଡା...
ଏଣିକି ବିନା ପଞ୍ଜୀକରଣରେ ନେଇପାରିବେ କୋଭିଡ ଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ ଟିକା ନେବାପାଇଁ ଏଣିକି ଆଗୁଆ ପଞ୍ଜୀକରଣ କରିବା ଜରୁରୀ ନୁହେଁ। ପଞ୍ଜୀକରଣ ନକରି ମଧ୍ୟ ୧୮ ବର୍ଷରୁ ଊର୍ଦ୍ଧ୍ଵ ଯେକୌଣସି ବ୍ୟକ୍ତି ସିଧାସଳଖ ନିକଟସ୍ଥ ଟିକାକରଣ କେନ୍ଦ୍ରକୁ ଯାଇ ଟିକା...
ଖସୁଛି ସଂକ୍ରମଣ ବଢୁଛି ସୁସ୍ଥହାର – ଆଜି ରାଜ୍ୟରୁ ସୁସ୍ଥ ହେଲେ ୬,୭୯୯ କୋଭିଡ୍ ରୋଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର କରୋନା ସ୍ଥିତିରେ ଦିନକୁ ଦିନ ସୁଧାର ଆସିବାରେ ଲାଗିଛି। ରାଜ୍ୟରେ ଦ୍ରୁତ ବେଗରେ ବଢୁଥିବା ଦୈନିକ ସଂକ୍ରମଣ ଏବେ ଖସି ୩ ହଜାର ମୁହାଁ ହୋଇଛି। ଆଶ୍ଵସ୍ତିର କଥା ଏହି...
ଓଡ଼ିଶାର ଘରୋଇ ହସ୍ପିଟାଲ ପାଇଁ ସଂରକ୍ଷିତ ଥିବା ଟିକାକୁ କମେଇବାକୁ କେନ୍ଦ୍ରକୁ ଚିଠି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ୨୫ ପ୍ରତିଶତ ଟିକା ସଂରକ୍ଷିତ ରହିଛି। ସେହି ଟିକାକୁ ଆଣି ସରକାରଙ୍କ ଷ୍ଟକରେ ଯୋଡ଼ା ଯାଉ ବୋଲି ଓଡ଼ିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ମାତ୍ର...
ବ୍ଲାକ୍ ଫଙ୍ଗସ୍ ରୋଗର ଲକ୍ଷଣ କ’ଣ ଓ କେମିତି ଏଥିରୁ ନିଜକୁ ସୁରକ୍ଷିତ ରଖିବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଙ୍କଟ ମଧ୍ୟରେ କଳା ଫିମ୍ପି ବା ବ୍ଲାକ୍ ଫଙ୍ଗସ୍ ରୋଗ ଚିନ୍ତାର କାରଣ ହୋଇଛି। ସାଧାରଣତଃ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତି କିମ୍ଵା କୋଭିଡରୁ ସୁସ୍ଥ ହୋଇଥିବା...
କରୋନାରେ ଆଗପଛ ହୋଇ ଆରପାରିକୁ ଚାଲିଗଲେ ବାପା, ମା’, ଅନାଥ ହୋଇଗଲେ ୩ ପିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କଅଁଳ ବୟସ। ଦୁନିଆକୁ ଏଯାଏଁ ଭଲକରି ଦେଖି ବି ନାହାନ୍ତି। ହେଲେ ଦଇବ ନିଷ୍ଠୁର ସାଜିଲା, କିଛି ବୁଝିବା ଆଗରୁ ଆଗପଛ କରି କରୋନାରେ ଚାଲିଗଲେ ବାପା,ମା'।...
କୋଭିଡ-୧୯ ଦ୍ୱିତୀୟ ଲହରରେ ଓଡ଼ିଶାରେ ୨୮ଜଣ ଡାକ୍ତରଙ୍କ ଜୀବନ ଯାଇଛି
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ-୧୯ ଦ୍ଵିତୀୟ ଲହରରେ ଓଡ଼ିଶାରେ ୨୮ଜଣ ଡାକ୍ତରଙ୍କ ଜୀବନ ଯାଇଛି। କରୋନା କାଳରେ ଓଡ଼ିଶାରେ କେତେ ଡାକ୍ତରଙ୍କ ମୃତ୍ୟୁ ହୋଇଛି ତାକୁ ନେଇ ରାଜ୍ୟ ସରକାର ଓ ଓଡ଼ିଶା ମେଡିକାଲ ସେବା...
ଓଡ଼ିଶାରେ କରୋନା ସ୍ଥିତି – ଖସୁଛି ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟାରେ ସ୍ଥିରତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ରାଜ୍ୟରୁ ୪,୩୩୯ ଜଣ କରୋନା ପଜିଟିଭ୍ ଚିହ୍ନଟ
ଆଜି ୪୪ ଜଣଙ୍କ ଜୀବନ ନେଲା ମହାମାରୀ
ମୋଟ୍ ପଜିଟିଭ୍ ସଂଖ୍ୟା ୮,୫୬,୧୨୧କୁ ବୃଦ୍ଧି
ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ...
ବିଶ୍ୱ ରକ୍ତଦାତା ଦିବସ: ‘ରକ୍ତ ଦିଅନ୍ତୁ ଓ ବିଶ୍ୱର ସ୍ପନ୍ଦନ ଚଳାଇ ରଖନ୍ତୁ’
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତିବର୍ଷ ଜୁନ୍ ୧୪ରେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଏ। ଏହି ଦିବସର ମୂଳ ଲକ୍ଷ୍ୟ ହେଉଛି ଜନସାଧାରଣଙ୍କୁ ରକ୍ତଦାନ ବିଷୟରେ ସଚେତନ କରିବା ଏବଂ ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଉତ୍ସାହିତ...
ଗତ ୨୪ଘଣ୍ଟାରେ ଦେଶରୁ ବାହାରିଲେ ୭୦ହଜାର ପଜିଟିଭ୍, ୩୯୨୧ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଏବେ ଦୈନିକ ସଂକ୍ରମଣ କମିବାରେ ଲାଗିଛି। ସରକାରୀ ତଥ୍ୟ ଅନୁସାରେ ସଂକ୍ରମଣ କମୁଥିବାବେଳେ, କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ...





















