କାହାକୁ କୋଭିଡ ଟିକା ମନା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶନିବାରଠୁ ଦେଶବ୍ୟାପୀ ଟିକାକରଣ ଉଦଘାଟନ କରିବେ ନରେନ୍ଦ୍ର ମୋଦୀ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ନେବେ ଟିକା ଗର୍ଭବତୀ ମହିଳାଙ୍କୁ ଟିକା ମନା ରାତି ପାହିଲେ ଦେଶବ୍ୟାପୀ ଆରମ୍ଭ ହୋଇଯିବ କୋଭିଡ ଟିକାକରଣ।...

କାଲିଠୁ କୋଭିଡ ଟିକାକରଣ – ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶନିବାରଠାରୁ ଦେଶବ୍ୟାପୀ କୋଭିଡ ଟିକାକରଣ ଆରମ୍ଭ ହେବ। ସକାଳ ୯ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଟିକାକରଣ ଅଭିଯାନର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାପରେ କେତେକ ସ୍ଥାନର ସ୍ୱାସ୍ଥ୍ୟକର୍ମୀଙ୍କ...

ଜିଲ୍ଲାପାଳମାନଙ୍କୁ ସରକାରଙ୍କ ପରାମର୍ଶ, ସଫେଇ କର୍ମଚାରୀଙ୍କୁ ପ୍ରଥମେ ଦିଆଯାଉ ଟିକା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ସଫେଇ କର୍ମଚାରୀ ପ୍ରଥମ ଟିକା ପାଇବେ। ରାଜ୍ୟ ସରକାର ଏନେଇ ବୁଧବାର ଦିନ ସମସ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଥମ ହିତାଧିକାରୀ ଯିଏ ଟିକା ପାଇବେ ତାହା ସମାଜକୁ ଭଲ ସନ୍ଦେଶ...

ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ରାଜ୍ୟରୁ ୨୨୨ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ୨୩ଟି ଜିଲ୍ଲା ଓ ଷ୍ଟେଟପୁଲକୁ ମିଶାଇ ଗତ ୨୪ ଘଣ୍ଟା ମଧ୍ୟରେ ୨୨୨ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନରୁ ୧୨୭ଟି ଥିବା ବେଳେ ୯୫ଟି ଲୋକାଲ...

ସବୁ ଜିଲ୍ଲାକୁ ପଠାଗଲା କରୋନା ଟିକା – କଟକକୁ ସର୍ବାଧିକ ୧୭,୧୯୦ ଡୋଜ୍

ଓଡ଼ିଶାଲାଇଭ୍ ବ୍ୟୁରୋ ସିରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିସିଲ୍ଡ ଟିକା ପରେ ବୁଧବାର ଭାରତ ବାୟୋଟେକର କୋଭାକ୍ସିନ ଟିକା ଓଡ଼ିଶା ଆସିଛି। ଏହି ଟିକାକୁ ଏବେ ରାଜ୍ୟ ଟିକା ଭଣ୍ଡାରରେ ରଖାଯାଇଛି। କୋଭାକ୍ସିନ ଟିକାକୁ ଭୁବନେଶ୍ଵରରେ ଦିଆଯିବା...

ଆଜି ରାଜ୍ୟରୁ ୨୧୦ କରୋନା ପଜିଟିଭ୍ ଚିହ୍ନଟ, ଜଣେ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ୨୫ଟି ଜିଲ୍ଲା ଏବଂ ଷ୍ଟେଟପୁଲରୁ ଗତ ୨୪ ଘଣ୍ଟା ଭିତରେ ନୂଆ ୨୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୧୨୨ଟି ରହିଥିବା ବେଳେ ୮୮ଟି ଲୋକାଲ...

କୋଭିସିଲ୍ଡ ପରେ ଓଡ଼ିଶାରେ ପହଞ୍ଚିଲା କୋଭାକ୍ସିନ, ୧୬ରୁ ଟିକାକରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ୱଦେଶୀ ଟିକା କୋଭିସିଲ୍ଡ ପରେ ବୁଧବାର ଓଡ଼ିଶାରେ ପହଞ୍ଚିଛି ଭାରତ ବାୟୋଟେକ ଓ ଆଇସିଏମଆର ଦ୍ୱାରା ପ୍ରସ୍ତୁତ ଟିକା କୋଭାକ୍ସିନ। ହାଇଦ୍ରାବାଦରୁ ଏହାର ୨୦ ହଜାର ଡୋଜ ରାଜ୍ୟକୁ ଆସିଥିବା ଜଣାପଡ଼ିଛି।...

ଓଡ଼ିଶାରେ ପହଞ୍ଚିଲା କରୋନା ଟିକା କୋଭିସିଲ୍ଡ, ୧୬ରୁ ହେବ ଟିକାକରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଦୀର୍ଘ ଦିନ ପ୍ରତିକ୍ଷାର ଅନ୍ତ ଘଟି ମଙ୍ଗଳବାର ଓଡ଼ିଶାରେ ପହଞ୍ଚିଛି କରୋନା ଟିକା। ଅପରାହ୍‌ଣରେ ପୁଣେରୁ ସ୍ପାଇସ ଜେଟ୍ ଯୋଗେ ଭୁବନେଶ୍ଵର ବିମାନବନ୍ଦରକୁ ଆସିଛି ସେରମ...

ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ଆଗେ ଦିଆଯିବ ଟିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ୱାସ୍ଥ୍ୟକର୍ମୀଙ୍କ ଭିତରେ ଯେଉଁମାନେ ବୟସ୍କ ଥିବେ ସେମାନଙ୍କୁ ପ୍ରଥମେ ଟିକା ଦିଆଯିବ। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ  ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଏହାସହ ଯେଉଁ ଅଞ୍ଚଳରେ କରୋନା...

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୨୨୫ ନୂଆ ଆକ୍ରନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ୨୫ଟି ଜିଲ୍ଲା ଏବଂ ଷ୍ଟେଟ ପୁଲ୍‌ରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୨୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନରୁ ୧୩୧ଟି କେସ୍ ରହିଥିବା ବେଳେ ଲୋକାଲ...