ରାଜ୍ୟର କରୋନା ରିପୋର୍ଟ – ୧,୯୦୪ ପଜିଟିଭ୍ ଚିହ୍ନଟ, ଆଖି ବୁଜିଲେ ୧୬ ଆକ୍ରାନ୍ତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଆଜି ଗୋଟିଏ ଦିନରେ ୧,୯୦୪ ପଜିଟିଭ୍ ଚିହ୍ନଟ କ୍ଵାରେଣ୍ଟାଇନ୍‌ରୁ୧,୧୧୫ ଜଣ, ୭୮୯ଟି ଲୋକାଲ୍ କେସ୍ ରାଜ୍ୟରେମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୨,୨୫୦କୁ ବୃଦ୍ଧି ଆଉ୧୬ ଆକ୍ରାନ୍ତଙ୍କ ମୃତ୍ୟୁ ମୋଟକରୋନାଜନିତ ମୃତ୍ୟୁସଂଖ୍ୟା ୧,୧୬୮କୁ ବୃଦ୍ଧି ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଆଜି ୧,୯୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ...
corona test

କମୁଛି ସଂକ୍ରମିତଙ୍କ ସଂଖ୍ୟା – ଦେଶରେ ଦିନକରେ ୫୦ ହଜାରକୁ କମ୍‌ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଗତ ୨୪ ଘଣ୍ଟାରେ ୪୬ ହଜାର ୭୯୦ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୫୮୭ ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ...

ଏୟାରଟେଲ୍‌ର ଶସ୍ତା ପ୍ଲାନ୍ – ମିଳୁଛି ଡାଟା, କଲିଂ ସହ ଓଟିଟି ଆପ୍‌ ସୁବିଧା

ଓଡ଼ିଶାଲାଇଭ୍ ବ୍ୟୁରୋ ଦୈନିକ ୨ ଜିବି ଡାଟା ସହ ୧୦୦ ଏସ୍‌ଏମ୍‌ଏସ୍ ଓଟିଟି ଆପ୍‌ର ମାଗଣା ସବ୍‌ସ୍କ୍ରିପ୍‌ସନ୍ ଅନ୍‌ଲିମିଟେଡ୍ କଲିଂ ସୁବିଧା ଆପଣ କମ୍ ଟଙ୍କାରେ ଡାଟା, କଲିଂ, ଏସ୍‌ଏମ୍‌ଏସ୍ ସହ ଓଟିଟି...

ଜିଓ ଆଣିବ ଅଢ଼େଇ ହଜାର ଟଙ୍କିଆ ୫ଜି ଫୋନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ରିଲାଏନ୍ସ ଜିଓ ଆଉ ଏକ ଧମାକା କରିବାକୁ ଯାଉଛି। କମ୍ପାନି ପକ୍ଷରୁ ଏକ ଶସ୍ତା ୫ଜି ଫୋନ୍ ବଜାରକୁ ଛଡ଼ାଯିବ। ପ୍ରଥମେ ଏହାର ଦାମ୍ ୫ ହଜାର ଟଙ୍କା ରହିବ। କିନ୍ତୁ...

୩ ଘଣ୍ଟା ଚାର୍ଜ କଲେ ଗଡ଼ିବ ୭୦ କିଲୋମିଟର, ଦରକାର ନାହିଁ ଡ୍ରାଇଭିଂ ଲାଇସେନ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ପେଟ୍ରୋଲ, ଡିଜେଲର ବଢ଼ୁଥିବା ଦାମକୁ ଦେଖି ଏବେ ଅଧିକାଂଶ ଲୋକ ଗାଡ଼ି ଚଲାଇବାକୁ ନେଇ ଚିନ୍ତାରେ। କିଛି ଲୋକ ତ ଗାଡ଼ି ଛାଡ଼ି ସାଇକେଲ ଆପଣାଇବା ଆରମ୍ଭ କରିଦେଲେଣି। ଲୋକଙ୍କୁ ଏଭଳି...

ନୟାଗଡ଼ରେ କୋଭିଡ୍ ସ୍ଥିତି – ମୋଟ ୫,୬୩୭ ପଜିଟିଭ୍ ଚିହ୍ନଟ, ଆଖି ବୁଜିଲେଣି ୩୯ ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ନୟାଗଡ଼ରେ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୫,୬୩୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫,୨୫୮ ଜଣ ସୁସ୍ଥ ହୋଇଥିବା...

ରାଜ୍ୟର କରୋନା ରିପୋର୍ଟ – ଦିନକରେ ୧,୯୮୨ ଆକ୍ରାନ୍ତ ଚିହ୍ନଟ, ୧୭ ମୃତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଆଜି ଗୋଟିଏ ଦିନରେ ୧,୯୮୨ ପଜିଟିଭ୍ ଚିହ୍ନଟ କ୍ଵାରେଣ୍ଟାଇନ୍‌ରୁ ୧,୧୫୬ ଜଣ, ୮୨୬ଟି ଲୋକାଲ୍ କେସ୍ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୦,୩୪୬କୁ ବୃଦ୍ଧି ଆଉ ୧୭ଆକ୍ରାନ୍ତଙ୍କ...

ଦେଶରେ ୭୫ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୫୫, ୭୨୨ ଆକ୍ରାନ୍ତ, ୫୭୯ ମୃତ ଦେଶରେ ମୋଟ ପଜିଟିଭ୍ ସଂଖ୍ୟା ୭୫,୫୦,୨୭୩କୁ ବୃଦ୍ଧି ମୋଟ କରୋନା ମୃତ୍ୟୁସଂଖ୍ୟା ୧,୧୪,୬୧୦କୁ ବୃଦ୍ଧି ଦେଶରେ ଆଜି ଗୋଟିଏ ଦିନରେ ଚିହ୍ନଟ...

ଅନ୍‌ଲାଇନ୍‌ ଫେଷ୍ଟିଭ୍ ସେଲ୍‌ରେ ଜିନିଷ କିଣୁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ବିଭିନ୍ନ ଅନ୍‌ଲାଇନ୍ ସପିଂ ସାଇଟ୍‌ରେ ଏବେ ଫେଷ୍ଟିଭ୍ ସେଲ୍ ଆରମ୍ଭ ହୋଇଯାଇଛି। ତେବେ ଅନ୍‌ଲାଇନ୍ ଫେଷ୍ଟିଭ୍ ସେଲ୍‌ ସମୟରେ ସପିଂ କରୁଥିଲେ ଟିକିଏ ସାବଧାନତା ଅବଲମ୍ବନ...

ମୋବାଇଲରୁ ଜଲ୍‌ଦି ବ୍ୟାଟେରି ସରୁଥିଲେ ଆପଣାନ୍ତୁ ଏହି ୫ଟି ଟିପ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ମୋବାଇଲରେ ଅଧିକ ସମୟ ଯାଏଁ ଚାର୍ଜ ରଖିବା ପାଇଁ ଆପଣାନ୍ତୁ ଏହି ଟପ୍-୫ ଟିପ୍ସ। ଆଜିକାଲି ଏକ ଅତ୍ୟାବଶ୍ୟକୀୟ ଜିନିଷରେ ପରିଣତ ହୋଇଛି ମୋବାଇଲ ଫୋନ୍। ତେବେ ମୋବାଇଲ ଚଲାଇବାକୁ ହେଲେ ଏହାକୁ...