corona test 1

ଉତ୍ତର ଓଡ଼ିଶାରେ କରୋନା ସ୍ଥିତି – ସେପ୍ଟେମ୍ବର ଆରମ୍ଭରୁ ସାଂଘାତିକ

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ବର ଆରମ୍ଭରୁ ସାଂଘାତିକ ସ୍ଥିତି। ଅଗଷ୍ଟରେ ବି ଅସମ୍ଭାଳ ଥିଲା କରୋନା ସ୍ଥିତି। ସଂଗରୋଧରୁ ଆଉ ସଂକ୍ରମଣ ମାମଲା ସାମ୍ନାକୁ ଆସୁନାହିଁ। ଯେଉଁମାନେ ବି ସଂକ୍ରମିତ ହେଉଛନ୍ତି, ସମସ୍ତେ ସ୍ଥାନୀୟ ସଂକ୍ରମଣରୁ।...

ଅକ୍ଟୋବର ଶେଷ ସୁଦ୍ଧା ଆସିପାରେ ଆମେରିକୀୟ କରୋନା ଟିକା

ଓଡ଼ିଶାଲାଇଭ୍ ବ୍ୟୁରୋ ଅକ୍ଟୋବର ଶେଷ ସୁଦ୍ଧା ଆମେରିକାବାସୀଙ୍କୁ ମିଳିପାରେ କରୋନା ଟିକା। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ୍ ଦେଶବାସୀଙ୍କୁ କରୋନା ଟୀକା ଉପହାରରେ ଦେବାକୁ ଘୋଷଣା କରିବା ପରେ ଏନେଇ ପ୍ରସ୍ତୁତି ଜୋରଦାର...

ରାଜ୍ୟର ୫ ମହାନଗରର କରୋନା ରିପୋର୍ଟ –  ଭୁବନେଶ୍ୱର ସ୍ଥିତି ଚିନ୍ତାଜନକ, ବ୍ରହ୍ମପୁରରେ କମୁଛି ସଂକ୍ରମଣ

ଓଡ଼ିଶାଲାଇଭ୍ ବ୍ୟୁରୋ        ରାଜ୍ୟର ୫ଟି ମହାନଗରର କରୋନା ରିପୋର୍ଟ। ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ଉପରମୁହାଁ ହୋଇ ବଢ଼ିଚାଲିଛି। ପ୍ରତିଦିନ ୩ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେବା ସହିତ ସଂକ୍ରମିତଙ୍କ ସଂଖ୍ୟା...

ଭୋଡାଫୋନ୍-ଆଇଡିଆର ଦମ୍‌ଦାର୍ ଅଫର୍ – ୧୦୯ ଓ ୧୬୯ ଟଙ୍କା ରିଚାର୍ଜ କରି ପାଆନ୍ତୁ ଏହି ସୁବିଧା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୋଡାଫୋନ୍-ଆଇଡିଆର ୧୦୯ ଟଙ୍କିଆ ଓ ୧୬୯ ଟଙ୍କିଆ ପ୍ରିପେଡ୍ ପ୍ଲାନ୍‌ରେ କ’ଣ ସବୁ ସୁବିଧା ରହିଛି ଜାଣନ୍ତୁ। ଭୋଡାଫୋନ୍-ଆଇଡିଆ ଦିଲ୍ଲୀ ସର୍କଲରେ ଦୁଇଟି ଦମ୍‌ଦାର୍ ପ୍ରିପେଡ୍ ପ୍ଲାନ୍ ଲଞ୍ଚ କରିଛି। ୧୦୯ ଟଙ୍କା...

ନବରଙ୍ଗପୁର ସାଂସଦ ରମେଶ ମାଝି କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଆଉ ଜଣେ ନେତା କରୋନା ପଜିଟିଭ୍ ଚିହ୍ନଟ। ନବରଙ୍ଗପୁର ବିଜେଡ଼ି ସାଂସଦ ରମେଶ ମାଝି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ରମେଶଙ୍କର ନମୁନା...

ରାଜ୍ୟରେ ପୁଣି ୯ ଜୀବନ ନେଲା କରୋନା, ମୋଟ ମୃତ୍ୟୁସଂଖ୍ୟା ୫୩୧କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଆଜି ଆଉ ୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୫୩୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ...

ରାଜ୍ୟରୁ ୩୨୬୭ କରୋନା ପଜିଟିଭ୍ ଚିହ୍ନଟ, ପୁଣି ଖୋର୍ଦ୍ଧାରେ ସର୍ବାଧିକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟରେ ସମସ୍ତ ୩୦ଟି ଜିଲ୍ଲାରୁ ମୋଟ୍ ୩୨୬୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୯୬୧ ଚିହ୍ନଟ ହୋଇଥିଲା ବେଳେ ୧୩୦୬ ଲୋକାଲ କେସ ରହିଛି।...

ଦେଶରେ ୬୮ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା, ଦିନକରେ ୧,୦୯୬ ମୃତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୮୩,୩୪୧ ଆକ୍ରାନ୍ତ, ୧,୦୯୬ ମୃତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯,୩୬,୭୪୧କୁ ବୃଦ୍ଧି ମୋଟ କରୋନା ମୃତ୍ୟୁସଂଖ୍ୟା ୬୮,୪୭୨କୁ ବୃଦ୍ଧି ଦେଶରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ...

ଦେଢ଼ ମାସ ଭିତରେ କମିବ କରୋନା ସଂଖ୍ୟା?

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଦେଢ଼ ମାସ ମଧ୍ୟରେ ଓଡ଼ିଶାରେ କରୋନା ସଂକ୍ରମଣ ଉଲ୍ଲେଖଯୋଗ୍ୟ ଭାବେ ହ୍ରାସ ପାଇବ? କିଛି ବିଶେଷଜ୍ଞଙ୍କ ମତରେ ଏହା ହିଁ ହେବାକୁ ଯାଉଛି। ମେଡିକାଲ ଶିକ୍ଷା ଓ ଟ୍ରେନିଂର ନିର୍ଦ୍ଦେଶକ...

ଚର୍ବି କମ୍ କରିବା ପାଇଁ ପିଅନ୍ତୁ ଏହି ଜୁସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିକାଲି ମୋଟାପଣ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି। ତେବେ ଯଦି ଆପଣ ନିଜ ଓଜନ ବଢ଼ିବା ଏବଂ ଚର୍ବି ଜମିବାକୁ ନେଇ ଚିନ୍ତିତ ଅଛନ୍ତି ତେବେ ୨ଟି ଜୁସ୍ ଆପଣଙ୍କ...