corona case-2

ରାଜ୍ୟରେ ଆଉ ୧୬୦୨ ପଜିଟିଭ – ଗଞ୍ଜାମରୁ ସର୍ବାଧିକ ୩୦୮

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ପୁଣି ରେକର୍ଡ ସଂଖ୍ୟକ ୧୬୦୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ  ୯୯୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୬୦୯ ଲୋକାଲ...
corona US

ଦେଶରେ କରୋନା ସ୍ଥିତି ଅସମ୍ଭାଳ – ଦିନକରେ ୫୭ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ, ୭୬୪ ମୃତ

ଓଡିଶାଲାଇଭ୍ କରୋନା ବ୍ୟୁରୋ ଦେଶରେ କରୋନା ସଂକ୍ରମଣ ଅସମ୍ଭାଳ ସ୍ଥିତିରେ ପହଞ୍ଚିଲାଣି। ପ୍ରତିଦିନ ହଜାର ହଜାର ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୫୭ ହଜାରରୁ ଉର୍ଦ୍ଧ୍ଵ ପଜିଟିଭ୍ ଚିହ୍ନଟ...

ନୟାଗଡ଼ରେ କରୋନା ନେଲା ପୁଣି ୨ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦଶପଲ୍ଲା ୬ ଦିନ ସଟଡାଉନ୍ ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ନୟାଗଡ଼ରେ କରୋନା ସଂକ୍ରମଣ ସ୍ଥିତି ଗମ୍ଭୀର ହେଉଛି। ଗତ ଦୁଇ ଦିନ ମଧ୍ୟରେ ପୁଣି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ...

ଅଗଷ୍ଟ ମାସର କରୋନା କଟକଣା – ଚାରି ଜିଲ୍ଲା ଓ ରାଉରକେଲାରେ ପ୍ରତି ଶନିବାର, ରବିବାର ସଟ୍‌ଡାଉନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଓ ରାଉରକେଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌ ଅଗଷ୍ଟ ୧ ଓ ୨ରେ ଦିନ ୧ଟା ପରେ ସଟ୍‌ଡାଉନ୍‌ କଣ୍ଟେନମେଣ୍ଟ ଜୋନରେ ଲକ୍‌ଡାଉନ୍‌ ନିୟମ କଡ଼ାକଡ଼ି ରାତି...

ଆଇଜିଏଚ୍‌ ରାଉରକେଲାରେ ‘ପ୍ଲାଜମା ବ୍ୟାଙ୍କ’ – ଭିଡିଓ କନଫରେନ୍ସିଂରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=h84noWPBBm4 ‘‘ପ୍ଲାଜମା ଦାନକୁ ରାଜ୍ୟରେ ଏକ ଆନ୍ଦୋଳନରେ ପରିଣତ କରାଯିବ’’ - ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାରେ ପ୍ରଥମ ଏବଂ ରାଜ୍ୟର ତୃତୀୟ ପ୍ଲାଜମା ବ୍ୟାଙ୍କ ୩୫୦ରୁ ୫୦୦ ୟୁନିଟ୍‌ ପ୍ଲାଜମା ସଂରକ୍ଷିତ କରିବାର...
CORONA POSITIVE

ଭୁବନେଶ୍ୱରରୁ ଆଉ ୧୨୮ କରୋନା ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ ବ୍ୟୁରୋ ଭୁବନେଶ୍ୱରରୁ  ଆଉ ୧୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୮୫ ଜଣ ଥିଲା ବେଳେ ଲୋକଲ କେସ୍‌ ୪୩ ରହିଛି। ସୁବଠୁ ଗୁରତ୍ୱପୂର୍ଣ୍ଣ କଥା ଗୋଟିଏ କ୍ୱାରେଣ୍ଟାଇନରୁ...
Coronavirus blood test

କଟକ ସହରରୁ ଆଉ ୨୨ ପଜିଟିଭ୍ ଚିହ୍ନଟ

ଓଡିଶାଲାଇଭ୍ କରୋନା ବ୍ୟୁରୋ କଟକ ସହରରୁ ଶୁକ୍ରବାର ଆଉ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୧୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।...

କାଲିଠୁ ନବରଙ୍ଗପୁର ୪୩ ଘଣ୍ଟା ସଟଡାଉନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ପାଇଁ ୪୩ ଘଣ୍ଟା ସଟଡାଉନ ରହିବ ନବରଙ୍ଗପୁର ଜିଲ୍ଲା। ଅଗଷ୍ଟ ୧ ସକାଳ ୫ଟାରୁ ୨ ତାରିଖ ରାତି ୧୨ ଯାଏଁ ସଟଡାଉନ ରହିବ। ସଟଡାଉନ ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବାକୁ...

ଓଡ଼ିଶାର ଚାରି ଜିଲ୍ଲାରେ ପୁଣି ବଢ଼ିବ କି ଲକ୍‌ଡାଉନ୍‌?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଶେଷ ହେଉଛି ଜୁଲାଇ ମାସର କରୋନା କଟକଣା। ଆସନ୍ତାକାଲିଠୁ ଅଗଷ୍ଟ ମାସ ଆରମ୍ଭ ହେବ। ରାଜ୍ୟ ସରକାର କ’ଣ ନୂଆ କଟକଣା ଜାରି କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର...

ଢେଙ୍କାନାଳ ଜିଲ୍ଲା ପ୍ରତି ଶନି ଓ ରବିବାର ସଟ୍‌ଡାଉନ୍

ଓଡିଶାଲାଇଭ୍ ବ୍ୟୁରୋ ଢେଙ୍କାନାଳ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାକୁ ପ୍ରତି ଶନି ଓ ରବିବାର ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଏନେଇ ଢେଙ୍କାନାଳ ଜିଲ୍ଲାପାଳ...